ଓଡ଼ିଶାକୁ ଆସିବେ ୫ ବାଘ, ସଫଳତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୨୯ା୭(ଅସମାପିକା ସାହୁ): ଓଡ଼ିଶାରେ ବାଘବଂଶ ବୃଦ୍ଧି ପାଇଁ ଯୋଜନା କରିଛି ବନ ବିଭାଗ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ୫ ମହାବଳ ବାଘ…

ଗଛରେ ପିଟିହେଲା ବସ୍‌, ୭ ଗୁରୁତର

ଜଳେଶ୍ୱର,୨୯ା୭: ବାଲେଶ୍ୱର ଜିଲା ବାଲିଆପାଳ-ବସ୍ତା ରାସ୍ତାର କୁଟୁରା ଛକ ନିକଟରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ପଲାସା-କଟକ, ପୁରୀ-କଟକ ପାସେଞ୍ଜର ବାତିଲ

ଭୁବନେଶ୍ୱର,୨୯।୭: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ରବିବାର ରାତି ପ୍ରାୟ ୧ଟା ୩୫ ମିନିଟ ସମୟରେ ଲାଇନ୍‌ଚ୍ୟୁତ ହୋଇଥିବା ନେଇ ରେଲୱେ…

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍, ଜଣେ ମୃତ

ଭୁବନେଶ୍ୱର,୨୯।୭: ସକାଳୁ ସକାଳୁ କାଉଡ଼ିଆଙ୍କ ଉପରେ ମାଡ଼ିଗଲା, ଜଣେ ମୃତ। ସାଲେପୁର ନିଶ୍ଟିନ୍ତକୋଇଲି ତହସିଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ବାବୁଜଙ୍ଗରୁ ୩୭ ଜଣ କାଉଡ଼ିଆ…

ଆଜିଠୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ

ଭବାନୀପାଟଣା,୨୮।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ କିଛି ଦିନର ନିରବତା ପରେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ସିପିଆଇ (ମାଓବାଦୀ)। ରବିବାରଠାରୁ ଅଗଷ୍ଟ ୩…

ଫୁଟ୍‌ବଲ ପଡ଼ିଆରେ ରକେଟ ମାଡ଼: ୧୨ ପିଲାଙ୍କ ମୃତ୍ୟୁ

ଜେରୁଜେଲମ୍‌,୨୮ା୭: ଇସ୍ରାଏଲ୍‌ ଅଧିକୃତ ଗୋଲାନ୍‌ ହାଇଟ୍ସର ଏକ ଫୁଟ୍‌ବଲ ପଡ଼ିଆରେ ଇରାନ୍‌ ସମର୍ଥତ୍ତ ହିଜବୁଲ୍ଲା ଆତଙ୍କବାଦୀମାନେ ରକେଟ୍‌ ମାଡ଼ କରିବାରୁ ୧୨ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ହିଜ୍‌ବୁଲ୍ଲା…

କିଏ ହେବେ ଆମେରିକାର ଆଗାମୀ ରାଷ୍ଟ୍ରପତି: ବାଇଡେନ୍‌ ନିର୍ବାଚନରୁ ହଟିବା ତାରିଖ କହିଥିବା ଜ୍ୟୋତିଷ କଲେ ବଡ଼ ଭବିଷ୍ୟବାଣୀ

ଓ୍ବାଶିଂଟନ,୨୮।୭: ଆଜିକାଲି ଆମେରିକାରେ ନିର୍ବାଚନ ତାତି ବଢିବାରେ ଲାଗିଛି। ବର୍ତ୍ତମାନର ରାଷ୍ଟ୍ରପତି ଜୋ ବିଡେନ ନିର୍ବାଚନ ରେସ୍‌ରୁ ଓହରିବା ପରେ କମଲା ହାରିସ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ…

ମନୁ ଭାକରଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି: ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ, ୨୮।୭: ପ୍ରଥମ ଭାରତୀୟ ମହିଳା ଭାବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ଶୁଟିଂ ଇଭେଣ୍ଟରୁ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।…

ସଫଳତାର ରାଜ୍‌ ଖୋଲିଲେ ମନୁ ଭାକର: କହିଲେ, ଏହି କାରଣରୁ ଜିତିଲି ପଦକ

ପ୍ୟାରିସ୍‌,୨୮ା୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି…

ଧମକ ଦେଲେ ଜଳବାୟୁ କର୍ମୀ ଓ୍ବାଙ୍ଗ୍‌ଚୁକ୍‌: ୨୮ ଦିନିଆ ଅନଶନରେ ବସିବେ

ନୂଆଦିଲ୍ଲୀ,୨୮ା୭:ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳର ସାମ୍ବିଧାନିକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯଦି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଆଲୋଚନା ପାଇଁ ନ ଡାକନ୍ତି,…