ଦିଲ୍ଲୀରେ ଚହଳ: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଲେ ଡଜନରୁ ଅଧିକ ଭାଜପା-ଏଏପି ନେତା

ନୂଆଦିଲ୍ଲୀ,୩୦।୮: ଆଗାମୀ ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନୀ ଋତୁକୁ ଆଖି ଆଗରେ ଦେଖି ଦଳବଦଳ ଏବେଠୁ ଆରମ୍ଭ ହୋଇଯାଇଛି। ଗୁରୁବାର ଭାଜପା…

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୩୦।୮(ବାଞ୍ଛାନଧି ଦେ/ ରବୀନ୍ଦ୍ର ମହାକୁଡ): ବାଲେଶ୍ୱର ଜିଲା ଡିଇଓ ଅଫିସର କାର୍ଯ୍ୟରତ କନିଷ୍ଠ କିରାଣି ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘର…

ଖୋଲା ଖଣି ପାଲଟିଛି ମରଣଯନ୍ତା

ବେଗୁନିଆ,୩୦।୮(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରୁଛନ୍ତି।…

ବିନାଶ ଘଟାଇଲା ବାତ୍ୟା ‘ଶାନ୍‌ଶାନ୍‌’: ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ

ଟୋକିଓ,୩୦।୮: ବାତ୍ୟା ‘ଶାନ୍‌ଶାନ୍‌’ ଜାପାନରେ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର…

ଜସପ୍ରୀତ ବୁମ୍‌ରାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦ୍ରୁତ ବୋଲର ନେଲେ ସନ୍ୟାସ, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୩୦।୮: ଗୋଟିଏ ପରେ ଗୋଟିଏ ଭାରତୀୟ ଖେଳାଳି ଅବସର ଘୋଷଣା କରୁଥିବା ଦେଖାଯାଉଛି। ନିକଟରେ ଶିଖର ଧାୱନ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ଜସପ୍ରୀତ ବୁମ୍‌ରାଙ୍କ ସହ…

ଜେଲ୍‌ରେ ଇମ୍ରାନ ଖାନ୍‌ଙ୍କ ଜୀବନ ପ୍ରତି ବିପଦ: ପିଟିଆଇ ଆଣିଲା ସାଂଘାତିକ ଅଭିଯୋଗ

ଇସଲାମାବାଦ୍‌,୩୦।୮:ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ। ଇମ୍ରାନ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ଦାବି କରିଛି ଯେ, ରାୱଲପିଣ୍ଡିର ଆଡିଆଲା ଜେଲରେ…

ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ

ଟୋକିଓ,୩୦ା୮: ଜାପାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବିବାହିତ ଝିଅମାନଙ୍କୁ ଟଙ୍କା ଦିଆଯିବା ସହ ସହର ଛାଡ଼ି ଗାଁକୁ ଯାଇ ବିବାହ କରିବାକୁ ସରକାର ପରାମର୍ଶ…

ମାଡିଆସୁଛି ବାତ୍ୟା ‘ଆସ୍‌ନା’: ରଚିବ ତାଣ୍ଡବ, ୧୪ ବର୍ଷ ପରେ…

ନୂଆଦିଲ୍ଲୀ,୩୦।୮: ବନ୍ୟା ଓ ବର୍ଷା ସହ ସଂଘର୍ଷ କରୁଥିବା ଗୁଜରାଟ ଉପରେ ଆଉ ଗୋଟିଏ ବିପଦ ମାଡିଆସୁଛି। ଅଗଷ୍ଟ ମାସରେ ଏକ ବିରଳ ପାଣିପାଗ ବିଜ୍ଞାନ ଘଟଣାରେ…

ଓ୍ବାଇଏସଆର କଂଗ୍ରେସକୁ ବଡ଼ ଝଟ୍‌କା: ରାଜ୍ୟ ସଭାରୁ ୨ଜଣ ଏମପିଙ୍କ ଇସ୍ତଫା, ଟିଡିପି-ଭାଜପା ଯୋଗାଯୋଗରେ ୮ଏମପି!

ଅମରାବତୀ,୩୦।୮: ଓ୍ବାଇଏସଆର କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦଳରୁ ୨ଜଣ ରାଜ୍ୟ ସଭା ଏମପି ଇସ୍ତଫା ଦେଇଛନ୍ତି। ଜଗନ ମୋହନ ରେଡ୍ଡୀ ନେତୃତ୍ୱଙ୍କ ପାର୍ଟିର ୨ଜଣ ଏମପି…

ଭଙ୍ଗା ଘରେ ବିତୁଛି ଜୀବନ

ଖପ୍ରାଖୋଲ,୩୦ା୮(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରେ ମହେଶ୍ୱର ବକୁଳ(୬୫)ଙ୍କ ଘର। ପରିବାର କହିଲେ ସ୍ତ୍ରୀ ଜୟନ୍ତୀ ଓ ଝିଅ ପୁଷ୍ପାଞ୍ଜଳୀ…