୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାସୁଦେବପୁର,୭।୧(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର- ଜାମୁଝାଡ଼ି ରାସ୍ତାର ମଖଲପୁର ଛକଠାରେ ୨ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ନିଜକୁ ଦୂରେଇ ରଖିଲେ ସରକାର, କହିଲେ ଏହା ବ୍ୟକ୍ତିଗତ

ମାଲେ,୭।୧: ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରର ଜଣେ ମନ୍ତ୍ରୀ ମରିୟମ ଶିଉନା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତ ସରକାର…

କୁକୁରର ଜୀବନ ବଞ୍ଚାଇବା ପାଇଁ କୋକିଶିଆଳି ସହ ଲଢିଲା ବିଲେଇ..ଶେଷରେ, ଦେଖନ୍ତୁ ଭିଡିଓ

ପ୍ରତିଦିନ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହଏ। ଏଥିରେ ଅନେକ ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଆମେରିକାର ଏଭଳି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ…

ପାସଓ୍ବାର୍ଡ ବିନା ବି ଆପଣଙ୍କ ଗୁଗୁଲ ଆକାଉଣ୍ଟ ବ୍ୟବହାର କରିପାରିବେ ହ୍ୟାକର

ନୂଆଦିଲ୍ଲୀ,୭।୧: ମୋବାଇଲ, ଟିଭି, କମ୍ପ୍ୟୁଟର ଏବଂ ଇଣ୍ଟରନେଟର ଏହି ଦୁନିଆରେ ଲୋକଙ୍କ ପାଇଁ ଯେତିକି ସୁବିଧା ବଢିଛି, ଅସୁବିଧା ମଧ୍ୟ ସେତିକି ବଢିଛି। ଅନଲାଇନ ବ୍ୟବହାରକାରୀଙ୍କ ସବୁଠାରୁ…

କମିଶନରେଟ୍‌ ପୋଲିସର ଅଭିନବ ପ୍ରୟାସ, ରାଜଧାନୀର କାନ୍ଥବାଡ଼ରେ ଲାଗିଲା ମୋଷ୍ଟ ଓ୍ବାଣ୍ଟେଡ ପୋଷ୍ଟର

ଭୁବନେଶ୍ୱର,୭ା୧: ଚୋରଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ରାଜଧାନୀର କାନ୍ଥବାଡ଼ରେ ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର ମାରିଛି। ଚୋର ଧରାଇବାରେ…

ଆବଶ୍ୟକ ପଡିଲେ କଳ୍ପନା ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ହେମନ୍ତ ସୋରେନ ଭଉଣୀଙ୍କ ବଡ ବୟାନ

ରାଞ୍ଚି,୭।୧: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡି ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। ନିକଟରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।…

ଭାଇରାଲ ହେଉଛି ଦୀପିକାଙ୍କ ଜନ୍ମଦିନର ଫଟୋ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଗତ ୫ ତାରିଖରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ରବିବାର ସେ ତାଙ୍କର ସେଲିବ୍ରେଶନ ଫଟୋ ସୋସିଆଲ…

ବୟକଟ ମାଲଦ୍ୱୀପ ଟ୍ରେଣ୍ଡ ଭିତରେ ଲାକ୍ଷାଦ୍ୱୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୪ରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ଆରିପେଲାଗୋ ଏବଂ ସ୍ନୋର୍କେଲିଂରେ ସମୟ ଅତିବାହିତ କରୁଥିବା ଫଟୋ ଶେୟାର କରିଥିଲେ। ଏହି ଫଟୋଗୁଡ଼ିକ…

ମୋଦିଙ୍କ ପ୍ରଶଂସାରେ ଶତମୁଖ ସଲମାନ ଖାନ୍‌

ନୂଆଦିଲ୍ଲୀ,୭।୧: ଜାନୁଆରୀ ୪ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଲାକ୍ଷାଦ୍ୱୀପ ଗସ୍ତର କିଛି ଫଟୋ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ଫଟୋ ସହିତ କ୍ୟାପସନରେ ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ…

ଅନ୍ଧାରରେ ଟେଷ୍ଟ କ୍ରିକେଟର ଭବିଷ୍ୟତ, ଦିନିକିଆ ଉପରେ ଝୁଲୁଛି ଖଣ୍ଡା: ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୭।୧: ଟେଷ୍ଟ କ୍ରିକେଟର ଭବିଷ୍ୟତ ଉପରେ କ୍ରମାଗତ ଭାବରେ ପ୍ରଶ୍ନ ଉଠିଛି, କିନ୍ତୁ ଦିନିକିଆ ଫର୍ମାଟ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଟେଷ୍ଟ ଫର୍ମାଟରେ ପ୍ରଶଂସକଙ୍କ ଆଗ୍ରହ…