ଏହି ଦିନ ସାତ ଜନମର ସାଥୀ ହେବେ ନାଗା-ଶୋଭିତା: ଚାଲିଛି ଗ୍ରାଣ୍ଡ୍‌ ପ୍ରସ୍ତୁତି

ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଖୁବ ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ଶୋଭିତା ଧୁଲିପାଲାଙ୍କୁ ସାତ ଜନମର ସାଥୀ କରିବାକୁ ଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ବିବାହକୁ ନେଇ…

ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ, ଘଟଣାସ୍ଥଳରେ ଉତ୍ତେଜନା: ପୋଲିସ ଫୋର୍ସ ମୁତୟନ

କେନ୍ଦୁଝର,୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଦୈତାରୀ ଲୁହାପଥର ଖଣିରେ ଲୋଡିଂ ଟୋକନ ବଣ୍ଟନକୁ ନେଇ ଦୁଇ ଟ୍ରକ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା…

ରାଶିଫଳ: ମଙ୍ଗଳବାର, ନଭେମ୍ବର ୫ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରର ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝାମେଲା ମଧ୍ୟରେ ସମ୍ପନ୍ନ ହେବ। ବ୍ୟବସାୟ, ବାଣିଜ୍ୟ, ଯୋଗାଯୋଗ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ।…

କାହା ନାଁରେ ବାଜିବ ମୋହର? କିଏ ହେବେ ପିସିସି ସଭାପତି: କଂଗ୍ରେସର ବରିଷ୍ଠ ନେତା କହିଲେ …

ଭୁବନେଶ୍ୱର,୪।୧୧:  ରାଜ୍ୟ କଂଗ୍ରେସର ପିସିସି ସଭାପତିକୁ ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ମହମ୍ମଦ୍‌ ମୋକିମ, ଶ୍ରୀକାନ୍ତ କିମ୍ବା ଜୟଦେବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ…

୨ବର୍ଷ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ: ଅସୁବିଧାରେ ୭୫ ପରିବାର

ଥୁଆମୂଳ ରାମପୁର, ୪।୧୧(ଦୁର୍ଗା କୀର୍ତ୍ତି): ଦୀର୍ଘ ଦୁଇ ବର୍ଷ ହେବ ଅଚଳ ହୋଇପଡିଛି ସୋଲାର ଜଳ ଅମଳ ପ୍ରକଳ୍ପ। ବର୍ତ୍ତମାନ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି…

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି ।…

ସଞ୍ଜ ହେଲେ ଚାଷ ଜମିରେ ବାର୍‌ହା ପଲ

ପାରଳାଖେମୁଣ୍ଡି,୪ା୧୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅଧୀନ ଜଙ୍ଗଲପାଡୁ, ଉତ୍ତରସେଲି, ବଡନିଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୁରାଣ୍ଡି, ମହାଦେଈପୁର, ଗୋଲା ଗାଁ ଆଦି ଅଞ୍ଚଳରେ ଦିନକୁ ଦିନ…

ଜୟ ଶାହାଙ୍କ ପରେ କିଏ ହେବେ ବିସିସିଆଇର ପରବର୍ତ୍ତୀ ସଚିବ, ସାମ୍ନାକୁ ଆସିଲା ନାଁ

ନୂଆଦିଲ୍ଲୀ,୪।୧୧: ଜୟ ଶାହା ଆଇସିସିର ଚେୟାରମ୍ୟାନ ହୋଇଛନ୍ତି ଏବଂ ସେ ତାଙ୍କ କାର୍ଯ୍ୟକାଳ ଡିସେମ୍ବର ୨ ତାରିଖରୁ ଆରମ୍ଭ କରିବେ। ବର୍ତ୍ତମାନ ସୁଦ୍ଧା ଜୟ ଶାହା ବିସିସିଆଇର…

ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ,୪।୧୧: ଆମେରିକୀୟ ଦୁର୍ବଳତାର ଫାଇଦା ନେଇ ଅନ୍ୟ ଏସୀୟ ବଜାର ଲାଭାନ୍ବିତ ହୋଇଥିବା ବେଳେ କ୍ଷତିର ସମ୍ମୁଖୀନ ହୋଇଛି ଭାରତୀୟ ଟଙ୍କା। ସ୍ଥାନୀୟ ଷ୍ଟକରୁ କ୍ରମାଗତ ଭାବେ…

ପୁଣି ବିବାହ କଲେ ସନ୍ନି ଲିଓନି: ଜାଣନ୍ତୁ ତାଙ୍କ ସ୍ବାମୀ କିଏ

ବଲିଉଡର ‘ବେବି ଡଲ’ ସନ୍ନି ଲିଓନି ତାଙ୍କ ବୋଲ୍ଡ ଲୁକ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଦ୍ୱିତୀୟ ବିବାହ କରି ଆଲୋଚନାର କେନ୍ଦ୍ରବିନ୍ଦୁ…