ବାହାଘର ସାରି ଫେରୁଥିଲେ: କାର-ଟ୍ରକ୍‌ ମୁହାଁମୁହିଁ ଧକ୍କା, ବରକନ୍ୟା ଗୁରୁତର

ଜମନକିରା, ୭।୨(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ପିଇଟି କଲେଜ ପାଖରେ ଶୁକ୍ରବାର ଏକ…

କିଏ କବାଟ ତ କିଏ ଲୁଟି ନେଉଛି ଇଟା…ୟୁନୁସ୍‌ଙ୍କ ଚେତାବନୀ ସତ୍ତ୍ୱେ ଶେଖ ମୁଜିବୁର ରେହମାନଙ୍କ ଘରୁ ଲୁଟ୍‌ପାଟ୍‌ ଜାରି

ଢାକା,୭।୨:ବାଂଲାଦେଶର ଧାନମଣ୍ଡିର ରୋଡ୍‌ ୩୨ରେ ଅବସ୍ଥିତ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ଘର ଏକ ଭୂତକୋଠିରେ ପରିଣତ ହୋଇଗଲାଣି। ପୋଡ଼ାଜଳା ଏବଂ ଲୁଟପାଟ ପରେ ଲୋକମାନେ…

ଇଟାଭାଟି ମାଲିକଙ୍କ ଜୁଲମ୍‌: ଖାଇବାକୁ ନ ଦେଇ ପିଠିରେ ବାଜୁଛି ପାହାର: ପୁଅକୁ ଫେରାଇ ଆଣିବାକୁ ମା’ଙ୍କ…

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ପେଣ୍ଡରାବନ ଗାଁର ୨ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ନିର୍ଯାତନାର ଶିକାର ହେଉଥିବା ନେଇ ଶୁକ୍ରବାର ଜିଲା…

ଉଦ୍‌ଯାପିତହେଲା ସିମନବାଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ: ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ

ଦାରିଙ୍ଗବାଡ଼ି,୭ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକଙ୍କ…

IND Vs ENG: ଖେଳାଳିଙ୍କୁ ପରଷାଯିବ ଓଡ଼ିଆ ଖାଦ୍ୟ, ଦେଶୀ ଚିକେନ୍‌କୁ, ଡାଲମା, ମାଛ ତରକାରୀ…

ଭୁବନେଶ୍ୱର,୭।୨: ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ବାରବାଟୀରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ଇଂଲଣ୍ଡ । ରବିବାର ଦିନିକିଆ ଲଢ଼େଇ ପାଇଁ ଆଜି ଭୁବନେଶ୍ବରରେ…

ଗିରଫ ହେଲେ କୋଟିପତି ସରକାରୀ ବାବୁ

ମାଲକାନଗିରି,୭।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ। ଶାନ୍ତନୁଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଇଛି। ଆୟବହିର୍ଭୁତ ସମ୍ପତ୍ତି ୧ଟି ବହୁମହଲା…

ଟ୍ରକ ମଡ଼ାଇ ୨ ଭାଜପା ନେତାଙ୍କୁ କରାଯାଇଥିଲା ହତ୍ୟା: ଅଭିଯୁକ୍ତଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ସମ୍ବଲପୁର,୭।୨: ଟ୍ରକ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ ଶୁକ୍ରବାର ୨ ଦିନିଆ…

Post Office Scheme: ମାତ୍ର ୧୦୦୦ଟଙ୍କା ନିବେଶ କଲେ ମାସକୁ ମିଳିବ ୨୫ହଜାର ଟଙ୍କା, ଏହି ସ୍କିମ୍‌ କରିବ ମାଲାମାଲ୍‌

ଆପଣ ପ୍ରତି ମାସରେ ୨୫ହଜାର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ଡାକ ବିଭାଗର ଏହି ଦମଦାର ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ମାତ୍ର…

୧୨-୧୩ ଫେବୃଆରୀରେ ଆମେରିକା ଗସ୍ତ କରିବେ ମୋଦି, ଜାଣନ୍ତୁ କେବେ ଭେଟିବେ ଟ୍ରମ୍ପଙ୍କୁ

ନୂଆଦିଲ୍ଲୀ,୭।୨: ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୦-୧୨ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଏଠାରେ AI ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ,…