ଚାଲିଥିଲା ବିକ୍ଷୋଭ, ଦ୍ରୁତଗତିରେ କାର୍‌ ଆଣି ମଡାଇଦେଇ ଡ୍ରାଇଭର: ଆଉ ତା’ପରେ…

ବର୍ଲିନ,୧୩।୨: ଜର୍ମାନୀର ମୁନିଚ୍‌ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସହରର କେନ୍ଦ୍ରଭାଗରେ ବିକ୍ଷୋଭ ଚାଲିଥିବା ବେଳେ ଏକ କାର୍‌ ମାଡି ଆସିବାରୁ ଛୋଟ ପିଲାଙ୍କ ସମେତ…

ଆମେରିକାରେ ମୋଦିଙ୍କୁ କେମିତି ଦିଆଯାଏ ସିକ୍ୟୁରିଟି, ଆଗରେ ଥାଆନ୍ତି ଖତରନାକ କମାଣ୍ଡୋ

ଓ୍ବାଶିଂଟନ୍‌,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଆସିଛନ୍ତି। ସେଠାରେ ସେ ହୱାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ମୋଦିଙ୍କ ଏହି ଆମେରିକୀୟ ଗସ୍ତ ଦୁଇ…

ବିନା ଅନୁମତିରେ ଛୁଟି ରହିବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ଶିକ୍ଷକ

 ନବରଙ୍ଗପୁର,୧୩।୨(ସଦାଶିବ ପ୍ରହରାଜ): ସରକାରୀ ନିଯୁକ୍ତି ଆଇନ ଓ ବ୍ୟବସ୍ଥାକୁ ଅଣଦେଖା। ଚାକିରୀରେ ଥାଇ ବିନା ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ଛୁଟିରେ ରହିବା ସହ ନିୟମିତ ବିଏଡ୍‌ ପଢୁଛନ୍ତି।…

ଅରବିନ୍ଦ କେଜ୍‌ରିୱାଲ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ! ଏକ୍ସରେ ଆକାଉଣ୍ଟ ଦେଖି ଲୋକେ ଚକିତ, ଭାଜପା କହିଲା…

ନୂଆଦିଲ୍ଲୀ,୧୩।୨: ଅରବିନ୍ଦ କେଜ୍‌ରିୱାଲ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ! ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଆମେ ଆପଣଙ୍କୁ କହିବୁ ଏହା ପଛର କାହାଣୀ କ’ଣ। ପ୍ରକୃତରେ, ସୋସିଆଲ ମିଡିଆ…

ଟ୍ରମ୍ପ କରୁଛନ୍ତି ବଡ଼ ଖେଳ! ପୁଟିନଙ୍କ ସହ ବଢାଉଛନ୍ତି ବନ୍ଧୁତା ସେପଟେ ମିଳିଲା କଡ଼ା ଧମକ

ଓ୍ବାଶିଂଟନ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋେିଆ ସହିତ ବନ୍ଧୁତା କରିଛନ୍ତି। ବୁଧବାର ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ସେ ଫୋନ ଯୋଗେ କଥା ହୋଇଛନ୍ତି। ଉଭୟ…

ବାଜପେୟୀଙ୍କ ନାମରେ ନାମିତ ହେଉ ବିକାଶ ଛକ, ନୀତୀନ ଗଡ଼କରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ ଏମ୍‌ପି ପ୍ରଦୀପ ପୁରୋହିତ

ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବିକାଶ ହସ୍ପିଟାଲ ସମ୍ମୁଖରେ ରହିଥିବା ଛକକୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରିବା ସହିତ…

ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ବନ୍ଦ ପାଳନ କରିବାକୁ ମାଓବାଦୀଙ୍କ ଆହ୍ବାନ

ରାୟଗଡ଼ା/ମୁନିଗୁଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା/ ନନ୍ଦ କିଶୋର ପଟ୍ଟନାୟକ): ପୋଲିସ ‘ଅପରେଶନ କାଗାର’କୁ ମାଓବାଦୀମାନେ ବିରୋଧ କରି ଗୁରୁବାର ପୂର୍ବ ଛତିଶଗଡ଼ ଏବଂ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି।…

ମା’ ଛାଞ୍ଚେଣ ରୂପେନଙ୍କ ଝାମୁଯାତ୍ରା ସମ୍ପନ୍ନ: ପ୍ରବଳ ଭକ୍ତ ସମାଗମ

ଲାଞ୍ଜିଗଡ଼,୧୩ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମସ୍କାପଦର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଛାଞ୍ଚେଣ ରୂପେନଙ୍କ ଝାମୁଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ…

ଆସିଲା ବଡ଼ ଅପଡେଟ୍‌: ଏଥର ଏମାନଙ୍କୁ ମିଳିବନି ପିଏମ କିଷାନର ୧୯ତମ କିସ୍ତି ଟଙ୍କା, କଟିଲା ନାଁ!

ନୂଆଦିଲ୍ଲୀ,୧୩।୨: ଏବେ କୃଷକଙ୍କ ସମ୍ମାନ ନିଧି ଯୋଜନାର ଅପେକ୍ଷା ଶେଷ ହେବାକୁ ଯାଉଛି। କାରଣ ଫେବୃଆରୀ ୨୦୨୫ ଶେଷରେ, ସମ୍ମାନ ନିଧିର ୧୯ତମ କିସ୍ତି ଖାତାକୁ ଆସିବାକୁ…

ମାତ୍ର ୮୭୫ଟଙ୍କାରେ ହାତେଇପାରିବେ ୭୫କୋଟିର ସମ୍ପତ୍ତି, ହେଲେ ଏତେ କୋଟିର ମାଲିକ ହେବା ପାଇଁ ମାନିବାକୁ ପଡିବ ଏହି ସର୍ତ୍ତ

ଆଜିର ସମୟରେ, ସମସ୍ତେ ସମ୍ପତ୍ତି କିଣିବାକୁ ଚାହାଁନ୍ତି ଏବଂ ଲୋକମାନେ ଶସ୍ତାରେ ସମ୍ପତ୍ତି ପାଇବାର ସୁଯୋଗ ଖୋଜନ୍ତି। ତଥାପି, ଏପରି ମଧ୍ୟ ଅନେକ ଥର ଘଟେ ଯେ…