ପ୍ୟାରିସ ପାରାଲିମ୍ପିକ୍ସରେ ୧୬ ବର୍ଷିଆ ଶୀତଲ ଦେବୀ ରଚିଲେ ଇତିହାସ, ଭାରତକୁ ଦେଇପାରନ୍ତି ସ୍ବର୍ଣ୍ଣ

ପ୍ୟାରିସ,୩୦।୮: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ କେବଳ ନିଜର ଶ୍ରେଷ୍ଠ…

ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ମୁହାଁଉଛି ଏହି ସାଟେଲାଇଟ୍‌, ଜାଣନ୍ତୁ କେଉଁଠାରେ ଖସିବ

ବ୍ରୁଶ୍‌ଲେସ୍‌,୩୦ା୮: ୟୁରୋପୀୟ ସ୍ପେସ୍‌ ଏଜେନ୍ସି (ESA)ର ଏକ ପୁରୁଣା ସାଟେଲାଇଟ୍‌ ବା ଉପଗ୍ରହ ପୃଥିବୀ ଆଡ଼କୁ ଗତି କରୁଛି। ଏହି ପୁରୁଣା ଉପଗ୍ରହର ପୃଥିବୀ ବାୟୁମଣ୍ଡଳରେ ପୁନଃ…

ଏଲନ ମସ୍କଙ୍କୁ ବଡ଼ ଆଶ୍ୱସ୍ତି: ଜିତିଲେ କେସ୍‌

କାଲିଫର୍ନିଆ,୩୦।୮: ଟେସ୍‌ଲା ତଥା ଏକ୍ସ ମାଲିକ ଏଲନ ମସ୍କଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସେ ଏବଂ ତାଙ୍କ ବୈଦ୍ୟୁତିକ ଯାନ କମ୍ପାନୀ ଟେସଲା ଏକ ମୋକଦ୍ଦମା…

ଆସିଲା ବଡ଼ ଅପଡେଟ୍‌: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଖେଳିବେ ନା ନାହିଁ, ଜାଣନ୍ତୁ କ’ଣ କହିଲେ ମାଲିକ

ନୂଆଦିଲ୍ଲୀ, ୩୦।୮: ଆସନ୍ତା ବର୍ଷ ଆଇପିଏଲ ୨୦୨୫ର ଆୟୋଜିତ ହେବ, କିନ୍ତୁ ଏହାପୂର୍ବରୁ ସମସ୍ତେ ଉତ୍ସାହର ସହିତ ମେଗା ନିଲାମକୁ ଅପେକ୍ଷା କରିଛନ୍ତି। ମେଗା ନିଲାମରେ ବହୁ…

ଦିଲ୍ଲୀରେ ଚହଳ: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଲେ ଡଜନରୁ ଅଧିକ ଭାଜପା-ଏଏପି ନେତା

ନୂଆଦିଲ୍ଲୀ,୩୦।୮: ଆଗାମୀ ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନୀ ଋତୁକୁ ଆଖି ଆଗରେ ଦେଖି ଦଳବଦଳ ଏବେଠୁ ଆରମ୍ଭ ହୋଇଯାଇଛି। ଗୁରୁବାର ଭାଜପା…

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୩୦।୮(ବାଞ୍ଛାନଧି ଦେ/ ରବୀନ୍ଦ୍ର ମହାକୁଡ): ବାଲେଶ୍ୱର ଜିଲା ଡିଇଓ ଅଫିସର କାର୍ଯ୍ୟରତ କନିଷ୍ଠ କିରାଣି ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘର…

ଖୋଲା ଖଣି ପାଲଟିଛି ମରଣଯନ୍ତା

ବେଗୁନିଆ,୩୦।୮(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରୁଛନ୍ତି।…

ବିନାଶ ଘଟାଇଲା ବାତ୍ୟା ‘ଶାନ୍‌ଶାନ୍‌’: ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ

ଟୋକିଓ,୩୦।୮: ବାତ୍ୟା ‘ଶାନ୍‌ଶାନ୍‌’ ଜାପାନରେ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର…

ଜସପ୍ରୀତ ବୁମ୍‌ରାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦ୍ରୁତ ବୋଲର ନେଲେ ସନ୍ୟାସ, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୩୦।୮: ଗୋଟିଏ ପରେ ଗୋଟିଏ ଭାରତୀୟ ଖେଳାଳି ଅବସର ଘୋଷଣା କରୁଥିବା ଦେଖାଯାଉଛି। ନିକଟରେ ଶିଖର ଧାୱନ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ଜସପ୍ରୀତ ବୁମ୍‌ରାଙ୍କ ସହ…

ଜେଲ୍‌ରେ ଇମ୍ରାନ ଖାନ୍‌ଙ୍କ ଜୀବନ ପ୍ରତି ବିପଦ: ପିଟିଆଇ ଆଣିଲା ସାଂଘାତିକ ଅଭିଯୋଗ

ଇସଲାମାବାଦ୍‌,୩୦।୮:ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ। ଇମ୍ରାନ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ଦାବି କରିଛି ଯେ, ରାୱଲପିଣ୍ଡିର ଆଡିଆଲା ଜେଲରେ…