‘ରାହୁଲ ଗାନ୍ଧୀ ଟ୍ୟୁଶନ ନେବା ଆବଶ୍ୟକ’, କାହିଁକି ଏମିତି କହିଲେ ଧମେନ୍ଦ୍ର, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୭: ସୋମବାର ଲୋକ ସଭାରେ ଭାଷଣ ଦେବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଲୋକ ସଭାରେ ବିରୋଧୀଦଳର…

୩ କି.ମି. ଭାରରେ ବୁହାହୋଇ ହସ୍ପିଟାଲ ଗଲେ ରୋଗୀ

ଦଶମନ୍ତପୁର,୨୯।୭(ଅରବିନ୍ଦ ନାୟକ): ଗ୍ରାମକୁ ଆସିପାରିଲାନି ଆମ୍ବୁଲାନ୍ସ। ୩ କି.ମି. ଭାରରେ ବୁହାହୋଇ ଡାକ୍ତରଖାନା ଗଲେ ରୋଗୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର…

ଟ୍ରାକ୍ଟର ଚକା ତଳେ ଚାଲିଗଲା ଠିକାଦାରଙ୍କ ଜୀବନ

ବ୍ରହ୍ମପୁର,୨୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ଆସ୍କାରୋଡ ତଲୁକା ଛକରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଧକ୍କା ଦେଇ ମାଡିଯିବାରୁ ଜଣେ ଯୁବ ଠିକାଦାରଙ୍କ…

ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଟେନସନ ବଢାଇଲେ ଶିନ୍ଦେ

ମୁମ୍ବାଇ,୨୯।୭: ଆସନ୍ତା କିଛି ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ନିଜସ୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି…

ଆଇଫୋନର ଦାମ୍‌ କମାଇଲା ଆପଲ, ଜାଣନ୍ତୁ ଏବେ କେତେ ଟଙ୍କାରେ କିଣିପାରିବେ

ନୂଆଦିଲ୍ଲୀ,୨୯।୭: ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ମାର୍ଟଫୋନରେ ମୌଳିକ କଷ୍ଟମ ଡ୍ୟୁଟି ୨୦ରୁ ୧୫ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ସ୍ମାର୍ଟଫୋନର…

ମ୍ୟାଚ୍‌ ହାରୁହାରୁ ଅଳ୍ପକେ ରକ୍ଷା: ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ୧-୧ରେ ଡ୍ର

ପ୍ୟାରିସ,୨୯।୭: ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଖେଳାଯାଇଥିବା ହକି ପୁରୁଷ ପୁଲ-‘ବି’ର ଦ୍ୱାଦଶ ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ୧-୧ରେ ଡ୍ର ହୋଇଛି। ଫଳରେ ଅଲିମ୍ପିକ୍ସରେ ଦ୍ୱିତୀୟ ମ୍ୟାଚ୍‌ ହାରୁହାରୁ…

ସୋମବାର ସ୍କୁଲ ଆସିଲେନି ଶିକ୍ଷୟିତ୍ରୀ, ଶିକ୍ଷକ

ମୋରଡା,୨୯।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ଶିକ୍ଷାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି l ସମ୍ପକ୍ତ ବ୍ଲକ ଅଧୀନ ଗଡିଗାଁ ପଞ୍ଚାୟତର ଡେଙ୍ଗାଶୋଳ ପ୍ରାଥମିକ…

ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା

ଭୁବନେଶ୍ୱର,୨୯।୭: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତା ତାରା ବାହିନୀପତି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଥିବା ସୂଚନା ମିଳିଛି। ପ୍ରଥମେ…

ରତ୍ନଭଣ୍ଡାରକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ କମିଟି ସଦସ୍ୟ: କହିଲେ, ସନ୍ଦେହ ବଢୁଛି

ଭୁବନେଶ୍ୱର,୨୯।୭: ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ…

ପ୍ରବଳ ବର୍ଷା ନେଇ ଆସନ୍ତାକାଲି ୫ ଜିଲାକୁ ୟେଲୋ ୱାର୍ନିଂ, ସତର୍କ ରହିବାକୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୭: ପ୍ରବଳ ବର୍ଷା ନେଇ ଆସନ୍ତାକାଲି ୫ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ସେହି ଜିଲାଗୁଡିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ…