୨୯ ଫେବୃଆରୀ ପରେ ବନ୍ଦ ହୋଇଯିବ ପେଟିଏମ, ଜାଣନ୍ତୁ କେଉଁ ବ୍ୟବହାରକାରୀଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୨: ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପେଟିଏମ ବ୍ୟବହାରକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ବହୁ ସଂଖ୍ୟକ ଉପଭୋକ୍ତା ଅନ୍ୟ ଅନଲାଇନ ପେମେଣ୍ଟ ଆପସ୍‌କୁ…

ନୌସେନାରେ ଚାକିରି ଚାହୁଁଥିଲେ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା…

କେବଳ ଜେଇଇ ମେନ୍‌ ମାଧ୍ୟମରେ ଆଇଆଇଟିରେ ଆଡ୍‌ମିଶନ ପାଇବେ ତାହା ନୁହେଁ, ଜଣେ ନୌସେନାରେ ମଧ୍ୟ ଅଧିକାରୀ ହୋଇପାରିବେ। ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ... ଯୁକ୍ତ…

Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା

ପୁରୀ,୧୬।୨: ଶୁକ୍ରବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ। ସୂର୍ଯ୍ୟ ପୂଜାକୁ…

କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ବୌଦ୍ଧ,୧୬।୨: ବୌଦ୍ଧ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କୁ ଶୁକ୍ରବାର ଓଡିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟାବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ…

ଦିଲ୍ଲୀ ଆଇଆଇଟି ହଷ୍ଟେଲରେ ଜୀବନ ହାରିଲେ ଏମ୍‌ଟେକ୍‌ ଛାତ୍ର

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଆଇଆଇଟି)ର ହଷ୍ଟେଲ ରୁମ୍‌ରୁ ଜଣେ ଏମ୍‌ଟେକ୍‌ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ପୋଲିସ…

ହିଜବୁଲା କମାଣ୍ଡର ନିହତ, ଅନେକ ଚାଞ୍ଚଲ୍ୟକର ମାମଲାର ମାଷ୍ଟର ମାଇଣ୍ଡ ଥିଲେ

ତେଲ ଆଭିବ,୧୬।୨: ବୁଧବାର ରାତିରେ ଲେବାନନରେ ହୋଇଥିବା ଅପରେସନରେ ହିଜବୁଲ କମାଣ୍ଡରଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା କହିଛି। ଆଇଡିଏଫ କହିଛି ଯେ ଇସ୍ରାଏଲ ସୈନ୍ୟବାହିନୀ ତାଙ୍କ…

ନୀତୀଶଙ୍କୁ ଲାଲୁଙ୍କ ଖୋଲା ଅଫର! ଦ୍ୱାର ଖୋଲା ଅଛି ଆସିବେ ତ…

ପାଟନା,୧୬।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗ୍ରାଣ୍ଡ ଆଲାଇନ୍ସ ଛାଡିବା ପରେ ଏହାକୁ ଅନେକ ଥର ଦୋହରାଇଛନ୍ତି ଯେ ବର୍ତ୍ତମାନ ସେ ସବୁଦିନ ପାଇଁ ଏନଡିଏ ସହ…

ଭଦ୍ରକରେ ୩୫ କେନ୍ଦ୍ରରେ ଚାଲିଛି ଯୁକ୍ତ ୨ ପରୀକ୍ଷା

ଭଦ୍ରକ,୧୬ା୨(ସନାତନ ରାଉତ): ଶୁକ୍ରବାରଠାରୁ +୨ ବିଜ୍ଞାନ ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇଛି। ଭଦ୍ରକ ଜିଲାରେ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ୍‌ ୧୨୨୨୦…

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କ ଘରୁ ମିଳିଲା ଦାମୀ କାର୍‌ ସହ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୬।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ ହୋଇଛି। ଭଦ୍ରକ ଜିଲାର ୬ଟି…

ମୋଦିଙ୍କୁ ଗାଳି ଦେବା ଏମାନଙ୍କ ଏଜେଣ୍ଡା, କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ବିକଶିତ ଭାରତ ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି…