ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ

ଟୋକିଓ,୩୦ା୮: ଜାପାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବିବାହିତ ଝିଅମାନଙ୍କୁ ଟଙ୍କା ଦିଆଯିବା ସହ ସହର ଛାଡ଼ି ଗାଁକୁ ଯାଇ ବିବାହ କରିବାକୁ ସରକାର ପରାମର୍ଶ…

ମାଡିଆସୁଛି ବାତ୍ୟା ‘ଆସ୍‌ନା’: ରଚିବ ତାଣ୍ଡବ, ୧୪ ବର୍ଷ ପରେ…

ନୂଆଦିଲ୍ଲୀ,୩୦।୮: ବନ୍ୟା ଓ ବର୍ଷା ସହ ସଂଘର୍ଷ କରୁଥିବା ଗୁଜରାଟ ଉପରେ ଆଉ ଗୋଟିଏ ବିପଦ ମାଡିଆସୁଛି। ଅଗଷ୍ଟ ମାସରେ ଏକ ବିରଳ ପାଣିପାଗ ବିଜ୍ଞାନ ଘଟଣାରେ…

ଓ୍ବାଇଏସଆର କଂଗ୍ରେସକୁ ବଡ଼ ଝଟ୍‌କା: ରାଜ୍ୟ ସଭାରୁ ୨ଜଣ ଏମପିଙ୍କ ଇସ୍ତଫା, ଟିଡିପି-ଭାଜପା ଯୋଗାଯୋଗରେ ୮ଏମପି!

ଅମରାବତୀ,୩୦।୮: ଓ୍ବାଇଏସଆର କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦଳରୁ ୨ଜଣ ରାଜ୍ୟ ସଭା ଏମପି ଇସ୍ତଫା ଦେଇଛନ୍ତି। ଜଗନ ମୋହନ ରେଡ୍ଡୀ ନେତୃତ୍ୱଙ୍କ ପାର୍ଟିର ୨ଜଣ ଏମପି…

ଭଙ୍ଗା ଘରେ ବିତୁଛି ଜୀବନ

ଖପ୍ରାଖୋଲ,୩୦ା୮(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁରେ ମହେଶ୍ୱର ବକୁଳ(୬୫)ଙ୍କ ଘର। ପରିବାର କହିଲେ ସ୍ତ୍ରୀ ଜୟନ୍ତୀ ଓ ଝିଅ ପୁଷ୍ପାଞ୍ଜଳୀ…

ରକୁଲଙ୍କ ସହ ରୋମାନ୍ସ କରିବେ ଅଜୟ ଦେବଗନ

ମୁମ୍ବାଇ:ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନ୍‌ ସମ୍ପ୍ରତି ନିଜର ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‌ ଦେ ୨’ ଏବଂ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’କୁ ନେଇ ଚର୍ଚ୍ଚାରେ…

ଆଜି ଏସବୁ ଜିଲାରେ ସ୍କୁଲ ଛୁଟି

କୋରାପୁଟ,୩୦।୮: ଆଜି କୋରାପୁଟ ଜିଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲାପାଳ ସମସ୍ତ ସ୍କୁଲ ସମେତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।…

ଅଡିଟ ବେଳେ ନକଲି ସୁନା ବନ୍ଧକ ଧରାପଡ଼ିଲା

ଲୋଇସିଂହା,୩୦।୮(ସୁଶାନ୍ତ ବାରିକ): ନକଲି ସୁନା ବନ୍ଧକ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ନାମରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା…

ଧନୀ ଅଭିନେତା ଶାହରୁଖ୍‌: ମୋଟ ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ‘ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୪’ର ଧନୀ ଭାରତୀୟ ଅଭିନେତାଙ୍କ ତାଲିକାରେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ୭,୩୦୦ କୋଟିର…

୭ ହଜାର ଫୁଟ ଉଚ୍ଚରୁ ଡେଇଁ ଜନ୍ମଦିନ ପାଳିଲେ

ଲଣ୍ଡନ: ସାଧାରଣତଃ ସମସ୍ତେ ନିଜର ଜନ୍ମଦିନକୁ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି। ଅଧିକାଂଶ ଲୋକ ନିଜର ବୟସ, ଖର୍ଚ୍ଚ, ପାରିବାରିକ ସ୍ଥିତି ଆଦି ଦେଖି ନିଜ ନିଜର…

ବ୍ୟବସାୟିକ ପରିବାରରୁ ଆସି ଜନପ୍ରତିନିଧି…ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଶତ୍ରୁଘ୍ନ ଜେନା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…