ବିବାହ ପରେ ରାଘବଙ୍କ ପ୍ରଥମ ଜନ୍ମଦିନ ପାଳିଲେ ପରିଣିତି

ମୁମ୍ବାଇ: ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ଶନିବାର ଅର୍ଥାତ୍‌ ନଭେମ୍ବର ୧୧ରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀଙ୍କ ଏହି ବିଶେଷ…

ଭାରତ ଛାଡିବା ପୂର୍ବରୁ ଖୁବ ଶପିଂ କଲେ ବାବର ଆଜମ

ନୂଆଦିଲ୍ଲୀ,୧୧।୧୧: ଭାରତ ଦ୍ୱାରା ଆୟୋଜିତ ବିଶ୍ୱକପ ୨୦୨୩ରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ଖରାପ ରହିଛି। ଯଦିଓ ପାକିସ୍ତାନ ସେମିଫାଇନାଲ ପାଇଁ ଆନୁଷ୍ଠାନିକ ଭାବେ ଦୌଡ଼ରୁ ବାହାରି…

ରାମଙ୍କ ବିନା ରହିଛି ମାଆ ସୀତାଙ୍କ ପ୍ରତିମା, ଅଯୋଧ୍ୟା ପୂର୍ବରୁ ତିଆରି ହୋଇଥିଲା ଏହି ମନ୍ଦିର

ମୁମ୍ବାଇ,୧୧।୧୧: ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ। ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ। ଜାନୁଆରୀ ୨୨ରେ…

ବିଶ୍ୱର ସବୁଠାରୁ ଲମ୍ବା ଅଭିନେତ୍ରୀ, ପାହାଡ଼ ଭଳି ଉଚ୍ଚତା!

କାଲିଫର୍ନିଆ: ଉଚ୍ଚତା କମ ଥିବା ଲୋକମାନେ ସବୁବେଳେ ଇଚ୍ଛା କରନ୍ତି ଯେ କିଛି ଚମତ୍କାର ଘଟନ୍ତାନି, ଯେ ସେମାନଙ୍କର ଉଚ୍ଚତା ରାତାରାତି ବଢି ଯାଆନ୍ତା। କିନ୍ତୁ ଆପଣ…

ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର, ୧୧।୧୧ (ବୀରେନ୍ଦ୍ର କୁମାର ଝାଙ୍କର)-ବଲାଙ୍ଗୀର ଜିଲାର ପୁଣି ଜଣେ ନକଲି ଶିକ୍ଷକ ପୋଲିସ ହାବୁଡରେ ପଡିଛନ୍ତି। ଆଗଲପୁର ବ୍ଲକ ଡୁଡୁକା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲ ଶିକ୍ଷକ…

ଆଲୋକର ପର୍ବ ଦୀପାବଳି: ରୋଜଗାର ଆଶାରେ କୁମ୍ଭକାର

ସୋନପୁର,୧୧।୧୧(ମୃତ୍ୟୁଞ୍ଜୟ ଶତପଥୀ): ଆଲୋକର ପର୍ବ ଦୀପାବଳି। ଏଥର ଦୀପାବଳିରେ ଭଲ ରୋଜଗାର ହେବ ବୋଲି ସୁବର୍ଣ୍ଣପୁର ଜିଲାର କୁମ୍ଭକାର ପରିବାର ଆଶା ବାନ୍ଧିଛନ୍ତି। ଏଥିପାଇଁ ୧ ମାସ…

୨୮ହଜାର ଲୋକରେ ଅଛନ୍ତି ଜଣେ ଡାକ୍ତର, ଦୁର୍ବିସହ ଅବସ୍ଥାରେ ବିହାରର ସ୍ବାସ୍ଥ୍ୟବିଭାଗ

ପାଟନା,୧୧।୧୧: ବିହାରରେ ସ୍ବାସ୍ଥ୍ୟବିଭାଗ ଭୁଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନାରୁ ଜଣାପଡିଛି କି, ଡାକ୍ତର ଓ…

ଧନତେରାସରେ ନୂଆ ଘର କିଣିଲେ ଅନନ୍ୟା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ…

୫ଶହ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି ଏମିତି ଜ୍ୱାଳାମୁଖୀ, ଯାଇପାରେ ଲକ୍ଷାଧିକ ଲୋକଙ୍କ ଜୀବନ

ରୋମ,୧୧।୧୧: ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା। କିନ୍ତୁ ବର୍ତ୍ତମାନ ଏହାଠାରୁ ବିପଜ୍ଜନକ ଆଗ୍ନେୟଗିରି…

ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି: ୧୩ ଓଭରରେ ୮୪ ରନ୍‌

ପୁଣେ,୧୧।୧୧: ପୁଣେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡ଼ିୟମରେ ଶନିବାର ଖେଳାଯାଉଥିବା ୨୦୨୩ ବିଶ୍ୱପକ୍‌ର ୪୩ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ…