ଘରେ ପଶି ମାରିବୁ, ପାକିସ୍ତାନକୁ ସିଧା ବାର୍ତ୍ତା ଦେଲେ ରାଜନାଥ

ନୂଆଦିଲ୍ଲୀ,୫।୪: ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ସ୍ବତନ୍ତ୍ର ସାକ୍ଷାତକାରରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ପ୍ରତ୍ୟକ୍ଷ ତଥା ଦୃଢ ବାର୍ତ୍ତା…

ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୫ା୪: ଏପ୍ରିଲ ଆରମ୍ଭରୁ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀରେ ଦିନର ତାପମାତ୍ରା  ୪୩…

ଇସ୍ରାଏଲ ସେନା ଗାଜାରେ ଆକ୍ରମଣ କରିବାକୁ ନେଉଛନ୍ତି ଏଆଇର ସାହାଯ୍ୟ

ଜେରୁଜେଲମ,୫।୪: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଅନେକ ମାସ ଧରି ଚାଲିଛି । ସାରା ବିଶ୍ୱ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ତଥାପି…

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାର…

ଜଙ୍ଗଲ ନିଆଁକୁ ନେଇ ଚିନ୍ତା

ନୟାଗଡ଼,୫।୪(ଲୋକନାଥ ମିଶ୍ର):ଜଙ୍ଗଲ ସୁରକ୍ଷାକାରୀଙ୍କୁ ଘାରିଛି ନିଅଁା ଚିନ୍ତା। ଜଙ୍ଗଲରେ ନିଅଁା ନ ଲାଗିବା ପାଇଁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଆଦିବାସୀମାନେ ଗଁାରେ ଆଗୁଆ ସଭା କରି…

ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ଶ୍ରମିକ

ଭୁବନେଶ୍ୱର,୫ା୪(ଅସମାପିକା ସାହୁ): ଏପ୍ରିଲ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବାରୁ ଅଂଶୁଘାତକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନେ ଏପ୍ରିଲରୁ…

ପ୍ରାର୍ଥୀ ଦେଇପାରୁ ନାହାନ୍ତି ବିଜେଡି, କଂଗ୍ରେସ

ନୟାଗଡ଼,୫ା୪(ଲୋକନାଥ ମିଶ୍ର):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରୁନି। ଟିକେଟ୍‌ ଲବିରେ ବିଜେଡି ଓ କଂଗ୍ରେସ ନେତା ଥିବାରୁ…

ଅନୁଗୋଳ, ତାଳଚେରକୁ ନେଇ ଛିଣ୍ଡୁନି ଅଡ଼ୁଆ

ଅନୁଗୋଳ,୫।୪ (ଅମିତ କୁମାର ସାମଲ):୨୦୨୪ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ଘୋଷଣା କଲା। ଉକ୍ତ ତାଲିକାରେ ଅନୁଗୋଳ ଜିଲାର ୫ ନିର୍ବାଚନମଣ୍ଡଳୀରୁ କେବଳ ପାଲଲହଡ଼ା…

ଉତ୍ତରପ୍ରଦେଶରେ ମଦ୍ରାସା ଉଚ୍ଛେଦ ଆଇନ୍ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୫।୪: ସୁପ୍ରିମକୋର୍ଟ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲହାଇଛନ୍ତି ଯାହା ଉତ୍ତରପ୍ରଦେଶ ମଦ୍ରାସା ଆଇନକୁ ଅସାମ୍ବିଧାନିକ ଘୋଷଣା କରିଥିଲା। ଏହା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନି କେସ୍‌

ଗୁଆହାଟୀ,୫।୪: ଆସାମରେ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ସ୍ଥାନୀୟ ଅଦାଲତରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ୧୦କୋଟି ଟଙ୍କା ମାନହାନି ମୋକଦ୍ଦମା ଦାୟର କରିଛନ୍ତି।…