ମୁଁ ମୁର୍ଖ…କାହିଁକି ନିଜ ପାଇଁ ଏମିତି କହିଲେ କୋହଲି

ନୂଆଦିଲ୍ଲୀ,୧୧।୪: ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (MI) ଗୁରୁବାର ଆଇପିଏଲ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା କରିଛି। ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି…

ମନୋରମାଙ୍କ ଉପରେ ଭରସା, କଟିଲେ ଭୂପିନ୍ଦର

ଭବାନୀପାଟଣା,୧୧।୪(ଉତ୍ତମ କୁମାର ଦାଶ): ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି କ୍ରମରେ କଳାହାଣ୍ଡିରେ ବିଜେଡି ପୁଣି ମହିଳା କାର୍ଡ ଖେଳିଛି।…

ଭାରତ ଛାଡି କାହିଁକି କାନାଡାରେ ରହିବାକୁ ଚାହୁଁଛନ୍ତି ଜସପ୍ରିତ ବୁମରା? ପତ୍ନୀଙ୍କ ପ୍ରଶ୍ନ ଶୁଣି ଦେଲେ ଚମକାଇବା ଭଳି ଉତ୍ତର

ନୂଆଦିଲୀ,୧୧।୪: ଭାରତୀୟ କ୍ରିକେଟ ପରିଦୃଶ୍ୟରେ ଜସପ୍ରୀତ ବୁମରାଙ୍କ ନାମ ସେତେବେଳେ ସାମ୍ନାକୁ ଆସିଥିଲା ଯେଉଁ ସମୟରେ ଦ୍ରୁତ ବୋଲିଂ ଭାରତୀୟ କ୍ରିକେଟରେ ଶକ୍ତି ପାଲଟିଥିଲା। ସ୍ପିନ ଉପରେ…

୧୨ ଲକ୍ଷ କୋଟି ଘୋଟାଲା କରିଥିବା ବ୍ୟକ୍ତିଙ୍କୁ ଯିବାକୁ ପଡିବ ଜେଲ, କାହାକୁ ଟାର୍ଗେଟ କଲେ ଶାହା

ଖଜୁରାହୋ,୧୧।୪: ମଧ୍ୟପ୍ରଦେଶର ଖଜୁରାହୋ ସଂସଦୀୟ ଆସନ ପାଇଁ ପ୍ରଚାର କରିବାକୁ କଟନୀରେ ପହଞ୍ଚିଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଦଳ ଉପରେ କଡ଼ା ଆକ୍ରମଣ କରିଥିଲେ।…

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଶୁକ୍ରବାର, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଶୁକ୍ରବାର (ଏପ୍ରିଲ ୧୨) ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ…

ରାଜ୍ୟ ଭାଜପାର ବଡ଼ ଘୋଷଣା: ଓଡ଼ିଶାରେ କ୍ଷମତାକୁ ଆସିଲେ ମହିଳାଙ୍କୁ ପ୍ରତି ମାସରେ ମିଳିବ…

ଭୁବନେଶ୍ୱର,୧୧।୪: ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଭାଜପାର ମାଷ୍ଟରଷ୍ଟ୍ରୋକ। ଓଡ଼ିଶାରେ କ୍ଷମତାକୁ ଆସିଲେ ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା । ଏଭଳି ମଧ୍ୟପ୍ରଦେଶ…

ବିଜେଡିର ଲୋକ ସଭା ପ୍ରାର୍ଥୀ: ୨୧ରୁ ୬ ରିପିଟ୍‌

ଭୁବନେଶ୍ୱର,୧୧।୪: ଚତୁର୍ଥ ପର୍ଯ୍ୟାୟରେ ବିଜେଡି ବଳକା ଲୋକ ସଭା ଆସନ ପ୍ରାର୍ଥୀ ଘୋଷଣା କରିଛି। ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଛି। ମୋଟ ୨୧ଟି ଲୋକ…

ପୁଣି ଏକାଠି ହେଲେ ୨ ବରିଷ୍ଠ ନେତା, ବିଜେଡି ଅଫିସକୁ ଆସି ମିଠା ଖାଇ ଭୁଲିଲେ ରାଗରୁଷା

ଭୁବନେଶ୍ୱର,୧୧।୪: ପୁଣି ଏକାଠି ହେଲେ ବ୍ରହ୍ମପୁର ବିଜେଡିର ୨ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସୁବାସ ମହାରଣା। ବିଜେଡି ଅଫିସକୁ ଆସି ଉଭୟ…

ଓଲଟିଲା ସ୍କୁଲ ବସ୍‌: ଚାଲିଗଲା ୬ ଛାତ୍ରୀଛାତ୍ରଙ୍କ ଜୀବନ

ଚଣ୍ଡିଗଡ଼,୧୧ା୪: ହରିୟାଣାର ମହେନ୍ଦ୍ରଗଡ଼ ଅଞ୍ଚଳରେ ଗୁରୁବାର ଏକ ସ୍କୁଲବସ୍‌ ଓଲଟିପଡ଼ିବାରୁ ୬ ଛାତ୍ରୀଛାତ୍ର ପ୍ରାଣ ହରାଇବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ…

ବିଶେଷଜ୍ଞଙ୍କ ଚେତାବନୀ, ବିଶ୍ୱକୁ ବଞ୍ଚାଇବାକୁ ଆମ ନିକଟରେ ବାକି ଅଛି ମାତ୍ର ୨ ବର୍ଷ

ଲଣ୍ଡନ,୧୧।୪: ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଏଲ କହିଛନ୍ତି ଯେ ଖରାପ ଜଳବାୟକୁ ପରିବର୍ତ୍ତନ କରିବାକୁ ସରକାର, ବ୍ୟବସାୟୀ ନେତା ଏବଂ ବିକାଶ ବ୍ୟାଙ୍କଗୁଡିକ ନିକଟରେ ମାତ୍ର…