ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି: ତ୍ୱରିତ ସମାଧାନ କର, ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ, ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୬।୨: ଜନଶୁଣାଣି ପାଇଁ ଦାଖଲ ହେଉଥିବା ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାର କାର୍ଯ୍ୟକାରିତା…

ଗାଁକୁ ଆସିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା: ଜଣେ ମୃତ ୪ ଗୁରୁତର

ଖଜୁରୀପଡ଼ା,୬।୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଞ୍ଚଳର ୫ଜଣ ଯୁବକ ଏକ୍‌ କାର(ନଂ.ଓଡ଼ି୦୨ଇ-୪୧୭୪) ଯୋଗେ ଚାରିଛକରୁ ନିଜ ଗାଁକୁ ଆସୁଥିଲେ। ହେଲେ ବୌଦ୍ଧ ଜିଲା ପୁରୁଣାକଟକ…

କେଜ୍‌ରିୱାଲଙ୍କ ନିଦ ହଜାଇଲା ଏକ୍‌ଜିଟ ପୋଲ, ୨୦୧୫ରେ ସତ ହୋଇଥିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ସମ୍ପର୍କରେ ଆଜିର ଚାଣକ୍ୟର ଏକଜିଟ ପୋଲ ମଧ୍ୟ ସାମ୍ନାକୁ ଆସିଛି, ଯାହା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନିଦ ଉଡାଇଦେଇଛି। ଚାଣକ୍ୟର ଏକଜିଟ…

ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନାଙ୍କୁ ମିଳିଲା ହତ୍ୟା ଧମକ, ଅଧ ରାତିରେ ଫୋନ୍ କରି କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଜୟଦେବ ଜେନାଙ୍କୁ ଦିଆଯାଇଥିବା ହତ୍ୟା ଧମକ ଉପରେ ଗଭୀର…

ଆକ୍ସନରେ ତହସିଲଦାର: ପିଚୁ ପ୍ଲାଣ୍ଟକୁ କଲେ ସିଲ୍‌

ଭବାନୀପାଟଣା,୬।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ତହସିଲଦାର ଶୁଭସ୍ମିତା ମିଶ୍ରଙ୍କୁ ଗୁରୁବାର ଆକ୍ସନ ମୋଡରେ ଦେଖିବାକୁ ମିଳିଛି। ଭବାନୀପାଟଣା ତହସିଲ ଅଧୀନ ଛତିକୁଡ଼ାରେ ଗତ ଦେଢବର୍ଷ…

ଭାରତରୁ ବଡ଼ ଘୋଷଣା କଲେ ଶେଖ ହାସିନା, ଫେସ୍‌ବୁକ ପେଜ୍‌ରେ…, ବାଂଲାଦେଶରେ ହଇଚଇ

ଢାକା,୧୬।୨: ବାଂଲାଦେଶରେ ବ୍ୟାପକ ଅଶାନ୍ତି ମଧ୍ୟରେ ଦେଶର ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତରୁ ତାଙ୍କ ଦଳ ଆୱାମୀ ଲିଗର କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଶେଖ…

ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଲେ ୪ ମାଓବାଦୀ

ମାଲକାନଗିରି,୬ା୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ପୋଲିସ ଦୁଇଟି ସ୍ଥାନରୁ ୪ ମାଓବାଦୀଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଚିନ୍ତାଗୁଫା ପୋଲିସ ଡିଆର୍‌ଜି ବାହିନୀ…

ନକ୍ସଲ ନାଁରେ ସରକାରୀ କର୍ମଚାରୀଙ୍କୁ ମାଗୁଥିଲେ ଟଙ୍କା: ଧରାପଡ଼ିଲେ ୨ ଅଭିଯୁକ୍ତ

କୋରାପୁଟ/ ନାରାୟଣପାଟଣା,୬।୨(ଅମିତାଭ ବେହେରା / ରାଜକିଶୋର ଜେନା ): ନକ୍ସଲ ନାମରେ ସରକାରୀ କର୍ମଚାରୀଙ୍କୁ ଆରଟିଆଇ ଜରିଆରେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା। ଗୁରୁବାର ନାରାୟଣପାଟଣା ଥାନା…

ନିଯୁକ୍ତି ପାଇବେ ୨୭୬୭ ଜଣ ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ, ମୁଖ୍ୟମନ୍ତ୍ରୀ କରିବେ…

ଭୁବନେଶ୍ୱର, ୬।୨: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହିକ୍ରମରେ ଭୁବନେଶ୍ବର…

ଜନ୍ମମାଟିରେ ବିଏସ୍‌ଏଫ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଛତ୍ରପୁର,୬।୨(ଦିଲୀପ ସାମଲ): ବିଏସ୍‌ଏଫ ଯବାନ କେ.ସୋମନାଥଙ୍କ ଗୁରୁବାର ଜନ୍ମମାଟି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବାଳକୃଷ୍ଣପୁର ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ବାଟାଲିଅନ ୟୁନିଟ୍‌…