ଜଣେ ପ୍ରକୃତ ଜନ ନେତା ଥିଲେ କର୍ପୁରୀ ଠାକୁର: ମୋଦି

ନୂଆଦିଲ୍ଲୀ,୨୪।୧: ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ଥିବା କର୍ପୁରୀ ଠାକୁରଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବ। କର୍ପୁରୀ ଠାକୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଜାନୁଆରୀ…

ବାହାର ନେତାଙ୍କୁ ବିରୋଧ, ବଦଳିପାରେ ସମୀକରଣ

ଖୋର୍ଦ୍ଧା,୨୪।୧ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଓଡ଼ିଶା ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ବେଗୁନିଆ ଓ ବୋଲଗଡ଼ ଦୁଇଟି ବ୍ଲକକୁ ନେଇ ଏହା ଗଠିତ।…

‘ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପ୍ରତି ବିପଦ’, ଶାହାଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମରେ ହୋଇଥିବା ସଂଘର୍ଷ ସମ୍ପର୍କରେ କଂଗ୍ରେସ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ…

ପରିକ୍ରମା ମାର୍ଗ ପୁନଃ ପ୍ରଦକ୍ଷିଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨୪।୧(ଅଜିତ୍‌ ମହାନ୍ତି): ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ପରିକ୍ରମା…

ଅଜ୍ଞାନ ଅନ୍ଧକାର ଦୂରକରେ ଶିକ୍ଷା

ଯେକୌଣସି ଦେଶର ବିକାଶ ଏହାର ସମୃଦ୍ଧ ମାନବ ସମ୍ବଳ ଉପରେ ହିଁ ନିର୍ଭର କରିଥାଏ। ସମୃଦ୍ଧ ମାନବ ସମ୍ବଳ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଲେଖିବା, ପଢ଼ିବା ଜାଣିଲେ…

ମଶାଣିରୁ ଯୁବକଙ୍କ ମୃତଦେହ ଉଠାଇନେଲା ପୋଲିସ

କଣ୍ଟାବାଞ୍ଜି,୨୩ା୧(ଗୁରୁ ଦୟାଲ ହଂସ): ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ସତ୍କାର ପାଇଁ ମଶାଣିକୁ ନେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ଘଟଣା ଚର୍ଚ୍ଚାର…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବିଜୟ

ଓ୍ବାଶିଂଟନ,୨୪।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁ ହାମ୍ପସାୟାରର ପ୍ରାଥମିକ (GOP Primary)ରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଭାବରେ ଟ୍ରମ୍ପ…

ଇଂଲଣ୍ଡଙ୍କୁ ବଡ଼ ଝଟକା: ପାକିସ୍ତାନ ବଂଶୋଭବ ଶୋଏବ ବଶୀର ଖେଳିପାରିବେନି ପ୍ରଥମ ଟେଷ୍ଟ

ଲଣ୍ଡନ,୨୪।୧: ଜାନୁଆରୀ ୨୫ରୁ ଭାରତ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ଉଦଘାଟନୀ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳକୁ ବଡ଼ ଝଟକା ଲାଗିଛି। ପାକିସ୍ତାନ ବଂଶୋଭବ ସ୍ପିନର ଶୋଏବ…

ସଫଳତାର ମୂଳମନ୍ତ୍ର କଠିନ ପରିଶ୍ରମ: ପାଣ୍ଡିଆନ

ପାରଳାଖେମୁଣ୍ଡି/ଆର.ଉଦୟଗିରି,୨୪।୧(ଗିରିଧାରୀ ପରିଛା/ମନୋଜ ପାଢ଼ୀ): ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଦିନିକିଆ ଗଜପତି ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଯୁବପିଢିଙ୍କ…

ଇତିହାସ ରଚିଲେ ୪୪ ବର୍ଷୀୟ ରୋହନ ବୋପାନ୍ନା

ସିଡନୀ,୨୪।୧: ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା ଇତିହାସ ସୃଷ୍ଟି କରିଛନ୍ତି। ରୋହନ ବୋପାନ୍ନା ଏବଂ ମ୍ୟାଟ ଏବଡେନ ଅଷ୍ଟ୍ରେଲିୟ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୪୪…