ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ମୁମ୍ବାଇ,୧୧।୨: ଲାଇଫ ଇନସ୍ୟୁରାନ୍ସ କର୍ପୋରେଶନ ଅଫ ଇଣ୍ଡିଆ ବା ଏଲଆଇସିର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଲଆଇସିର କାରବାର ଓ ଆଗାମୀ କାର୍ଯ୍ୟକଳାପ…

ଅମ୍ବଲାରେ ରାଜଶ୍ରୀର ଏକ୍ସକ୍ଲୁସିଭ ଆଉଟଲେଟ୍‌

ନୂଆଦିଲ୍ଲୀ,୧୧।୨: ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡର ସହାୟକ ସଂସ୍ଥା ତଥା ଗାର୍ମେଣ୍ଟସ ବ୍ରାଣ୍ଡ୍‌ ‘ରାଜଶ୍ରୀ’ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ପଞ୍ଜାବର ଅମ୍ବଲା ସହରସ୍ଥିତ ପୂଜା କମ୍ପ୍ଲେକ୍ସରେ ଉଦଘାଟିତ…

ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,୧୧।୨ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାଲକୋର କାରବାର ଓ…

କୌଶଳ ଦେଖାଉଛି ରୋବୋଟିକ୍‌ ଡଗ୍‌

ବେଜିଂ: ଗତ କିଛିବର୍ଷ ଧରି ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବିଶେଷ ପ୍ରକାରର ରୋବୋଟିକ୍‌ ଡଗ୍‌ ପ୍ରସ୍ତୁତ କରାଯାଉଛି। ଏହି ରାବୋଟିକ୍‌ ଡଗ୍‌ଗୁଡ଼ିକ ଅନେକ କ୍ଷେତ୍ରରେ ସୈନ୍ୟବାହିନୀକୁ ସାହାଯ୍ୟ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦ ଜନସଂଖ୍ୟା ଥିବା ଗାଁରେ ଗୋଟିଏ ନଳକୂପ

ଭୁବନେଶ୍ୱର,୧୧ା୨(ବନ୍ଦନା ସେଠୀ): ଖରାଦିନ ପୂର୍ବରୁ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗଣକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ୭୦ଜନସଂଖ୍ୟା ଥିବା…

ଭାରତ ପାଇଁ ଚିନ୍ତାଜନକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ଦେଶକୁ ଆମଦାନୀ ହେବାକୁ ଥିବା ଷ୍ଟିଲ୍‌ ଓ ଆଲୁମିନିୟମ୍‌ ଉପରେ ୨୫% ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ସେ ଖୁବ୍‌ଶୀଘ୍ର…

ସ୍ବର୍ଣ୍ଣମନ୍ଦିରରେ ଭିକି, ରଶ୍ମିକା

ଅମୃତସର: ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଫେବୃଆରୀ ୧୪ରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ୨ କଳାକାର…

‘ଗଲ୍ଫ ଅଫ୍‌ ମେକ୍ସିକୋ’ ଏବେ ‘ଗଲ୍ଫ ଅଫ୍‌ ଆମେରିକା’: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୧୧ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ଗଲ୍ଫ ଅଫ୍‌ ମେକ୍ସିକୋ’ର ନାମ ପରିବର୍ତ୍ତନ କରି ଏହାକୁ ‘ଗଲ୍ଫ ଅଫ୍‌ ଆମେରିକା’ ରଖିଛନ୍ତି। ଟ୍ରମ୍ପ୍‌ ରବିବାର ଏ ସଂକ୍ରାନ୍ତରେ…

ଏଆଇ ଆକ୍ସନ ସମିଟ୍‌: ଫ୍ରାନ୍ସ ଗସ୍ତରେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ୍‌,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍‌ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ…

ପିଇବାକୁ ପାଣି ନାହିଁ, ସାଇକେଲ୍‌ ଟ୍ରାକ୍‌ ଦିବାସ୍ବପ୍ନ

ନୂଆଦିଲ୍ଲୀ,୧୧ା୨: ଭାରତୀୟ ସହରଗୁଡ଼ିକ ନେଦରଲାଣ୍ଡ୍‌ସ ଭଳି ୟୁରୋପୀୟ ଦେଶର ସହର ସହ ତୁଳନୀୟ ନୁହେଁ। ତେଣୁ ସାରା ଦେଶର ସହରଗୁଡ଼ିକରେ ପୃଥକ୍‌ ଭାବେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ…