ମୋଦିଙ୍କ ବୟାନକୁ ନେଇ ଖାର୍ଗେ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୩୧।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ୍ବାନ ନେଶନ ଓ୍ବାନ ଇଲେକ୍ସନର ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ ଏହା…

ପୁରୀରେ ବାଣ ବସ୍ଫୋରଣ: ୩ ଗୁରୁତର

ପୁରୀ,୩୧।୧(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ…

ଅନନ୍ତ ଅମ୍ବାନୀଙ୍କ ବଡ ହୃଦୟ! ୩ ଆଫ୍ରିକୀୟ ହାତୀଙ୍କୁ ଦେଲେ ନୂଆ ଜୀବନ

ମୁମ୍ବାଇ,୩୧।୧୦: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରତି ଥିବା ପ୍ରେମ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା। ବର୍ତ୍ତମାନ ସେ ତିନି ହାତୀକୁ…

ମାର୍ଶାଲଆର୍ଟ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଖେଳାଳି ମନୋନୀତ

ଅନୁଗୋଳ ଅଫିସ,୩୧।୧୦(ମାନସ ବିଶ୍ୱାଳ): ଅନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଜବେଗିସ୍ଥାନରେ ନଭେମ୍ବର ୨ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ ଓଡ଼ିଶାରୁ…

ଓଡ଼ିଶା: ଆଜିର ଫଟୋ ( ୩୧ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ସତ୍ୟନଗର ଠାରେ ମା କାଳୀଙ୍କ ପୂଜା ଭକ୍ତଙ୍କ ଭିଡ ଲାଗିରହିଛି ଖାନଗର ଦକ୍ଷିଣ କାଳୀ ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି

ଦୀପାବଳିରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ

ନୀଳଗିରି,୩୧।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଦୀପାବଳିରେ ଆସିଲା ଏକ ଖୁସି ଖବର। ବର୍ଷା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ରୁ…

କଂଗ୍ରେସ ନେତାଙ୍କୁ ଡେଟ କରୁଛନ୍ତି ସାରା? ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ କିଛି ନା କିଛି କାରଣକୁ ନେଇ ହେଡଲାଇନରେ ରହିଥାଆନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ…

IPL 2025 Retention List: ଫ୍ରାଞ୍ଚାଇଜ ଜାରି କଲେ ଲିଷ୍ଟ, ବାହାରିଲେ ପନ୍ତ, ଆୟର

ନୂଆଦିଲ୍ଲୀ,୩୧।୧୦: ସମସ୍ତ ଦଳ ଆଇପିଏଲ ୨୦୨୫ ପାଇଁ ସେମାନଙ୍କର ରିଟେନସନ ଲିଷ୍ଟ ପ୍ରକାଶ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କୁ ରିଟେନ କରି…

ଦୀପାବଳିରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ

କେନ୍ଦୁଝର,୩୧।୧୦: ଆଜି ଆଲୋକର ପର୍ବ ଦିପାବଳି। ସବୁଟି ଉତ୍ସବର ମାହୋଲ। ଏଭଳିସ୍ଥିତିରେ କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ରାଜାବସା ନିକଟରେ ଏକ…

ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ

ବୋକାରୋ,୩୧।୧୦: ଆଲୋକର ପର୍ବ ଦୀପାବଳି ଅବସରରେ ଝାଡ଼ଖଣ୍ଡରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ବୋକାରୋର ମାରଗା ପୋଲ ନିକଟରେ ବାଣ ଦୋକାନରେ ଏକ ଭୟଙ୍କର…