ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ

ନୂଆଦିଲ୍ଲୀ,୨୪।୧୧: ଗତ ୧୩ ଦିନ ଧରି ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି। ଶୁକ୍ରବାର ସେ ପୁଣିଥରେ ଉତ୍ତରାଖଣ୍ଡ…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ଶୁକ୍ରବାର ଏକ ୧୩ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଚତୁର୍ଭୁଜ ପାତ୍ର (୨୫)ଙ୍କୁ…

ବ୍ରାହ୍ମଣ ଛାତ୍ରୀଙ୍କୁ ଜବରଦସ୍ତ ଅଣ୍ଡା ଖୁଆଇଲେ ଶିକ୍ଷକ, ଅସୁସ୍ଥ ହେଲେ ନାବାଳିକା…

ବେଙ୍ଗାଲୁରୁ,୨୪।୧୧ :କର୍ନାଟକର ଶିମୋଗା ଜିଲାର ଜଣେ ଶିକ୍ଷକଙ୍କ ବେଆଇନ କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ସରକାରୀ ବିଦ୍ୟାଳୟର ଶିକ୍ଷକ ଜଣେ ବ୍ରାହ୍ମଣ ନାବାଳିକା ଛାତ୍ରୀଙ୍କୁ ଜବରଦସ୍ତ ଅଣ୍ଡା…

ଗୋଟିଏ ହାତରେ ସିଗାରେଟ, ଅନ୍ୟ ହାତରେ ବନ୍ଧୁକ ଧରି ଡ୍ୟାନ୍ସ କରୁଥିଲେ ଯୁବକ: ଅଚାନକ ଶୁଣିଲେ ଗୁଳି ଶବ୍ଦ ଆଉ ତା’ପରେ…ଦେଖନ୍ତୁ ଭିଡିଓ

ଷ୍ଟଣ୍ଟ ଭିଡିଓଗୁଡ଼ିକ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ। କିନ୍ତୁ ଅନେକ ଥର ଏହିପରି ଷ୍ଟଣ୍ଟ ଦୁର୍ଘଟଣାର କାରଣ ହୋଇଯାଏ। ଏଭଳି ଷ୍ଟଣ୍ଟ ଯୋଗୁ ଲୋକମାନେ ମଧ୍ୟ…

ମମତା ସରକାରଙ୍କୁ ବଡ ଝଟକା: ଭାଜପା ରାଲିକୁ ମଞ୍ଜୁରୀ ଦେଲେ ହାଇକୋର୍ଟ…

କୋଲକାତା,୨୪।୧୧ : କଲିକତା ହାଇକୋର୍ଟ ଏହାର ଏକକ ଜଜ ବେଞ୍ଚର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ କୋଲକାତାରେ ଭାଜପାକୁ ଏକ ବଡ ରାଲି କରିବାକୁ ଅନୁମତି ଦେଇଛନ୍ତି।…

ଅଜବ ବିମାନ: ୯ ପଙ୍ଖା, ୮ ଇଞ୍ଜିନ

ଦୁନିଆର ସବୁଠାରୁ ଅଜବ ବିମାନ। ଏହାକୁ ଏପରି ଭାବରେ ଡିଜାଇନ କରାଯାଇଥିଲା ଯେ, ଏହା ଆଟ୍‌ଲାଣ୍ଟିକ ଦେଇ ୧୦୦ ଲୋକଙ୍କୁ ନେଇପାରିବ ଏବଂ ଆବଶ୍ୟକ ସ୍ଥଳେ ପାଣି…

ଜଣଙ୍କୁ ଧରି ଜବରଦସ୍ତ ବିବାହ କରିବା ବେଆଇନ: ହାଇକୋର୍ଟ…

ପଟନା,୨୪।୧୧ : ପାଟନା ହାଇକୋର୍ଟ ପକଡୋଆ ବିବାହକୁ ବେଆଇନ ଘୋଷଣା କରିଛନ୍ତି। ଏଭଳି ଜବରଦସ୍ତ ବିବାହ ଆଇନ ଅନୁସାରେ ମାନ୍ୟ ହେବ ନାହିଁ। ବନ୍ଧୁକ ମୁନରେ ଏଭଳି…

ବାଥ୍‌ରୁମ୍‌ରେ ଟଳିପଡିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା

ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କର ହୃଦ୍‌ଘାତରେ ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ପରିବାର ସୂତ୍ର ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ…

ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲକୁ ବିଚାରାଧୀନରଖି ପାରିବେ ନାହିଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୪।୧୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ ତାଙ୍କ କୌଣସି ବିଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଚାରାଧୀନ ରହିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟପାଳଙ୍କର…

ହମାସ୍‌ କବ୍ଜାରେ ଅଛନ୍ତି ୯ ବର୍ଷର ଝିଅ: ମୁକ୍ତ ପାଇଁ ଆକୁଳ ନିବେଦନ କଲେ ବାପା

ଜେରୁଜେଲମ୍‌,୨୪।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅନେକ ବନ୍ଧକଙ୍କୁ ମୁକ୍ତ କରାଯିବ। ହମାସ୍‌ କବ୍ଜାରେ ଜଣେ ୯ ବର୍ଷର ଝିଅ ଏମିଲି ହ୍ୟାଣ୍ଡ ଅଛନ୍ତି। ଝିଅ ମୁକ୍ତ ପାଇଁ…