୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଦର୍ପଣଗଡ଼ ଫେରିଲା ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି

ଚଣ୍ଡିଖୋଲ,୧୧ା୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଦୀର୍ଘ ୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଶୁକ୍ରବାର ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମକୁ…

‘ପୁଟିନ ଜଣେ ଭଲ ନେତା ଥିଲେ…’ ପୁଣି ବ୍ୟାପିଲା ରୁଷିଆ ରାଷ୍ଟ୍ରପତିଙ୍କ ମୃତ୍ୟୁ ଖବର

ମସ୍କୋ,୧୧।୧୧: ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ମୃତ୍ୟୁ ବିଷୟରେ ଗୁଜବ ପୁଣି ବ୍ୟାପିଗଲା ଯେତେବେଳେ ତାଙ୍କ ବରିଷ୍ଠ ସୁରକ୍ଷା ସହାୟକ ଏକ ଭାଷଣ ସମୟରେ ପୁଟିନଙ୍କ ବିଷୟରେ ଏପରି…

ଏତିକି କୋଟି ଟଙ୍କାରେ ୨ଟି ଆପାର୍ଟମେଣ୍ଟ ବିକ୍ରି କଲେ ରଣବୀର ସିଂ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ମୁମ୍ବାଇରେ ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ମନି କଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଥିବା ଏହି…

ଦେବାଳିଆ ହେଲେଣି କିମ ଜୋନ, ସାରା ବିଶ୍ୱରେ ବନ୍ଦ ହେଲାଣି କୋରିଆ ଦୂତାବାସ

ପୋଙ୍ଗୟାଙ୍ଗ,୧୧।୧୧: ଚାଇନା ଏବଂ ରୁଷିଆ ପରି ପାରମ୍ପାରିକ ବନ୍ଧୁମାନଙ୍କ ସହ ଉତ୍ତର କୋରିଆ ନିଜର ବନ୍ଧୁତାକୁ ଗଭିର କରୁଛି। କିନ୍ତୁ ଏହା ପରେ ମଧ୍ୟ ସେ ଅର୍ଥ…

କାମ ନ ସରୁଣୁ ପାଚେରିରେ ଫାଟ

ଯାଜପୁର,୧୧ା୧୧(ହର୍ଷବର୍ଦ୍ଧନ ବେହେରା): ସହରବାସୀଙ୍କ ଦାବି, ଆନ୍ଦୋଳନ ପରେ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଜଙ୍ଗଲ ଜମିରେ ଏହା…

ଗ୍ରାମୀ ଆଓ୍ବାର୍ଡ ୨୦୨୪ ପାଇଁ ମନୋନୀତ ହେଲା ମୋଦିଙ୍କ ଗୀତ

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ…

ବିଶ୍ୱରେ ପ୍ରଥମଥର ସମ୍ପୂର୍ଣ୍ଣ ଆଖିର ହେଲା ପ୍ରତ୍ୟାରୋପଣ, ୨୧ ଘଣ୍ଟା ଚାଲିଲା ସର୍ଜରୀ

ନ୍ୟୁୟର୍କ,୧୧।୧୧: ଯୁକ୍ତରାଷ୍ଟ୍ର ଆମେରିକାର ମେଡିକାଲ ସର୍ଜନମାନଙ୍କର ଏକ ଟିମ କହିଛନ୍ତି ଯେ ସେମାନେ ଏକ ବିଲକ୍ଷଣ ଚିକିତ୍ସା ପ୍ରକ୍ରିୟାରେ ସମଗ୍ର ଆଖିର ପ୍ରଥମ ପ୍ରତିରୋପଣ କରିବାରେ ସଫଳ…

ପୂର୍ବତନ ଜାତୀୟ ଫୁଟ୍‌ବଲରଙ୍କ ଦେହାନ୍ତ

ଭୁବନେଶ୍ୱର, ୧୧ା୧୧ (ବିଜୟ ରଣା): ଓଡ଼ିଶାର ପୂର୍ବତନ ଜାତୀୟ ଫୁଟ୍‌ବଲ ଖେଳାଳି ୟୁନୁସ ବେଗ୍‌ଙ୍କ ଶୁକ୍ରବାର କଟକ ସୂତାହାଟସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ବର୍ଷ…

ଆଫଗାନିସ୍ତାନର ଅଭିଯାନ ଶେଷ: ଷଷ୍ଠରେ ରହି ସନ୍ତୁଷ୍ଟ

ଅହମଦାବାଦ, ୧୧।୧୧ ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ୩ ଥର ବିପର୍ଯ୍ୟୟ ଘଟାଇ ଟିପ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହେଉଥିବା ଆଫଗାନିସ୍ତାନ ୯ ମ୍ୟାଚରୁ ୫ମ…

ଗାଜା ଆକ୍ରମଣକୁ ନେଇ ଇସ୍ରାଏଲ ଉପରେ ବର୍ଷିଲେ ମସ୍କ

ଜେରୁଜେଲମ,୧୧।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଯୁଦ୍ଧରେ ୧୦ହଜାରରୁ ଅଧିକ…