ଆଖିବୁଜି ଅତିଥି ଶିକ୍ଷକ ନିଯୁକ୍ତି

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତି ବରଗଡ଼ ଜିଲାରେ ହଇଚଇ ସୃଷ୍ଟି କରିଛି। ପ୍ରସଙ୍ଗ ନୂଆ ନ ହେଲେ ମଧ୍ୟ ଏହାକୁ ନେଇ ଜିଲା ଶିକ୍ଷା ବିଭାଗ…

ଚାରମାଳରେ ବଡ଼ଠାକୁର ପଡ଼ିଯିବା ଘଟଣା: ତଦନ୍ତ ଲାଗି ଗଠନ ହୋଇନାହିଁ କମିଟି

ପୁରୀ,୨୯ା୭: ପୁଣି ଭକ୍ତଙ୍କ ଭାବାବେଗ ସହିତ ଖେଳ। ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ବଡ଼ଠାକୁର ଚାରମାଳ ଉପରେ ପଡ଼ିଯିବା ଘଟଣା ଦେଶ ଦୁନିଆର ଅଗଣିତ ଶ୍ରଦ୍ଧାଳୁଙ୍କ ମନରେ…

ମୋତେ ହରେଇବ ଯଦି ୧୦ ଲକ୍ଷ ଡଲାର ଦେବି, ବାଇଡେନଙ୍କୁ କାହିଁକି ଏମିତି ଅଫର ଦେଇଥିଲେ ଟ୍ରମ୍ପ

ଓ୍ବାଶିଂଟନ,୨୯ା୭: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ନିଜକୁ ଦୂରେଇ ନେଇଛନ୍ତି। ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ…

ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ

କେନ୍ଦ୍ରାପଡ଼ା,୨୯ା୭ (ଜଗନ୍ନାଥ ଧଳ): ଜୈବ ବିବିଧତାଭରା ଜାତୀୟ ଉଦ୍ୟାନ ଭିତରକନିକା ଏବେ ନିଜର ମାନ ହରାଉଛି। ତଟକ୍ଷୟ, ଜଙ୍ଗଲ ଜମି ସମସ୍ୟା ଥିବାବେଳେ ସାମୁଦ୍ରିକ ଓ ଆଭ୍ୟନ୍ତର…

ଭଗବଦ ଗୀତାରୁ ମିଳିଥିଲା ପ୍ରେରଣା: ମନୁ ଭାକର

ପ୍ୟାରିସ୍‌,୨୯ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି…

ମାତୃତ୍ୱ ଅପେକ୍ଷାରେ ଭିତରକନିକାର ସୁନ୍ଦରୀ ମଲ୍ଲୀ

ରାଜନଗର,୨୯ା୭ (ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନର ଶୋଭାକୁ ଦ୍ୱିଗୁଣିତ କରୁଥିବା ୨୯ ବର୍ଷିଆ ଶଙ୍ଖୁଆ ମା’ ଧଳା କୁମ୍ଭୀର ମଲ୍ଲୀ ଚଳିତବର୍ଷ ପ୍ରଜନନ ଋତୁରେ ସାମିଲ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିବ କଂଗ୍ରେସ: ତାରା

ଭୁବନେଶ୍ୱର,୨୯ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସୋମବାର ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବାବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ…

୪୦ରୁ ଖସୁନି ଆଳୁ ଦର

ରସୁଲପୁର,୨୯ା୭ (ରଞ୍ଜିତ ରାଉତ): ରସୁଲପୁର ବ୍ଲକରେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ଦରକୁ କୃତ୍ରିମ ଭାବରେ ବୃଦ୍ଧି ନ…

ସ୍କୁଲ ନିକଟରେ କଳାପଥର ଖାଦାନ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବିଭିନ୍ନ କଳାପଥର ଖାଦାନରେ ଲଘୁ ଖଣିଜ ନୂତନ ସଂଶୋଧନ ଆଇନର ଉଲ୍ଲଂଘନ ନୂଆ କଥା ନୁହେଁ। ବିପୁଳ…

କାଜୁ ବଗିଚା, କ୍ଷେତ୍ରପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌

କୋରେଇ,୨୯।୭( ଚନ୍ଦ୍ରକାନ୍ତ ପତି): ରାଜ୍ୟରେ ମୃତ୍ତିକା ସଂରକ୍ଷଣ ବିଭାଗ ରେକର୍ଡ ସଂଖ୍ୟାରେ ଚାଷଜମିରେ କ୍ଷେତ୍ର ପୋଖରୀ ଏବଂ କାଜୁ ବଗିଚା ଆଦି ସୃଷ୍ଟି କରିଥିବା ମିଳିଥିବା ତଥ୍ୟରୁ…