ସ୍ବଚ୍ଛ ରାଜ୍ୟ ଭାବେ ଚତୁର୍ଥ ସ୍ଥାନ ଦଖଲ କଲା ଓଡ଼ିଶା

ଭୁବନେଶ୍ୱର,୧୧।୧(ବନ୍ଦନା ସେଠୀ): କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା ହୋଇଛି। ଚଳିତ ବର୍ଷ ପ୍ରଥମ ଥର…

ଇସ୍ତଫା ଦେଲେ ୨୨ ସରପଞ୍ଚ

କେନ୍ଦୁଝର,୧୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ର ୨୨ ପଞ୍ଚାୟତର ସରପଞ୍ଚ ଗୁରୁବାର ସମୂହ ଇସ୍ତଫା ଦେଇଛନ୍ତି। ଶ୍ରୀଜଗନ୍ନାଥ ପରିକ୍ରମା ଅର୍ପଣ ରଥ କାର୍ଯ୍ୟକ୍ରମ…

ନିଜ ବନ୍ଧୁ ‘ଓଲି’ଙ୍କୁ ବିବାହ କଲେ ଓପନଆଇ ସିଇଓ ସାମ ଅଲ୍ଟମାନ

ହାଓ୍ବାଇ,୧୧।୧: ଏକ ବ୍ୟକ୍ତିଗତ ତଥା ନିରାଡମ୍ବର ସମାରୋହରେ ଓପନଆଇ ପ୍ରତିଷ୍ଠାତା ସାମ ଅଲ୍ଟମାନ ତାଙ୍କ ବନ୍ଧୁ ଓଲେଭର ମୁଲହେରିନଙ୍କୁ ବିବାହ କରିଥିଲେ। ବୁଧବାର ହାୱାଇରେ ଏହି ସମାରୋହ…

ଭାରତର ଆଉ ଜଣେ ବଡ ଶତ୍ରୁ ଭୁଟ୍ଟାବିଙ୍କ ମୃତ୍ୟୁ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଥିଲା ସମ୍ପୃକ୍ତି

ନ୍ୟୁୟର୍କ,୧୧।୧: ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଏବାର ସଂସ୍ଥାପକ ସଦସ୍ୟ ଓ ଆତଙ୍କବାଦୀ ହାଫିଜ ସଇଦଙ୍କ ନିକଟତମ ହାଫିଜ ଅବଦୁଲ ସଲାମ ଭୁଟ୍ଟାବିଙ୍କର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଯାଇଛି। ତେବେ…

ଘର ଉଚ୍ଛେଦ ବେଳେ ବିଷ ପିଇଦେଲେ ମହିଳା

ହାଟଡିହୀ,୧୧l୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ତହସିଲ ଅଧୀନ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମରେ ଏକ ସରକାରୀ ଜମିରେ ହୋଇଥିବା ଆବାସ ଘର ଉଚ୍ଛେଦ ବେଳେ ଅଭାବନୀୟ…

ବନ୍ଦେ ଭାରତ ଏକ୍ସପ୍ରେସରେ ବାସି ଖାଦ୍ୟ, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ରେଲଓ୍ବେ

ନୂଆଦିଲ୍ଲୀ,୧୧।୧: ଦେଶର ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ଏହି ଯାତ୍ରା ସମୟରେ ଅନେକ ଥର ଲୋକମାନେ ରେଲଓ୍ବେ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକର…

ଗ୍ୟାସ୍‌ରୁ ନିଆଁ ଲାଗି ଚାଲିଗଲା ଜୀବନ

ହାଟଡ଼ିହୀ,୧୧l୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ରମ୍ପାସ ଗ୍ରାମରେ ଗ୍ୟାସ୍‌ରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ…

ପ୍ରଥମ ଟି -୨୦ରେ ଆଫଗାନିସ୍ତାନକୁ ୬ ଉଇକେଟ୍‌ରେ ହରାଇଲା ଭାରତ

ମୋହାଲି,୧୧।୧: ମୋହାଲିରେ ଖେଳାଯାଉଥିବା ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ଉଇକେଟ୍‌ରେ ବିଜୟୀ ହୋଇଛି। ଭାରତ ୧୫୯ ରନ୍‌ର ଲକ୍ଷକୁ ପିଛା…

ସ୍ତ୍ରୀଙ୍କ ଆତ୍ମହତ୍ୟା ସହି ନ ପାରି ଜୀବନ ହାରିଲେ ସ୍ବାମୀ

ବୈପାରିଗୁଡ଼ା,୧୧ା୧(କଳ୍ପତରୁ ମହାନ୍ତି): କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧୀନ ମାଝିଗୁଡ଼ା ପଞ୍ଚାୟତ ଭାଲିଆପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ତ୍ରୀ, ସ୍ବାମୀ ଦୁହେଁ ଆତ୍ମହତ୍ୟା କରିଥିବା…

ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ପୁଅ କିଶୋର

ନୂଆଦିଲ୍ଲୀ,୧୧ା୧: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଆଥ୍‌ଲେଟଙ୍କୁ ବିଦେଶରେ ଅଭ୍ୟାସ କରିବାକୁ ଅନୁମତି ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ। ଗୁରୁବାର ଓଡ଼ିଆ ଜାଭେଲିନ୍‌ ଥ୍ରୋୟର କିଶୋର…