ଲମ୍ବା କେଶ, ପୂର୍ବରୁ ଅଧିକ ଫିଟ୍‌; ପୁଣିଥରେ ଟାଇଟଲ ଜିତିବା ଲକ୍ଷ୍ୟରେ ଚେନ୍ନାଇ ହିରୋ ଏମ୍‌ଏସ୍‌ ଧୋନୀ !

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୩ରେ ଚାମ୍ପିଅନ୍‌ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)। ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ନିଜର କ୍ଷମତା ଦେଖାଇଥିଲେ। ଏହି ସିଜନ ପରେ…

ଗ୍ରୀଲ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ନିରାକାରପୁର,୧୩ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ରାତିରେ ସମସ୍ତେ ଘରେ ଶୋଇଥିବା ସମୟରେ ଗ୍ରୀଲ୍‌ ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ସମେତ ସୁନା ଅଳଙ୍କାର ଲୁଟ୍‌ କରି ନେଇଥିବା…

PM Suraj Portal ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଏଥିରୁ କ’ଣ ମିଳିବ ଲାଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌ ସୁରଜ ପୋର୍ଟାଲ ଲଞ୍ଚ କରିଛନ୍ତି। ତେବେ ଜନସାଧାରଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ପୋର୍ଟାଲ କ’ଣ ଏବଂ ଏହାର…

ଅନୁଭବଙ୍କ ଘରେ ବ୍ୟାଙ୍କ ଚଢ଼ାଉ

କଟକ,୧୩ା୩(କାର୍ତ୍ତିକ ସାହୁ): କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ପକ୍ଷରୁ ଏମ୍‌ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି। ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ…

ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ: ଅନେକ ଷ୍ଟାଲୱାର୍ଟଙ୍କ ନାମ ସାମିଲ

ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ନିତିନ…

ଅଲିଭ୍‌ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ କଟକଣା

ଭୁବନେଶ୍ୱର,୧୩।୩: ଅଲିଭ୍‌ ରିଡଲେଙ୍କ ପ୍ରଜନନ ଚାଲିଥିବା ସମୟରେ ଭିଡ଼ କମ୍ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇବା ପାଇଁ ଅଲିଭ୍ ରିଡଲେ ଅଣ୍ଡା ଦାନ କରୁଥିବା…

ସମଗ୍ର ଦେଶବାସୀ ମୋ ପରିବାର: ମୋଦି

ନୂଆଦିଲ୍ଲୀ,୧୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ସାମାଜିକ ଉନ୍ନତି ଏବଂ ନିଯୁକ୍ତି ଭିତ୍ତିକ ଜନ କଲ୍ୟାଣ (ପିଏମ୍‌-ସୁରଜ) ଜାତୀୟ ପୋର୍ଟାଲ ଲଞ୍ଚ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ…

ଝୁଲନ୍ତା ଅବସ୍ଥାରେ ଆମ୍ବଗଛରୁ ମିଳିଲା ନାବାଳକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଗୁଡ଼ା,୧୩ା୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ବର୍ଷର ନାବାଳକଙ୍କର ସନ୍ଦେହଜନକ…

ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ବଡ଼ ବୟାନ ଦେଇଛନ୍ତି। କେଜ୍‌ରିୱାଲ କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ…

ଏସ୍‌ଡିପିଓ କାର୍ଯ୍ୟାଳୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୧୩ା୩(ସିମାଞ୍ଚଳ ମିଶ୍ର): ଓଡ଼ିଶାର ଏକମାତ୍ର ଏସ୍‌ଡିପିଓ ଅଫିସ ଭାବେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ କାର୍ଯ୍ୟାଳୟ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବୁଧବାର…