ରାମଭକ୍ତ ହେଲେ ବିଦେଶୀ ରାଜନେତା, ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ କଲେ ଦର୍ଶନ

ଲକ୍ଷ୍ନୌ,୧୦।୨: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଭାରତୀୟଙ୍କ ବ୍ୟତୀତ ବହୁ ସଂଖ୍ୟକ ବିଦେଶୀ ପ୍ରଭୁ ରାମଙ୍କ ଦର୍ଶନ ପାଇଁ ଆସୁଛନ୍ତି। ପ୍ରାଣପ୍ରତିଷ୍ଠା ପରେ…

‘ମୋ ପାଖରେ ମଧ୍ୟ କହିବାକୁ ବହୁତ କିଛି ଅଛି’, ପିତାଙ୍କ ଅଭିଯୋଗକୁ ଭୁଲ ବୋଲି କହିଲେ ଜାଡେଜା

ନୂଆଦିଲ୍ଲୀ,୧୦।୨: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବେ ଚର୍ଚ୍ଚାରେ ରହିଛନ୍ତି। କ୍ରିକେଟ ଯୋଗୁ ନୁହେଁ ବରଂ ଘରୋଇ କଳହ ହେତୁ ଜାଡେଜା ଚର୍ଚ୍ଚାରେ…

ଆରବିଆଇ ପରେ ପେଟିଏମକୁ ବଡ଼ ଝଟକା ଦେଲା ଇପିଏଫଓ, ଏହି ସେବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୦।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଆଉ ଏକ ଝଟକା ଲାଗିଛି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ…

ପରଲୋକରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ

ଭୁବନେଶ୍ୱର,୧୦।୨: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କର ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର…

ଫୁଟ୍‌ବଲରେ ଖୁବ୍‌ଶୀଘ୍ର ବ୍ଲୁ କାର୍ଡ

ଟ୍‌ବଲରେ ଖୁବ୍‌ ଶୀଘ୍ର ‘ବ୍ଲୁ କାର୍ଡ’ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ନିୟମ ବିଶେଷକରି ରେଫରିଙ୍କୁ ସାହାଯ୍ୟ କରିବ। ରିପୋର୍ଟ ଅନୁସାରେ ଏକ ହ୍ୟାଣ୍ଡବଲ୍‌ ମ୍ୟାଚରେ…

ଆଜିଠୁ କଳିଙ୍ଗରେ ପୁରୁଷ ହକି ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୦।୨(ତପନ ସ୍ବାଇଁ): ମହିଳା ହକି ପ୍ରୋ ଲିଗ୍‌ ୨୦୨୩-୨୪ର ଭୁବନେଶ୍ୱର ଚରଣ ଶୁକ୍ରବାର ଶେଷ ହୋଇଛି। ୧୨ ତାରିଖଠାରୁ ଏହାର ରାଉରକେଲା ଚରଣ ଆରମ୍ଭ ହେବ।…

ଅଷ୍ଟ୍ରେଲିଆକୁ ୬-୨ରେ ହରାଇଲା ନେଦରଲାଣ୍ଡ୍ସ

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ନେଦରଲାଣ୍ଡ୍ସର ଆଧିପତ୍ୟ ଅବ୍ୟାହତ ରହିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅଷ୍ଟ୍ରେଲିଆକୁ ୬-୨ ଗୋଲରେ ପରାସ୍ତ…

୧୨ରୁ ଏଏସିସିଆଇର ଗ୍ରୀନ୍‌ କନ୍‌କ୍ଲେଭ

ଭୁବନେଶ୍ୱର,୧୦।୨: ଅନ୍ତର୍ଜାତୀୟ ଶିଳ୍ପ ସଙ୍ଗଠନ ଏସିଆନ୍‌-ଆଫ୍ରିକାନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଏକ ୩ଦିନିଆ ବିଜ୍‌ନେସ ସମ୍ମିଟ ଆଣ୍ଡ ଏକ୍ସପୋ…

କଟକରେ ଅଜନ୍ତାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୨ (ଅଭୟ ଦାଶ): ଅଜନ୍ତା ଶୁଜ୍‌ସ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କଟକର ବକ୍ସିବଜାରସ୍ଥିତ ବାରପଥରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ ପୋଲିସର କଟକ ଜୋନ୍‌-୨…

ଆମେରିକା ବିପକ୍ଷରେ ଭାରତକୁ ବିଜୟ ସ୍ବାଦ

ଭୁବନେଶ୍ୱର, ୧୦।୨ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ର ଚଳିତ ସିଜନରେ ଭାରତ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର…