ଜଣେ ସୁଶ୍ରୀ, ଆଉ ଜଣେ ବାବା

ନିମାପଡ଼ା, ୧୬ା୧(ରଞ୍ଜନ କୁମାର ପଟ୍ଟନାୟକ): ନିର୍ବାଚନ ଯେତେ ପାଖେଇ ଆସୁଛି କିଏ କେଉଁଠାରେ ପ୍ରାର୍ଥୀ ହେଉଛନ୍ତି ତାହା ଜାଣିବା ଲାଗି ଭୋଟରଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଉଛି l…

ଚିନ୍ତା ବଢାଉଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୮୦ ଆକ୍ରାନ୍ତ ଚିହ୍ନଟ, ୩ ମୃତ

ନୂଆଦିଲ୍ଲୀ,୧୬।୧: କରୋନା ମହାମାରୀ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିଛି । ପ୍ରତିଦିନ ନୂଆ ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗୋଟିଏ ଦିନରେ…

କାର୍‌କୁ ଧକ୍କା ଦେଲା ମୋ ବସ୍‌ : ଘଟଣାସ୍ଥଳରେ ଉତ୍ତେଜନା

କଟକ,୧୬।୧: ବାରଙ୍ଗ ଛକରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଛି।  କାରକୁ ମୋ ବସ୍‌ ଧକ୍କା ଦେଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ।…

ବିଜେଡିରେ ୪, ଭାଜପାରେ ୨, କଂଗ୍ରେସରେ ଜଣେ

ସାଲେପୁର,୧୬।୧ (ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର-ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ଓ ଅଣକଂଗ୍ରେସ ରାଜନୀତି ପାଇଁ ଚର୍ଚ୍ଚାରେ ରହିଆସିଛି। ନିକଟ ଅତୀତକୁ ଦେଖିଲେ ୨୦୦୦, ୨୦୦୪…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ପାକିସ୍ତାନର ଏହି ଦ୍ରୁତ ବୋଲର!

ଇସଲାମାବାଦ,୧୬।୧: ପାକିସ୍ତାନର ଷ୍ଟାର ଦ୍ରୁତ ବୋଲର ହାରିସ ରଉଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଚିନ୍ତା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ହାରିସଙ୍କ ବିଷୟରେ ଏକ ବଡ଼ ଖବର…

ସୁପର ଭାସମଲ ପିଇଦେଲେ ମହିଳା ସେଲ୍ସମ୍ୟାନ

ଅନୁଗୋଳ, ୧୬।୧ (ଅମିତ କୁମାର ସାମଲ): ଅନୁଗୋଳ ସହରର ଏକ ମଲ୍‌ରେ କାର୍ଯ୍ୟ କରୁଥିବା ଜଣେ ମହିଳା ସେଲ୍ସମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏ ନେଇ ତାଙ୍କ…

ଏୟାର ଫୋର୍ସର ମହିଳା ଯବାନ ଏବେ ମିସ୍‌ ଆମେରିକା, ଦେଖନ୍ତୁ ତାଙ୍କର ଗ୍ଲାମରସ ଅନ୍ଦାଜ

ଓ୍ବାଶିଂଟନ,୧୬।୧: ଆମେରିକାର ବାୟୁସେନାର ଦ୍ୱିତୀୟ ଲେଫ୍ଟନାଣ୍ଟ ତଥା ହାର୍ଭାର୍ଡ ମେଡିକାଲ ସ୍କୁଲରେ ସ୍ନାତକୋତ୍ତର ଇଣ୍ଟରନେଟ ମେଡିସନ ମାର୍ଶ ମିସ ଆମେରିକାର ମୁକୁଟ ପିନ୍ଧିଥିବା ପ୍ରଥମ ସକ୍ରିୟ ଡ୍ୟୁଟି…

ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ମିଳିଲା ହତ୍ୟା ଧମକ

ଚଣ୍ଡିଗଡ,୧୬।୧: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଆତଙ୍କବାଦୀ ପନ୍ନୁ ଏକ ନୂତନ ଭିଡିଓ…

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦରେ ହିନ୍ଦୁ ପକ୍ଷକୁ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ମସଜିଦ ବିବାଦକୁ ନେଇ ସୁପ୍ରିମକୋର୍ଟ ଏକ ବଡ ରାୟ ନେଇଛନ୍ତି। ଏହି ମସଜିଦକୁ ସର୍ଭେ କରିବା ପାଇଁ କମିଶନର ନିଯୁକ୍ତ…

ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ

ଦେଓଗାଁ,୧୫।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରା ଏବଂ କୁମୁରିଆସ୍ଥିତ ବଡ଼ଖଳା, ସାନଖଳା ଓ ନୂଆଖଳାରେ ମଙ୍ଗଳବାର ଶୁଳିଆ ଯାତ୍ରା ଆରମ୍ଭ ହୋଇଯାଇଛି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା…