ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡ଼ିଲା

ପଟ୍ଟାମୁଣ୍ଡାଇ,୨ା୨(କଳ୍ପତରୁ ନାୟକ): କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଷର ଶିକାର ହେଉଛନ୍ତି। ପଟ୍ଟାମୁଣ୍ଡାଇ କେନାଲ…

ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ: ପରିବର୍ତ୍ତନ ନ ହେଲେ ପରିସ୍ଥିତି ବଦଳିପାରେ

କାମାକ୍ଷାନଗର, ୨।୨ (ଅମଜାଦ ଖାନ୍‌) ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତ, ପରଜଙ୍ଗ ବ୍ଲକର ୨୯ ସହିତ କାମାକ୍ଷାନଗର ବ୍ଲକର ୬…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ବାଟବଣା

କାଏମା,୨ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେତେଜଣ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ପାଇଁ ସେବା ବାଟବଣା ହେଉଛି। ଫଳରେ ରୋଗୀ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ…

କଂଗ୍ରେସ ଟିକେଟ ପାଇଁ ଅନ୍‌ଲାଇନ ଆବେଦନ: ଅଜୟ କୁମାର

ଭୁବନେଶ୍ୱର, ୨।୨(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ପାଇବାକୁ ହେଲେ ଆଉ ଲବି କାମ ଦେବନାହିଁ। ଯେଉଁମାନେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଚାହିଁବେ…

ଅବହେଳିତ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ବ୍ରହ୍ମବରଦା,୨ା୨(ଯଯାତି କେଶରୀ ବେହେରା): ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅବହେଳିତ ଅବସ୍ଥାରେ ରହିଛି। ଏଠାରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଜନବସତି ରହିଛି। ଅଞ୍ଚଳର ୫ରୁ୬ ପଞ୍ଚାୟତର ଲୋକେ ଏହି…

ସରୁନି ଷଠିପୁର ୪ ଥାକିଆ ରାସ୍ତା

ଯାଜପୁର,୨ା୨(ହର୍ଷବର୍ଦ୍ଧନ ବେହେରା): ଜିଲା ଗଠନ ହେବା ପରେ ଲୋକଙ୍କ ଜୀବନଧାରଣ ମାନରେ ଯେତେ ଉନ୍ନତି ହେବା କଥା ତାହା ନୈରାଶ୍ୟଜନକ ହୋଇଛି। ଯେଉଁ ଅଞ୍ଚଳର ଗମନାଗମନ ଯେତେ…

ଆଜି ଶପଥ ନେବେ ଚମ୍ପାଇ

ରାଞ୍ଚି, ୨।୨ ଶୁକ୍ରବାର ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ବିଧାୟକ ଦଳ ନେତା ଚମ୍ପାଇ ସୋରେନ। ରାଜ୍ୟପାଳ ସି.…

୭ ଭାଷାରେ ନିର୍ମାଣ ହେବ ଜୟ ମା’ ସମଲେଇ ସିନେମା

ସମ୍ବଲପୁର,୨ା୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମହିମା ସାରା ଦେଶରେ ପ୍ରଚାର କରିବା ପାଇଁ ଜୟ ମା’ ସମଲେଇ ନାମରେ ୭ଟି ଭାଷାରେ…

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୨ା୨(ଅସମାପିକା ସାହୁ): ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବୁଧବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗୃହ ବିଭାଗ…

ରାଜେଶ ପ୍ରଭାକର ପାଟିଲ ସମବାୟ ସଚିବ

ଭୁବନେଶ୍ୱର,୨ା୨(ଅନିଲ ଦାସ): ଆନ୍ତଃରାଜ୍ୟ ଡେପୁଟେଶନରୁ ଫେରିବା ପରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ରାଜ୍ୟ ସମବାୟ ସଚିବ ଭାବେ ନିଯୁକ୍ତି ମିଳିଛି। ସେ…