ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା: ତତ୍କାଳୀନ ଆରଟିଓଙ୍କୁ ୩ ବର୍ଷ ଜେଲ

ବ୍ରହ୍ମପୁର,୨୯।୭(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଅରୁଣ କୁମାର ସାହୁ ସୋମବାର ଏକ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାର ଚୂଡାନ୍ତ ରାୟ ୨୨ବର୍ଷ ପରେ ପ୍ରକାଶ…

ନବୀନଙ୍କ ବୟାନ ପରେ ଗୃହରେ ହଙ୍ଗାମା, ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ ତାରା, ତା’ପରେ…

ଭୁବନେଶ୍ୱର,୨୯।୭: ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇ…

ମୋହନ ସରକାରଙ୍କ ନାଁରେ ଏମିତି ଅଭିଯୋଗ ଆଣି ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୯।୭: ବିଧାନସଭାରେ ବଜେଟ ଆଲୋଚନାବେଳେ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏଥର ବଜେଟ ଗେମ ଚେଞ୍ଜର ନୁହେଁ,…

ଫ୍ଲାଟ୍‌ କିଣିଲେ ଶାହରୁଖଙ୍କ ପୁଅ: ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ୍‌ର କିଙ୍ଗ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡେବ୍ୟୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କର ଡେବ୍ୟୁ ସିରିଜର ନାମ ହେଉଛି ‘ଷ୍ଟାରଡମ’। ତାଙ୍କ ସିରିଜ ରିଲିଜ…

ଏଥର କାହା ଫଟୋ ଦେଖାଇଲେ ରାହୁଲ, ଯାହାକୁ ନେଇ ସଂସଦରେ ଉଠିଲା ଝଡ

ନୂଆଦିଲ୍ଲୀ,୨୯।୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ସଂସଦରେ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀ…

ଟ୍ରେନରେ କଟି ଚାଲିଗଲା ମାନସିକ ରୋଗୀଙ୍କ ଜୀବନ

କେସିଙ୍ଗା,୨୯।୭(ତୁମେଶର ସାହୁ): କେସିଙ୍ଗା ରେଲୱେ ଷ୍ଟେଶନଠାରୁ ପ୍ରାୟ ୪ କି.ମି ଦୂରରେ ଟ୍ରେନରେ କଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲମ୍ବୋଦର…

ବ୍ୟକ୍ତିଗତ ଋଣ ପାଇଁ ସର୍ବାଧିକ ଋଣ ଯୋଗ୍ୟତା କିପରି ଯାଞ୍ଚ କରିବେ

ବ୍ୟକ୍ତିଗତ ଋଣ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବ୍ୟକ୍ତିଗତ ଋଣ ବିଭିନ୍ନ ପ୍ରୟୋଜନରେ ବ୍ୟବହୃତ ହୋଇପାରେ ଯେପରିକି ଋଣ ପରିଶୋଧ କରିବା, ଘର ଖର୍ଚ୍ଚ,…

କାଉଡିଆଙ୍କୁ ଚାପୁଡା ମାରିବା ପୋଲିସକୁ ପଡ଼ିଲା ମହଙ୍ଗା

ଜୟପୁର,୨୯।୭: ରାଜସ୍ଥାନର ଜୟପୁରର ସାମ୍ବର ପୋଲିସ ଷ୍ଟେସନ ଅଞ୍ଚଳରେ କାଉଡିଆଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ଅଧୀକ୍ଷକ ଶାନ୍ତନୁ କୁମାର…

ରାଶିଫଳ: ମଙ୍ଗଳବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜି ଧନ ସ୍ଥାନରେ ଚନ୍ଦ୍ର ମଙ୍ଗଳ ଯୋଗରୁ ହାତ ଖାଲି ରହିବନାହିଁ। କିନ୍ତୁ ଛୋଟ ଛୋଟ କଥାକୁ ନେଇ ବନ୍ଧୁଙ୍କ ଭୁଲ୍‌ ବୁଝାମଣା ଓ ବେଖାତିର…

ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ରାଞ୍ଚି,୨୯।୭: ସୁପ୍ରିମକୋର୍ଟରୁ ଝଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହେମନ୍ତ ସୋରେନଙ୍କ ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ସୁପ୍ରିମକୋର୍ଟ ଇଡିଙ୍କ…