ୟୁସିସିକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ: ଖୁସିରେ ଗଦ୍‌ଗଦ୍‌ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଉତ୍ତରାଖଣ୍ଡର ନାଗରିକତ୍ୱ ସଂଶୋଧନ ଆଇନ (ୟୁସିସି) ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏବେ ଏହା ଆଇନରେ ପରିଣତ ହୋଇଛି। ୟୁସିସି ବିଲରେ ରାଷ୍ଟ୍ରପତିଙ୍କ ଅନୁମୋଦନ…

ବାଇକ୍‌ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ୍‌, ଜଣଙ୍କ ଜୀବନ ଗଲା, ଗୁରୁତର

ଆନନ୍ଦପୁର,୧୩ା୩(ସୁଶାନ୍ତ କୁମାର ସାହୁ): ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ନାତୁଣୀ

ଭୁବନେଶ୍ୱର,୧୩ା୩(ଅସମାପିକା ସାହୁ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ…

ରୋହିତ ଶର୍ମାଙ୍କୁ ଲାଭ, କୋହଲିଙ୍କୁ କ୍ଷତି

ନୂଆଦିଲ୍ଲୀ,୧୩,୩: ଆଇସିସି ବୁଧବାର ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଧର୍ମଶାଳାରେ ଶତକ ହାସଲ କରିଥିବା ରୋହିତ ଶର୍ମା ଏବଂ ଶୁଭମନ ଗିଲ ମଧ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ…

ବିଶ୍ୱର ନମ୍ବର ୧ ବୋଲର ହେଲେ ଅଶ୍ୱିନ

ନୂଆଦିଲ୍ଲୀ,୧୩,୩: ଆଇସିସି ବୁଧବାର ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଭାରତର ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷ ୧୦୦ତମ ଟେଷ୍ଟରେ…

୨ ଥାନା, ଏସ୍‌ଡିପିଓ, ଫାଣ୍ଡିର ନୂତନ କୋଠା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୩ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ହିଞ୍ଜିଳି ଥାନା, ପୁରୁଷୋତ୍ତମପୁର ଏସ୍‌ଡିପିଓ ଓ ବାଲିପଦର ଆଉଟ୍‌ପୋଷ୍ଟ ନୂତନ ବିଲ୍ଡିଂ ଉଦ୍‌ଘାଟିତ ହୋଇଛି।…

୫ ବର୍ଷରେ କିଣା ଯାଇଛି ୨୨,୨୧୭ ନିର୍ବାଚନୀ ବଣ୍ଡ, ବ୍ୟବହାର ହୋଇଛି ୨୨,୦୩୦

ନୂଆଦିଲ୍ଲୀ,୧୩।୩: ନିର୍ବାଚନ ବଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ଏକ ଆଫିଡେଭିଟ୍ ଦାଖଲ କରି ସୂଚନା ଦେଇଛି ଯେ…

ଶକ୍ତି ପରୀକ୍ଷାରେ ପାସ୍‌ ହେଲେ ସୈନି ସରକାର

ଚଣ୍ଡିଗଡ,୧୩।୩: ହରିୟାଣାର ନୟାବ ସିଂ ସାଇନି ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ବୁଧବାର ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଧ୍ୱନିମତ ଦ୍ୱାରା ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ…

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଲେ ସରକାର

ଭୁବନେଶ୍ୱର,୧୩ା୩(ଅସମାପିକା ସାହୁ): ରାଜ୍ୟ ସରକାର ବୁଧବାର କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି। ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକ…

ଅକାଳରେ ଝଡ଼ିଗଲେ ଦୁଇ ଭଉଣୀ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧିନସ୍ଥ ପୁରନ୍ଦରପୁର ଗାଁରେ ଦୁଇ ଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଟଙ୍କଧର ମହାରଣାଙ୍କର ମୃତ ଦୁଇ…