ଚମ୍ପାଇ ସୋରେନଙ୍କୁ ସରକାର ଗଠନ ପାଇଁ ମିଳିଲାନି ନିମନ୍ତ୍ରଣ

ରାଞ୍ଚି,୧।୨: ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଗୁରୁବାର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ପୁଣିଥରେ ରାଜ୍ୟରେ ସରକାର ଗଠନ ପାଇଁ…

ଦାୟିତ୍ୱ ନେବାର ଦିନକ ପରେ ବଣପାହାଡ଼ ଘେରା ଅଞ୍ଚଳରେ ପହଞ୍ଚିଲେ ଜିଲାପାଳ

ବୌଦ୍ଧ,୧।୨(ଅଜିତ କୁମାର ବାରିକ ) ବୌଦ୍ଧର ନୂତନ ଜିଲାପାଳ ଜେ.ସୋନାଲ ବୁଧବାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗୁରୁବାର ହରଭଙ୍ଗା ବ୍ଳକର ବଣପାହାଡ ଘେରା ଉପାନ୍ତ ଅଞ୍ଚଳ…

ପ୍ରତିଦିନ ଦୁଇଥର ଖାଲି କରିବାକୁ ପଡୁଛି ରାମଲାଲାଙ୍କ ଦାନ ବାକ୍ସ

ଅଯୋଧ୍ୟା,୧।୨: ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ୧୧ ଦିନ ବିତିଗଲାଣି। ଏହି ସମାରୋହ ପରଠାରୁ ପ୍ରାୟ ୨୫ ଲକ୍ଷ ଭକ୍ତ ରାମ ଜନ୍ମଭୂମିରେ ରାମଲାଲାଙ୍କୁ…

ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଝଟକା

ଇସଲାମାବାଦ,୧।୨: ଆଉ ମାତ୍ର ସପ୍ତାହେ ପରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମାଙ୍କନପତ୍ର ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ସେପଟେ…

ନଦୀବନ୍ଧକୁ ଖସିପଡ଼ି ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଭଣ୍ଡାରିପୋଖରୀ,(ରବିନାରାୟଣ ଖିଲାର)/ହାଟଡିହୀ(ଶୁଭକାନ୍ତ ନାୟକ),୧।୨-ଭଣ୍ଡାରିପୋଖରୀ ବ୍ଲକ ବନସ୍ତା ବୈତରଣୀ ନଦୀବନ୍ଧରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନନ୍ଦୀପଦା ଥାନା…

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଉ

ସମ୍ବଲପୁର,୧ା୨(ବି.ଶଙ୍କର): ସମ୍ବଲପୁରୀ ଲୋକଗୀତ ରଙ୍ଗବତୀ ବିଶ୍ୱର କୋଣ ଅନୁକୋଣରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଗୀତ ସମ୍ବଲପୁର ସମେତ ରାଜ୍ୟ ଓ ଦେଶର ଗୌରବକୁ ବୃଦ୍ଧି…

ନିଲମ୍ବନ ପ୍ରତ୍ୟାହାର ହଟିବା ପରେ ଶ୍ରୀଲଙ୍କା ଆୟୋଜନ କରିବ ଆଇସିସିର ବାର୍ଷିକ ସାଧାରଣ ବୈଠକ

କଲମ୍ବୋ,୧ା୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାର୍ଷିକ ସାଧାରଣ ବୈଠକ ଜୁଲାଇରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ହରିନ ଫର୍ନାଣ୍ଡୋ ଗୁରୁବାର ଏହି ସୂଚନା ଦେଇଛନ୍ତି।…

ଭାରତକୁ ଡବଲ ଝଟ୍‌କା, ତୃତୀୟ ଟେଷ୍ଟରୁ ବି ଆଉଟ ହେବେ ବିରାଟ କୋହଲି-ରବିନ୍ଦ୍ର ଜାଡେଜା!

ନୂଆଦିଲ୍ଲୀ,୧।୨: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟର ଦ୍ୱିତୀୟ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଡବଲ ଝଟକା ଲାଗିଛି। ଏହା ନିଶ୍ଚିତ ଯେ ଭାରତର ତାରକା…

ଟିଟିପିରେ ସାମିଲ ହେଉଛନ୍ତି ଅଲ କାଏଦା ଆତଙ୍କବାଦୀ, ମିଳୁଛି ଅନ-ଗ୍ରାଉଣ୍ଡ ସମର୍ଥନ

ଇସଲାମାବାଦ,୧।୨: ନିଷିଦ୍ଧ ଟିଟିପି ଗୋଷ୍ଠୀ ପାକିସ୍ତାନରେ ଆକ୍ରମଣ କରିବା ପାଇଁ ଅଲ କାଏଦା ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀର ସମର୍ଥନ ହାସଲ କରୁଛି। ମିଳିତ ଜାତିସଂଘର ଏକ…

‘ନିର୍ବାଚନ ଜିତିବା ପାଇଁ ଭାଜପା ସମସ୍ତଙ୍କୁ ଜେଲରେ ପୂରାଉଛି‘

ନୂଆଦିଲ୍ଲୀ,୧।୨: ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରତିକ୍ରିୟା…