ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ୨ଟି ବଡ଼ ନିଷ୍ପତ୍ତି: ଦିଲ୍ଲୀରେ ଲାଗୁ ହେବ…

ନୂଆଦିଲ୍ଲୀ,୨୦।୨: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କ ବଡ଼ ଆକ୍ସନ ନେଇଛନ୍ତି। ପ୍ରଥମ କ୍ୟାବିନେଟ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ୨ଟି ବଡ଼ ନିଷ୍ପତ୍ତି ନେଇଛନ୍ତି।…

ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା, ଅଭିଯୁକ୍ତଙ୍କୁ ନିସ୍ତୁକ ପିଟିଲେ ଗାମବାସୀ

କାଲିମେଳା,୨୦।୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି l ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ…

Champions Trophy 2025: ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ…

ଟାର୍ଗେଟରେ ଥିଲେ ଯବାନ: ବିସ୍ଫୋରକ ସହ ଧରାପଡ଼ିଲେ ମାଓବାଦୀ

ମାଲକାନଗିରି,୨୦ା୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ବିସ୍ଫୋରକ ସାମଗ୍ରୀ ସହ ଜଣେ ମାଓବାଦୀଙ୍କୁ ଗିରଫ କରିଛି। ସେ ହେଲେ ମୁଚାକି ଦେବା । ମାଓବାଦୀଙ୍କ ଉପସ୍ଥିତି…

ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍‌ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା…

ଦୁଃଖଦ ଘଟଣା: ବାଇକରେ ଘରକୁ ଫେରୁଥିଲେ ବାପା-ଝିଅ, ଧକ୍କା ଦେଲା ଟ୍ରକ

ଛତ୍ରପୁର(ଦିଲ୍ଲୀପ ସାମଲ)୨୦।୨: ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଷ୍ଟେଶନ ରୋଡ଼ ନିକଟରେ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ବାପାର ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ଆହତ…

ଶସ୍ତାରେ ବୋଲେରୋ ଦେବାକୁ କହି ଠକିନେଲେ ୬ ଲକ୍ଷ ୩୫ ହଜାର ଟଙ୍କା

କୋରାପୁଟ,୨୦।୨(ଅମିତାଭ ବେହେରା): ଶସ୍ତାରେ ବୋଲେରୋ ପିକଅପ୍‌ ଭ୍ୟାନ ଦେବାକୁ କହି ଅନ୍‌ଲାଇନ ଜରିଆରେ ୬ଲକ୍ଷ ୩୫ ହଜାର ଟଙ୍କା ଠକେଇ ଘଟଣାରେ ଗୁରବାର କୋରାପୁଟ ସାଇବର ପୋଲିସ…

ବଡ଼ ପରିବର୍ତ୍ତନ କଲା କଂଗ୍ରେସ, ୬ ରାଜ୍ୟ ପାଇଁ ୬ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ଦଳ ସାରା ଦେଶରେ ସଂଗଠନକୁ ମଜବୁତ କରିବା ପାଇଁ ବଡ଼ ପରିବର୍ତ୍ତନ କରୁଛି। କଂଗ୍ରେସ ଏବେ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମହିଳା…

ଗାଧୋଇବାକୁ ଯାଇ ଫେରିଲେନି ବୃଦ୍ଧା

ଦିଗପହଣ୍ଡି,୨୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ଅଧୀନ ପତାଣ୍ଡ ଗ୍ରାମ ପୋଖରୀରେ ଗୁରୁବାର ଏକ ଅଘଟଣ ଘଟିଛି। ପାଣିରେ ବୁଡି ଜଣେ…

KIIT ବିବାଦକୁ ନେଇ ବଡ଼ଖବର: ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୦।୨: କିଟ୍‌ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଗୁରୁବାର ଆଉ ୫ ଜଣଙ୍କୁ ଗିରଫ କରାଯାଇଛି। ୪ ବାଉନସରଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଗିରଫ…