ବିଜେଡି-ଭାଜପା ମେଣ୍ଟକୁ ନେଇ ଏମିତି କହିଲେ ଅରୁଣ ସାହୁ

ଭୁବନେଶ୍ୱର,୬।୩ : ନବୀନ ନିବାସରେ ଆଜି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଆଲୋଚନା ହୋଇଛି। ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ…

ଓଡ଼ିଶାର ସ୍ବାର୍ଥ ଦୃଷ୍ଟି ରଖି ନିଆଯିବ ନିଷ୍ପତ୍ତି: ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ୱର,୬।୩: ନବୀନ ନିବାସରେ ଦଳର ଅନେକ ବରିଷ୍ଠ ନେତାଙ୍କୁ ନେଇ ବସିଥିବା ବୈଠକ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର।…

ସିବିଆଇକୁ ମିଳିଲା ଶାଜହାନ ଶେଖ୍‌ଙ୍କ କଷ୍ଟଡି

କୋଲକାତା,୫।୩ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆଦିବାସୀ ମହିଳାଙ୍କୁ ଯୌନ ନିର୍ଯାତନା, ଜମି ହଡ଼ପ ଏବଂ ଜବରଦସ୍ତ ଚାନ୍ଦା ଆଦାୟ ମାମଲାରେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବାହୁବଳୀ…

ରାହୁଲଙ୍କୁ ସତର୍କବାଣୀ ଶୁଣାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୬।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନିର୍ବାଚନ ଆୟୋଗ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭବିଷ୍ୟତରେ ସାଧାରଣ ସଭାରେ ଦେଉଥିବା ବିବୃତ୍ତି ଉପରେ ସତର୍କ…

ଚେତା ହରାଉଥିବା ସତ୍ତ୍ୱେ ଅଶ୍ୱିନଙ୍କୁ ମା’ ପଚାରିଥିଲେ ଗୋଟିଏ ପ୍ରଶ୍ନ, ମନେ ପକାଇଲେ…

ଧର୍ମଶାଳା,୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଗୁରୁବାରଠାରୁ ଟେଷ୍ଟ ସିରିଜର ୫ମ ତଥା ଅନ୍ତିମ ମୁକାବିଲା ଆରମ୍ଭ ହେବ। ଏହି ମ୍ୟାଚ୍‌ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ହେବ। କାରଣ…

୧୪ ପ୍ରକଳ୍ପ ପାଇଁ ସୋରଡ଼ା ବ୍ଲକକୁ ପ୍ରଥମଥର ଆସିଲା ୪୧ ଲକ୍ଷ ୬୦ ହଜାର ଟଙ୍କା

ସୋରଡ଼ା,୬ା୩(ଲମ୍ବୋଦର ପାଣିଗ୍ରାହୀ): ଆଦିବାସୀ ବହୁଳ ସୋରଡ଼ା ବ୍ଲକ୍‌କୁ ୨୦୨୩ /୨୪ ଆର୍ଥିକ ବର୍ଷରେ ୧୪ଟି ପ୍ରକଳ୍ପ ପାଇଁ ୪୧ ଲକ୍ଷ ୬୦ ହଜାର ଓ ପାତ୍ରପୁର ବ୍ଲକକୁ…

ପ୍ରଥମଥର କ୍ଲାସକୁ ପଢାଇବାକୁ ଆସିଲେ ଏଆଇ ଶିକ୍ଷୟିତ୍ରୀ

ଥିରୁଭାନନ୍ତପୁରମ,୬।୩: କେରଳର ଥିରୁଭାନନ୍ତପୁରମର ଏକ କ୍ଲାସ୍‌ରେ ପ୍ରଥମଥର ଏଆଇ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି।…

ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍‌ଆଇଏ, ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା

ବାଙ୍ଗାଲୋର,୬।୩: କର୍ନାଟକ ରାଜଧାନୀର ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଆକ୍ରମଣକାରୀଙ୍କ ସୂଚନା ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏପରିକି ସୂଚନା ଦେଉଥିବା…

ମୋରଡ଼ା ପଞ୍ଚାୟତ ସମିତି ଅଧିବେଶନରେ ତୁମ୍ବିତୋଫାନ

ମୋରଡ଼ା,୬ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ  ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ବ୍ଲକ…

ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ

ନୂଆଦିଲ୍ଲୀ,୬ା୩: ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏକ ସଫଳ ଅସ୍ତ୍ରାପଚାର ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି।…