ସୌନ୍ଦର୍ଯ୍ୟ ହରାଇଛି ରାସ୍ତାକଡ଼ ଷ୍ଟାଚ୍ୟୁ

ରାଉରକେଲା,୨୯।୧୨(ଦିନେଶ ମିଶ୍ର): ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହି କ୍ରମରେ ରିଂରୋଡ୍‌ରେ ଆଲୋକୀକରଣ ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ…

ନୀନା ସିଂ ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ମୁଖ୍ୟ

ନୂଆଦିଲ୍ଲୀ,୨୯ା୧୨: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ମୁଖ୍ୟ ଭାବେ ନୀନା ସିଂଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୮୯ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇପିଏସ୍‌ ଅଫିସର…

ଭିତ୍ତିଭୂମି ସୁଦୃଢ଼, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲର ଡାକ୍ତର ପଦବୀ ଇତିମଧ୍ୟରେ ରାଜ୍ୟ ସରକାର ବୃଦ୍ଧି କରିଥିବା ଯୋଗୁଁ ତାହା ୩୮ ରେ ପହଞ୍ଚିଛି। କିନ୍ତୁ…

ପେଟ ପାଇଁ ନଦୀ ବାଲି ଭରସା

ମହାକାଳପଡ଼ା,୨୯ା୧୨( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ମଧ୍ୟରୁ ବାଲି ଉତ୍ତୋଳନ କରି ବେଆଇନ ଭାବେ…

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାର ବଢିଲା ସମସ୍ୟା: ଅଧିନାୟକ ପଡ଼ିଲେ ବାଦ୍‌

ସେଞ୍ଚୁରିଅନ୍‌,୨୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେଞ୍ଚୁରିଅନରେ…

ବାର୍ଡ ଫ୍ଲୁ ପାଇଁ ନମୁନା ସଂଗ୍ରହ ହେଉଛି

କେନ୍ଦ୍ରାପଡ଼ା,୨୯ା୧୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗରସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକାରେ ବହିରାଗତ ପକ୍ଷୀଙ୍କ ସମାବେଶ ହୋଇଛି। ଆସନ୍ତା ୬ ତାରିଖଠାରୁ ଏହି ବିଦେଶୀ ପକ୍ଷୀଙ୍କ ଗଣନା…

ଅଲୋଡ଼ା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ

ମହାକାଳପଡ଼ା,୨୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଦେଇ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଯାଇଛି। ଏହି କେନାଲରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ବିଦେଶରୁ ଖାଦ୍ୟ ଶସ୍ୟ…

ଘରୋଇକରଣ ନାଁରେ ଦାୟିତ୍ୱହୀନତା

ଯାଜପୁର/ଯାଜପୁରରୋଡ,(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି),୨୯ା୧୨ : ଘରୋଇକରଣ ବ୍ୟାସନଗର ମ୍ୟୁନିସିପାଲିଟିକୁ ଦାୟିତ୍ୱରୁ ଖସିବା ସୁଯୋଗ ଦେଇଛି । ସହରର ୨୬ଟି ୱାର୍ଡର ପରିମଳ ଦାୟିତ୍ୱର ଘରୋଇକରଣ କରି…

ଶୋଚନୀୟ ପରାଜୟ ପରେ ଭାରତକୁ ଲାଗିଲା ବଡ଼ ଝଟ୍‌କା

ସେଞ୍ଚୁରିଅନ୍‌,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆକୁ ଗୋଟିଏ ଇନିଂସ…

ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି

ଭୁବନେଶ୍ୱର,୨୯ା୧୨: ଟ୍ବିନ୍‌ ସିଟି ଅର୍ଥାତ୍‌ କଟକ-ଭୁବନେଶ୍ୱରରେ ଶୁକ୍ରବାର ଘନ କୁହୁଡ଼ି ଦେଖାଦେଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୫୦ ମିଟର ଦୂରତାରେ ବି ମୁହଁକୁ ମୁହଁ ଦିଶୁନି।…