୧୦୦ଜିବି ମାଗଣା କ୍ଲାଉଡ୍‌ ଷ୍ଟୋରେଜ ପ୍ରଦାନ କରିବ ଜିଓ

ମୁମ୍ବାଇ,୩୦।୮ (ଅଭୟ ଦାଶ): ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ୍‌ ମୋବାଇଲ ଡେଟା କମ୍ପାନୀ ହୋଇଥିଲାବେଳେ ବିଶ୍ୱର ମୋଟ ମୋବାଇଲ ଡେଟା ଟ୍ରାଫିକ୍‌ର ୮% କେବଳ ଜିଓ ନେଟ୍‌ୱର୍କରେ…

ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ…

ବର୍ଷିଲେ କୋଲକାତା ପୀଡିତାଙ୍କ ମା’, କହିଲେ ମମତାଙ୍କ ପିଲା ନାହିଁ, ତେଣୁ ସେ ବୁଝି ପାରିବେନି ସନ୍ତାନ ହରାଇଥିବା ମାତା ପିତାଙ୍କ ଦୁଃଖ

କୋଲାକାତା,୩୦।୮: କୋଲକାତାର ଆର.ଜି କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମା’ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ…

ପୁଣି ଦନ୍ତା ହାତୀର ମୃତ୍ୟୁ କାରଣ ଖୋଜୁଛି… 

ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ଓଳସିଂ ପଞ୍ଚାୟତ ଡମଣଭୂମିସ୍ଥିତ ଭଣ୍ଡାରୀଝରଠାରେ ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି।…

ହାଲୋ ରାମଦାସଜୀ, ଆପଣ ମନ୍ତ୍ରୀ ହେବାକୁ ଯାଉଛନ୍ତି… ଫିତା କାଟୁଥିଲେ ବିଧାୟକ, ଫୋନ୍‌ କଲେ ହେମନ୍ତ ସୋରେନ

ରାଞ୍ଚି,୩୦।୮: ହାଲୋ....ରାମଦାସଜୀ, ଆପଣ ମନ୍ତ୍ରୀ ହେବାକୁ ଯାଉଛନ୍ତି। ଝାଡଖଣ୍ଡରେ ହଠାତ୍‌ ଜଣେ ବିଧାୟକଙ୍କ ପାଖକୁ ଫୋନ ଆସିଥିଲା। ଆଉ ସେ ବି ସିଏମ ହାଉସ୍‌ରୁ। ବିଧାୟକଜଣକ ସେତେବେଳେ…

ୱାୟନାଡ ନା ରାଏବରେଲି, ନିର୍ବାଚନରେ କେଉଁଠି ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାହୁଲ, ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୮: ନିକଟରେ ଶେଷ ହୋଇଥିବା ୧୮ ତମ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀମାନେ ଖର୍ଚ୍ଚର ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି। ନିର୍ବାଚନରେ ପ୍ରାର୍ଥୀମାନଙ୍କ…

୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ହତ୍ୟା: ବନ୍ଦ କୋଠରୀରୁ ମିଳିଲା…

ବାଲେଶ୍ୱର,୩୦।୮(ରବୀନ୍ଦ୍ର ମହାକୁଡ): ବାଲେଶ୍ୱର ଜିଲା  ଆଲୋଏଜ ନିକଟରେ ନିଖୋଜ ନାବାଳିକାଙ୍କର ମୃତଦେହ ଠାବ ହୋଇଛି। ୩ ଦିନହେଲା ନାବାଳିକା ଜଣକ ନିଖୋଜ ଥିଲେ। ଏକ ବନ୍ଦ ଭଙ୍ଗା…

ମୁଁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହୁଛି, ଏହା ଶୁଣି ଲୋକେ ତାଜୁବ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୦ା୮: ସୋସିଆଲ ମିଡିଆରେ ମୁଁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହୁଛି ବୋଲି ଏକ ପୋଷ୍ଟ ଭାଇରାଲ ହେଉଛି। ଯାହା ଶୁଣି ଲୋକେ ଚକିତ ହୋଇଯାଇଛନ୍ତି। ଭାରତର ପ୍ରଧାନ ବିଚାରପତି…

ଭାରତ ପାଇଁ ଆଉ ଏକ ଖରାପ ଖବର, ଏବେ ଏହି ପଡୋଶୀ ଦେଶରେ ହେବାକୁ ଯାଉଛି…

ନୂଆଦିଲ୍ଲୀ,୩୦।୮: ବାଂଲାଦେଶ ପରେ ମାଲଦ୍ୱୀପରେ ମଧ୍ୟ ରାଜନୈତିକ ସଙ୍କଟ ତୀବ୍ର ହେବାରେ ଲାଗିଛି। ସେଠାରେ ମଧ୍ୟ ଏକ ରାଜନୈତିକ ଆକ୍ରମଣ ହୋଇପାରେ ଏବଂ ଏହାର ଭୟ ରାଷ୍ଟ୍ରପତି…

କ’ଣ ଗାନ୍ଧୀ ପରିବାରକୁ ‘ଏମରଜେନ୍ସି’ ସ୍କ୍ରିନିଂ ପାଇଁ ନିମନ୍ତ୍ରଣ କରିବେ କଙ୍ଗନା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୩୦।୮: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତ ଗୁରୁବାର ଗାନ୍ଧୀ ପରିବାରକୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ସ୍କ୍ରିନିଂକୁ ନିମନ୍ତ୍ରଣ କରିବାର ପ୍ରଶ୍ନର ଉତ୍ତର ଦେଇଛନ୍ତି।…