ଗ୍ରୀଷ୍ମ ଋତୁରେ ଡାକ୍ତରଖାନା ଅଗ୍ନି କାଣ୍ଡ ରୋକିବା ପାଇଁ ରାଜ୍ୟ ମାନଙ୍କୁ ପରାମର୍ଶ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୫ା୩: ଗ୍ରୀଷ୍ମ ମାସରେ ହସ୍ପିଟାଲରେ ଅଗ୍ନିକାଣ୍ଡକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡ଼ିଏମଏ) ସମସ୍ତ ରାଜ୍ୟ / କେନ୍ଦ୍ର…

ଉଦ୍ୟୋଗପତି ପଲ୍ଲବିଙ୍କୁ ଟିକେଟ, ଗୋଆରେ ପ୍ରଥମ ଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ଭାଜପା

ପଣଜୀ,୨୫।୩: ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ଭାଜପା ପ୍ରାର୍ଥୀ ଭାବରେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଗୋଆ ନିର୍ବାଚନ ଇତିହାସରେ…

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି…

ଆଗକୁ ତାତି ବଢ଼ିବ: ହୋଲିରେ ଡ଼ହଡ଼ହ ଖରା

ଭୁବନେଶ୍ୱର,୨୫।୩: ଆଗକୁ ଆହୁରି ତାତି ବଢ଼ିବ। ବର୍ତ୍ତମାନ ରାଜ୍ୟରେ ଅଧିକାଂଶ ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବାବେଳେ ଆଗକୁ ଆହୁରି ବଢ଼ିବ। ହୋଲିରେ ତାତି ବଢ଼ିବା…

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ ଧରି…

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ ପ୍ରାକୃତିକ…

ପାକିସ୍ତାନକୁ ପୁଣି ଜବାବ ଦେଲା ଭାରତ, କହିଲା ଲୋକତନ୍ତ୍ରକୁ ନେଇ ଲେକ୍ଚର ନୁହେଁ, ପ୍ରଥମେ ବନ୍ଦ କର ଆତଙ୍କବାଦୀଙ୍କ ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ/ଜେନେଭା,୨୫।୩: ଆନ୍ତଃ-ସଂସଦୀୟ ୟୁନିଅନ (ଆଇପିୟୁ) ରେ ଭାରତ ପାକିସ୍ତାନକୁ ଟାର୍ଗେଟ କରି କହିଛି ଯେ ଗଣତନ୍ତ୍ରର ଖରାପ ରେକର୍ଡ ଥିବା ଦେଶ ଲେକ୍ଚର ଦେବା ହାସ୍ୟାସ୍ପଦ। ଏହା…

ବାଦ୍‌ ପଡ଼ିଥିବା ୩ ଲୋକ ସଭା ଆସନରୁ କିଏ ହେବେ ପ୍ରାର୍ଥୀ

ଭୁବନେଶ୍ୱର,୨୫।୩: ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କୁ ନେଇ ଉତ୍କଣ୍ଠା ସେତିକି ବଢ଼ୁଛି। ରବିବାର ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ରାଜ୍ୟରେ…

ହୋଲି ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି, ବର୍ଷିଲା ବିଧା-ଗୋଇଠା

ଫରିଦାବାଦ,୨୫।୩: ରବିବାର ନୂଆଦିଲ୍ଲୀର ଫରିଦାବାଦରେ ହୋଲି ମିଳନ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ ନେତାମାନେ ପରସ୍ପର ସହ ସଂଘର୍ଷ କରିଥିଲେ। କଥାବାର୍ତ୍ତା ଗାଳି ଗୁଲଜରୁ ଆରମ୍ଭ ହୋଇ ଏହା…

ଫସଲ ଦଳିଚକଟି ନଷ୍ଟ କଲେ ହାତୀପଲ

ବୁଗୁଡ଼ା,୨୫।୩(କାଳୀଚରଣ ଦାଶ): ଦକ୍ଷିଣ ଘୁମୁସର ବନଖଣ୍ତ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳରେ ସାତ ଟିକିଆ ବଣୁଆ ହାତୀପଲର ଉପଦ୍ରବ ଘଟାଇ ବ୍ୟାପକ ଫସଲ ହାନି ଯୋଗୁ ଚାଷୀ ଚିନ୍ତାରେ…