ଖୋଲା ରାସ୍ତାରେ ଭାଜପା ନେତାଙ୍କୁ ହତ୍ୟା

ଚେନ୍ନାଇ,୨୮।୭: ତାମିଲନାଡୁରେ ଆଉ ଜଣେ ରାଜନେତାଙ୍କୁ ହତ୍ୟା କରାଯାଉଛି। ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟାକୁ ନେଇ ରାଜ୍ୟରେ ତଦନ୍ତ ଚାଲିଥିବାବେଳେ ଏବେ ଜଣେ ଭାଜପା କର୍ମୀଙ୍କ ହତ୍ୟା…

ତୁମକୁ ଆଉ ତୁମ ବୁଲ୍‌ଡୋଜରକୁ କେନାଲକୁ ଫିଙ୍ଗିଦେବି: ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଧମକ

ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ଗୋବିନ୍ଦ ନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିବେକାନନ୍ଦ ନଗରରେ ପାଞ୍ଚ ଶହ (୫୦୦)ରୁ ଅଧିକ ପରିବାରକୁ ଏକ ସପ୍ତାହ ମଧ୍ୟରେ ଘର/ହାଟ ଖାଲି…

ରାଶିଫଳ: ସୋମବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ଆଜି ଦୀର୍ଘଦିନର ଆଶା ପୂରଣ ସକାଶେ ବିଭିନ୍ନ ଉପାୟ ଅବଲମ୍ବନ କରି ସଫଳ ହେବେ। ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରର…

ବଦଳିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ: ଶାଶ୍ୱତ ମିଶ୍ରଙ୍କ ସ୍ଥାନ ନେଲେ ଏହି ଆଇଏଏସ୍‌

ଭୁବନେଶ୍ୱର,୨୮।୭: ରାଜ୍ୟପାଳ ରଘୁବର ଦାସଙ୍କ ପ୍ରମୁଖ ସଚିବଙ୍କ ବଦଳି ହୋଇଛି। ଏନ୍‌ବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ…

ଇନ୍‌ଷ୍ଟାଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କୁ ଧମକ: ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଇବର ଥାନାରେ ଏତଲା

କେନ୍ଦୁଝର,୨୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଷ୍ଟର ବଓ୍ବେଫା ନାମରେ ଇନ୍‌ଷ୍ଟଗ୍ରାମ ଆଇଡିଧାରୀ ଜଣେ ଯୁବକ ଜାତିଆଣ ଆକ୍ଷେପ କରିବା…

ବିଧାନସଭାରେ ଓଓ୍ବାଇସିଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଅଫର୍‌ କଲେ ମୁଖ୍ୟମନ୍ତ୍ରୀ: ତା’ପରେ ଘଟିଲା ଏମିତି

ହାଇଦ୍ରାବାଦ୍‌,୨୮।୭: ତେଲଙ୍ଗାନା ବିଧାନସଭାରେ ଏକ ମଜାଦାର ବିତର୍କ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଅଲ ଇଣ୍ଡିଆ ମଜଲିସ-ଇ-ଇଟେହାଦୁଲ ମୁସଲିମନ (ଏଆଇଏମଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଭାଇ…

ଯୋଗୀଙ୍କୁ ବଡ଼ ଟାସ୍କ ଦେଲେ ମୋଦି

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ରାଜ୍ୟରେ…

୧୩ କୁଇଣ୍ଟାଲ ଗଞ୍ଜେଇ ଜବତ: କନ୍ଧମାଳରୁ ନୂଆପଡ଼ା ହେଉଥିଲା ଚାଲାଣ

ପାଟଣାଗଡ଼,୨୮।୭: ବଲାଙ୍ଗୀର ଜିଲା ଲାଠୋର ଥାନା ପୋଲିସ ରବିବାର ଚଢାଉ କରି ଟଲିଆଲିଟି ଗାଁ ନିକଟରୁ ୧୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ପୋଲିସ ଏକ ପିକ୍‌ଅପ୍‌…

ବିବାହିତ ଲିଭ୍‌-ଇନ୍‌ରେ ରହିଲେ ବହୁବିବାହ ବଢ଼ିବ: ହାଇକୋର୍ଟ

ଚଣ୍ଡିଗଡ଼,୨୮ା୭(ପି.ଟି.): ଯୋଡ଼ିଙ୍କ ସହ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହିବାକୁ ଚାହୁଁଥିବା ବିବାହିତଙ୍କୁ ସୁରକ୍ଷା ଦେବା ଦୋଷୀମାନଙ୍କୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ଦେଶରେ ବହୁବିବାହ ପ୍ରଥା ବଢ଼ିବ ବୋଲି ପଞ୍ଜାବ…

ନିମ୍ନ ଅଦାଲତଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୮ା୭: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି (ସିଜେଆଇ) ଡି.ଏ. ଚନ୍ଦ୍ରଚୂଡ଼ ପୁଣି ଥରେ ନିମ୍ନ ଅଦାଲତର ବିଚାରପତିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅପରାଧର ଗୁରୁତ୍ୱପୂର୍ଣ୍ଣ…