ବିଗ୍‌ ବସ୍‌ରୁ ବାହାରୁ ବାହାରୁ ଏହି ଅଭିନେତ୍ରୀଙ୍କ ସହ ପାର୍ଟି କରି ଚର୍ଚ୍ଚାରେ ବିକ୍କି

ବମ୍ବେ: ବିଗ୍‌ବସ୍‌ ୧୭ ଫାଇନାଲ ପୂର୍ବରୁ ଶୋ’ରୁ ବିଦା ହୋଇଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଏବେ ସେ ଘରୁ ବାହାରେ ଥିବା ବେଳେ…

ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ…

ପାଟନା,୨୭।୧ : ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ.ସି .ତ୍ୟାଗୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ…

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ବିଶିଷ୍ଟ ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।…

ଚିରଞ୍ଜିବୀଙ୍କୁ ମିଳିଲା ‘ପଦ୍ମ ବିଭୂଷଣ’, ଖୁସିରେ ଝୁମିଲେ ଆଲ୍ଲୁ ଅର୍ଜୁନ-ରାଜାମୌଲୀ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ମେଗାଷ୍ଟାର ଚିରଞ୍ଜିବୀଙ୍କୁ କିଏ ବା ନଜାଣେ। ସେ ୧୫୦ରୁ ଅଧିକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ହିନ୍ଦୀ, ମାଲାୟାଲମ, କନ୍ନଡ଼…

ଇଣ୍ଡିଆ ଛାଡି ସବୁ ସହଯୋଗୀ ଗଲେଣି, ଆଉ ନାହିଁ ମେଣ୍ଟ: ଭାଜପା…

କୋଲକାତା,୨୭।୧ : ଭାଜପା ଏମପି ଦିଲୀପ ଘୋଷ ଶନିବାର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣାକୁ…

ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍‌ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ…

ରାଜ୍ୟର ସମସ୍ତ ପୌରାଞ୍ଚଳରେ ଆୟୋଜନ କରାଯିବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର…

କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ୍ ଜିତିଲେ ଆରିନା ସାବାଲେଙ୍କା

ନୂଆଦିଲ୍ଲୀ,୨୭।୧: ବେଲାଋଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍‌ ଓପନ ୨୦୨୪ ମହିଳା ଏକକ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାବାଲେଙ୍କା ଚୀନ୍‌ର ଜେଙ୍ଗ…

କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଦିଆଗଲା Z+ ସୁରକ୍ଷା

ଥିରୁଭାନନ୍ତପୁରମ୍‌,୨୭।୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ମିଳିଛି ଜେଡ୍‌ ପ୍ଲସ୍‌ ସୁରକ୍ଷା। କୋଲାମ ଜିଲାରେ ଏସ୍‌ଏଫ୍‌ଆଇ(ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ)ର କଳାପତାକା ପ୍ରଦର୍ଶନକୁ ନେଇ ସେ…

କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ଶର୍ଟ: ଦାମ ରହିଛି…

ନୂଆଦିଲ୍ଲୀ,୨୭।୧ : କଂଗ୍ରେସ ଶନିବାର କହିଛ ୨୦୨୪ଲୋକସଭା ନିର୍ବାଚନ ପୂର୍ବର କ୍ରାଉଡ ଫଣ୍ଡ ଅଭିଯାନ ମାଧ୍ୟମରେ ୨୦କୋଟି ଟଙ୍କା ମାର୍କ ଅତିକ୍ରମ କରିବାକୁ ଆଶା ରଖାଯାଇଛି। କଂଗ୍ରେସ…