ଯମୁନାରେ ମନମୋହନଙ୍କ ଚିତାଭସ୍ମ ବିସର୍ଜନ

ନୂଆଦିଲ୍ଲୀ,୨୯ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚିତାଭସ୍ମକୁ ରବିବାର ତାଙ୍କ ପରିବାର ସଦସ୍ୟମାନେ ମଜ୍‌ନୁ କା ତିଲା ଗୁରୁଦ୍ୱାର ନିକଟ ଯମୁନା ନଦୀରେ ବିସର୍ଜନ କରିଛନ୍ତି। ପରିବାର…

ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି

ପୁରୀ,୨୯ା୧୨(ଅଜିତ କୁମାର ମହାନ୍ତି): ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରବେଶ କରିବା ପରେ ଗୁମୁଟ ଉପରେ…

ସରକାରଙ୍କ ବଡ଼ ଯୋଜନା: ବିଭାଜନ ହେବ ବ୍ଲକ, ବଢ଼ିବ ପଞ୍ଚାୟତ ସଂଖ୍ୟା

ଭୁବନେଶ୍ୱର,୨୯ା୧୨: ସରକାର ଏକ ବଡ଼ ଯୋଜନା ହାତକୁ ନେଇଛନ୍ତି। ରାଜ୍ୟରେ ଥିବା ବ୍ଲକଗୁଡ଼ିକ ବିଭାଜନ ହେବ। ଏଥିସହିତ ପଞ୍ଚାୟତ ସଂଖ୍ୟା ମଧ୍ୟ ବଢ଼ିବ। କିନ୍ତୁ ନୂଆ ବ୍ଲକ…

ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ: ବିରାଟଙ୍କ ଗୋଡ଼ରେ ରହିଛି ୬…

ନୂଆଦିଲ୍ଲୀ, ୨୯।୧୨: ଭାରତୀୟ କ୍ରିକେଟ ଦଳର ଉଦୟମାନ କ୍ରିକେଟର ନୀତିଶ କୁମାର ରେଡ୍ଡୀ ତାଙ୍କ ଖେଳ ଜୀବନର ପ୍ରଥମ ଟେଷ୍ଟ ଶତକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଚାଲିଥିବା ଟେଷ୍ଟରେ…

ବୈପାରୀଗୁଡ଼ା ବସ୍‌ ଦୁର୍ଘଟଣାରେ ୯ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କୋରାପୁଟ,୨୯ା୧୨(ଅମିତାଭ ବେହେରା): ରବିବାର ଗୁପ୍ତେଶ୍ୱର ଦର୍ଶନ କରିବା ପାଇଁ କଟକରୁ କୋରାପୁଟ ଆସିଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ଗୁରୁତର ୯ ଯାତ୍ରୀଙ୍କୁ ୫ଟି ଆମ୍ବୁଲାନ୍ସ ଯୋଗେ କଟକ…

ଘର ଭାଙ୍ଗି ଖାଇଗଲେ ୧୦ ବସ୍ତା ଧାନ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ି ନିକଟରେ ହାତୀପଲ ଜଣେ ଚାଷୀଙ୍କ ଜମିରେ ଥିବା ଘରକୁ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଦେବା…

ରାଶିଫଳ: ସୋମବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ କର୍ମଦକ୍ଷତା ହେତୁ ସାମାଜିକ ସ୍ତରରେ ସମ୍ମାନିତ ହେବେ। ଆଜି ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ସବିଶେଷ ଆଲୋଚନାପୂର୍ବକ ପୂର୍ବ ସ୍ଥୀରିକୃତ ଯାନ,…

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି

ଗୋପାଳପୁର,୨୯ା୧୨(ନବୀନ ରାଜ ଆଚାରୀ): ଖରିଫ ଧାନଫସଲ ଅମଳ ସମୟରେ ଅଦିନିଆ ବର୍ଷାମାଡ଼ରେ ଧାନଫସଲ ନଷ୍ଟ ହୋଇଛି। ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଧାରିତ ସମୟ…

ପର୍ଯ୍ୟଟକଙ୍କ ଭିଡ଼ ଦେଖି ମାତିଛନ୍ତି ଅସାଧୁ ବ୍ୟବସାୟୀ, ପ୍ରକୃତ ଦରଠାରୁ ଅଧିକ ନେଇ ଲୁଟୁଥିବା ଅଭିଯୋଗ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଶାର କଶ୍ମୀର ତଥା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ…

ଦୁର୍ଘଟଣାରେ ଚାଲିଗଲା ପୋଲିସ ଏସ୍‌ଆଇଙ୍କ ଜୀବନ

ନୂଆପଡ଼ା,୨୯।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା ସଦର ଥାନାରେ କାର୍ଯ୍ୟରତ ପୋଲିସ ସବ୍‌ଇନ୍ସିପେକ୍ଟର (ଏସ୍‌ଆଇ) ହରିଶ କୁମାର ବାରିକ(୩୩)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଘର…