Delhi Exit Poll: ଦିଲ୍ଲୀ ଦଙ୍ଗଲରେ ଇଏ କରିବେ ବାଜିମାତ୍‌, ମିଳିଲା ବଡ଼ ସଙ୍କେତ

ନୂଆଦିଲ୍ଲୀ,୫।୨: ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ନା ନରେନ୍ଦ୍ର ମୋଦିଙ୍କ ଭାଜପା... କିଏ ଦଖଲ କରିବ ଦିଲ୍ଲୀ ଚୌକି। ଦିଲ୍ଲୀ ବିଧାନସଭାର ୭୦ଟି ଆସନରେ କିଏ…

ଚେନ୍ନାଇରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଛୁରୀ ଦେଖାଇ ଚଳନ୍ତା ଅଟୋରେ ଯୌନ ନିର୍ଯାତନା

ଚେନ୍ନାଇ,୫ା୨: ସୋମବାର ବିଳମ୍ବିତ ରାତିରେ ଚେନ୍ନାଇରେ ଏକ ଚଳନ୍ତା ଅଟୋରିକ୍ସାରେ ଜଣେ 18 ବର୍ଷୀୟ ପ୍ରବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ କହିଛି…

ଗାଁ ଉନ୍ନତି ହେଲେ ଦେଶର ବିକାଶ ଅଗ୍ରଗତି ହେବ

ଚନ୍ଦାହାଣ୍ଡି,୫ା୨(ଦିଲ୍ଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଗାଁ ମାଟିରୁ ହିଁ ପ୍ରକୃତ ବିକାଶ…

ଶକ୍ତିଶାଳୀ ଦେଶ ଆମେରିକାରେ ଚୋରି ହୋଇଗଲା ଲକ୍ଷେ ଅଣ୍ଡା, ଟେନଶନରେ ଟ୍ରମ୍ପ

ଓ୍ବାଶିଂଟନ୍‌,୫।୨: ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ପରେ ମଧ୍ୟ, ଏଠାକାର ଲୋକମାନେ ଅଣ୍ଡାକୁ ନେଇ ଚିନ୍ତିତ। ଏପରିକି ଅଣ୍ଡା ଚୋରିର ମାମଲା ମଧ୍ୟ ସାମ୍ନାକୁ…

ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକୋ

ତୁମୁଡ଼ିବନ୍ଧ,୫ା୨(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି। ତୁମୁଡିବନ୍ଧସ୍ଥିତ ବୁଡ଼ାପଡ଼ା ଗ୍ରାମର ସୂର୍ଯ୍ୟ ନାୟକ ନାମକ…

ରୋହିତ ଶର୍ମାଙ୍କୁ BCCIର ନିର୍ଦ୍ଦେଶ: ଚାମ୍ପିଅନ୍ସ ଟ୍ରଫି ପରେ ଭବିଷ୍ୟତ ଯୋଜନା ସ୍ପଷ୍ଟ କର

ମୁମ୍ବାଇ,୫ା୨: ଭାରତର ଏକଦିବସୀୟ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ତାଙ୍କର ଭବିଷ୍ୟତ ଯୋଜନା…

କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ମାରିଦେବାକୁ ଧମକ, ଜାଣନ୍ତୁ ଧମକ ଶୁଶୁଶୁଣୁ ଅଭିଯୁକ୍ତଙ୍କୁ  କ’ଣ କହିଲେ ଜୟଦେବ

ଭୁବନେଶ୍ୱର,୫।୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଧମକ ଦିଆଯାଇଛି। ୫୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦିଆଯାଛି। ଏ ନେଇ ନିଜେ ଜୟଦେବ…

ମାତ୍ର ଏତିକି ଟଙ୍କା ଦେଲେ ବର୍ଷସାରା ଟୋଲ୍‌ ଛାଡ, ଲାଇଫଟାଇମ ପାସ୍‌ ପାଇଁ ଖର୍ଚ୍ଚ କରିବେ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର। ସରକାର ଖୁବଶୀଘ୍ର ମଧ୍ୟବିତ୍ତ ପରିବାର ଏବଂ ଗାଡ଼ି…

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ମେଡିକାଲ ଯିବା ପୂର୍ବରୁ କନ୍ୟା ସନ୍ତାନ ପ୍ରସବ କଲେ ମହିଳା

ରାୟଗଡ଼ା,୫ା୨(ଆଶିଷ ରଞ୍ଜନ ପଣ୍ଡା): ଗାଁକୁ ରାସ୍ତା ନାହିଁ। ଫଳରେ ୧ କିମି ଷ୍ଟ୍ରେଚରରେ ବୁହା ହୋଇଯିବା ପରେ ୨୨ କିମି ଆମ୍ବୁଲାନ୍ସରେ ମେଡିକାଲ ଗଲେ ଗର୍ଭବତୀ। ହେଲେ…

ରାଶିଫଳ: ଗୁରୁବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ବନ୍ଧୁ ସମ୍ପର୍କ ମଧ୍ୟରେ ବୈବାହିକ ସମ୍ବନ୍ଧ କିମ୍ବା ବ୍ୟବସାୟିକ ଅଂଶୀଦାର ସମ୍ପର୍କିତ ଆଲୋଚନା କରିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ଅସୁସ୍ଥତାବଶତଃ କେତେକ…