ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

ଟେନସା,୯।୩(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜଲା କୋଇଡ଼ା ରେଞ୍ଜ ଅଧୀନ କାଳଟା ପଞ୍ଚାୟତ ଅନ୍ତର୍ଗତ ଗାଁରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ…

ଆଜି କାଶୀରେ ସବୁଠାରୁ ବଡ ରୋଡ ଶୋ’ କରିବେ ମୋଦି, ୨୮ କିଲୋମିଟର ପର୍ଯ୍ୟନ୍ତ ହେବ ପୁଷ୍ପବର୍ଷା

ବାରାଣସୀ,୯।୩: ଲଗାତାର ତୃତୀୟ ଥର ପାଇଁ ବାରାଣସୀ ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍‌ ଶନିବାର ସବୁଠାରୁ ବଡ ରୋଡ…

କିଏ କେତେ ଆସନରେ ଲଢିବ, ହେଉନି ସହମତି, ୨ ଦିନ ମଧ୍ୟରେ ହେବ ସ୍ପଷ୍ଟ

ଭୁବନେଶ୍ୱର,୯।୩: ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍‌ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ ଆସନ ପାଇବ।…

ସରି! କ୍ଷମା ମାଗିଲେ ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୩: ଗତ ବର୍ଷ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କ୍ଷମତାକୁ ଆସିବା ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବା ପରେ ଶୁକ୍ରବାର (ମାର୍ଚ୍ଚ…

ନିଆଁ ଲିଭାଉଥିବା ବେଳେ ଜିୟନ୍ତା ଜଳିଗଲେ ବୃଦ୍ଧ

ପାଟଣା,୯।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଘଟଣ ଘଟିଛି। ବିଲରେ ନିଆଁ ଲିଭାଉଥିବା ବେଳେ ଜଣେ ୭୦ବର୍ଷୀୟ ବୃଦ୍ଧ…

ଶ୍ରୀମନ୍ଦିରରୁ ଖସିଲା ପଥର

ପୁରୀ,୯।୩: ବଡଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ଶନିବାର ଭୋରରୁ ଏକ ପଥର ଖସିଛି। ଯାହାର ଓଜନ ପ୍ରାୟ ଏକ କେଜିରୁ ଅଧିକ ହେବ। ତେବେ ପଥରଟିକୁ…

ଏହି ଭାରତୀୟ ଖେଳାଳିଙ୍କୁ କାହିଁକି ‘ଭୋକିଲା ସିଂହ’ ବୋଲି କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଧର୍ମଶାଳାରେ ଖେଳାଯାଉଛି। ଏହି ପ୍ରତିଯୋଗିତାରେ ଭାରତୀୟ ବ୍ୟାଟର୍‌ ଅତ୍ୟନ୍ତ…

କଂଗ୍ରେସ ଆଉ ଏକ ବଡ ଝଟକା, ଏହି ବରିଷ୍ଠ ନେତା ଭାଜପାରେ ହେବେ ସାମିଲ

ଭୋପାଳ,୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ଆଉ ଏକ ବଡ଼ ଝଟକା ସାମ୍ନା କରିବାକୁ ଯାଉଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସର…

ମୋଦିଙ୍କ ଭିନ୍ନ ଷ୍ଟାଇଲ, ହାତୀ ପିଠିରେ ବସି ବୁଲିଲେ କାଜିରଙ୍ଗା ନ୍ୟାଶନାଲ ପାର୍କ

ଗୁଆହାଟୀ,୯।୩: ମାର୍ଚ୍ଚ ୮ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ୧୮ ହଜାର କୋଟି ଟଙ୍କା ମୂଲ୍ୟର…

ମାତାପିତାଙ୍କ ପାଦରେ ଫୁଲ ଚଢାଇଲେ ଓମ ପ୍ରକାଶ ରାଜଭର

ନୂଆଦିଲ୍ଲୀ,୯।୩: ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ହେବା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭାର ଆଜିକାଲି ଖବରରେ ଅଛନ୍ତି। ନିକଟରେ ସେ ତାଙ୍କ…