ନୂଆ ଜୀବନ ପାଇଲେ ଜୀବନ: ଆହତ ନାବାଳକଙ୍କ ଶରୀରରୁ କଢାଗଲା ଲୁହାରଡ

ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ରଥପଡାରେ ଶୁକ୍ରବାର ସକାଳୁ ପିଲାକଳିରୁ ଜଣେ ନାବାଳକଙ୍କ ଶରୀର ଭିତରକୁ ପଶି ଯାଇଥିବା ଲୁହାରଡକୁ ବାହାର କରାଯାଇଛି। ଭୀମସାର୍‌, ବୁର୍ଲା ଡ଼ାକ୍ତରଖାନାର…

ଭାରତର ପ୍ରଥମ ଏକଜିଟ ପୋଲ, ଯେଉଁଥିରେ ଭାଜପା ଜିତିବ ବୋଲି ହୋଇଥିଲା ପୂର୍ବାନୁମାନ, ରେଜଲ୍ଟରେ ତାଜୁବ ହୋଇଯାଇଥିଲା ସାରା ଦୁନିଆ

ନୂଆଦିଲ୍ଲୀ,୩୧।୫: ଭାରତରେ ଗଣତନ୍ତ୍ରର ଏହି ବଡ଼ ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ୧ରେ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହେବ ଏବଂ…

ନିଜକୁ ଭଗବାନ କହୁଛନ୍ତି ମୋଦି: କେଜ୍‌ରିୱାଲ

ନୂଆଦିଲ୍ଲୀ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଂକାର ବଢିଗଲାଣି। ଆଜିକାଲି ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏହି…

ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି

ଭଦ୍ରକ,୩୧ା୫(ସନାତନ ରାଉତ): ଜୁନ୍‌ ୧ରେ ଭଦ୍ରକ ଜିଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଜିଲାର ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଗୋଟିଏ ଲୋକ…

ୟୁପି, ରାଜସ୍ଥାନର ଫଳାଫଳକୁ ନେଇ ଖାର୍ଗେ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩୧।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଲୋକମାନେ ତାଙ୍କୁ କ୍ଷମତାରୁ ବହିଷ୍କାର କରିବେ। ଲୋକ ସଭା ନିର୍ବାଚନ ପାଇଁ…

ଖରାରେ କାମ କରାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ଏସ୍‌ଆରସି

ଭୁବନେଶ୍ୱର,୩୧।୫: ହିଟ୍‌ୱେଭ ନେଇ ସତର୍କ କଲେ ଏସ୍‌ଆରସି ସତ୍ୟବ୍ରତ ସାହୁ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ହିଟ୍‌ୱେଭ ଜାରି ରହିବ। ହିଟ୍‌ୱେଭ ପାଇଁ…

ଟି-୨୦ ବିଶ୍ୱକପ୍‌ ଚାମ୍ପିୟନ୍‌ ଦଳକୁ ମିଳିବ ପୁଳାପୁଳା ଟଙ୍କା: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୫: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଜୁନ ୧ରୁ ଆରମ୍ଭ ହେଉଛି। ଏଥର ଟି-୨୦ ବିଶ୍ୱକପ ଆମେରିକା…

ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ

ନୂଆଦିଲ୍ଲୀ/ବେଜିଂ,୩୧ା୫: ଭାରତର ସିକିମ୍‌ ସୀମାଠାରୁ ୧୫୦ କିଲୋମିଟରରୁ କମ୍‌ ଦୂରରେ ଚାଇନା ଏହାର ଅତ୍ୟାଧୁନିକ ଜେ-୨୦ ଲଢ଼ୁଆ ବିମାନ ମୁତୟନ କରିଛି। ତିବ୍ବତର ଦ୍ୱିତୀୟ ବୃହତ୍‌ ସହର…

‘ମୁଁ ଜେଲ୍‌ ଯାଉଛି, ମୋର ମାତାପିତାଙ୍କ ଧ୍ୟାନ ରଖିବେ’; ଆତ୍ମସମର୍ପଣ ପୂର୍ବରୁ ଭାବପ୍ରବଣ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ। ଏହା ପୂର୍ବରୁ…

ଶିକ୍ଷୟିତ୍ରୀଙ୍କୁ ମାରିଦେଲେ ଶାଶୁଘର ଲୋକେ, ସ୍ବାମୀ ଅଟକ

ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ଚମ୍ପତିପୁରରେ ଜଣେ ଶିକ୍ଷୟିତ୍ରୀ ପଦ୍ମିନୀ ସ୍ବାଇଁ(୩୨)ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ସ୍ବାମୀ ତପନ କୁମାର ସ୍ବାଇଁ(୩୫)କୁ…