ପାକିସ୍ତାନକୁ ସିଧା ଶୁଣାଇଲା ଭାରତ, ଜାକିର ନାଏକଙ୍କ ଆତିଥ୍ୟକୁ ନେଇ ରାଗିଲା ଭାରତ

ନୂଆଦିଲ୍ଲୀ,୨୨।୩: ଭାରତର ପଳାତକ ଧର୍ମପ୍ରଚାରକ ଜାକିର ନାଏକ ପାକିସ୍ତାନ ଗସ୍ତ କରିଛନ୍ତି। ପାକିସ୍ତାନରେ ତାଙ୍କୁ ଖୁବ୍‌ ସ୍ବାଗତ କରାଯାଇଥିଲା। ଏହି ସମୟରେ ଜାକିର ନାଏକ ପାକିସ୍ତାନର ପୂର୍ବତନ…

ଝାଡ଼ଖଣ୍ଡରେ ନକ୍ସଲଙ୍କ IED ବ୍ଲାଷ୍ଟ, ଆହତ ସବ-ଇନ୍ସପେକ୍ଟର ସୁନୀଲ ମଣ୍ଡଳ ଶହୀଦ

ରାଞ୍ଚି,୨୨।୩: ଝାଡ଼ଖଣ୍ଡର ଚୈବାସାରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫ ୧୯୩ ବାଟାଲିୟନର ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।…

IPL 2025 Best Moment: ଶାହାରୁଖଙ୍କ ସହ ଝୁମିଲେ ବିରାଟ, ଲାଜେଇ ଗଲେ ରିଙ୍କୁ ସିଂ! ଦେଖନ୍ତୁ ଭିଡିଓ

କୋଲକାତା,୨୨।୩: କୋଲକାତାର ଇଡେନ ଗାର୍ଡେନରେ IPL ୨୦୨୫ର ଉଦଘାଟନୀ ଉତ୍ସବ ଏକ ଚମତ୍କାର ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ଗାୟକ ଶ୍ରେୟା ଘୋଷାଲ…

IPL-2025 ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଆର୍‌ସିବି

କୋଲକାତା, ୨୨।୧: କ୍ରିକେଟର ମହାକୁମ୍ଭ IPL-2025 ଶନିବାର ଆରମ୍ଭ ହୋଇଯାଇଛି। ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ୧୮ତମ ସଂସ୍କରଣର ପ୍ରଥମ ଉଦ୍‌ଘାଟନୀ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ…

ଆରମ୍ଭ ହେଲା କ୍ରିକେଟର ମହାକୁମ୍ଭ: ଉଦଘାଟନୀ ଉତ୍ସବରେ ମନ କିଣିଲେ ଶ୍ରେୟା ଘୋଷାଲ, ଦିଶା ପାଟନୀ, କରଣ ଔଜଲାଙ୍କ ସହ କିଙ୍ଗ ଖାନ

କୋଲାକାତା,୨୨।୩: IPL ୨୦୨୫ର ଉଦଘାଟନୀ ଉତ୍ସବ ଶେଷ ହୋଇଛି। IPLର ୧୮ତମ ସିଜିନ ଅବସରରେ, ଏକ କେକ କଟାଯାଇଥିଲା ଏବଂ ଆତସବାଜି ସହିତ IPL୨୦୨୫ର ଉଦଘାଟନ କରାଯାଇଥିଲା।…

IPL: ସୁପର ଓଭର ଲାଗି ଆସିଲା ଗାଇଡ୍‌ଲାଇନ

ମୁମ୍ବାଇ,୨୨ା୩: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ କୌଣସି ମ୍ୟାଚ୍‌ ଟାଏ ହେଲେ ସୀମିତ ସଂଖ୍ୟକ ସୁପର ଓଭର ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)…

Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ

ନାଗପୁର,୨୨।୩: ନାଗପୁର ହିଂସାରେ ଆହତ ୩୮ ବର୍ଷୀୟ ଇରଫାନ ଅନସାରୀଙ୍କ ଶନିବାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ନାଗପୁର ହିଂସାରେ ଇରଫାନ ଅନସାରୀ ଗୁରୁତର ଆହତ ହୋଇଥିଲେ।…

ଜାତୀୟ ରାଜପଥରେ ଓଲଟିଲା ବସ୍‌: ୮ ଆହତ

ଖୋର୍ଦ୍ଧା ,୨୨।୩: ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ପାଇକକୁଶଡିହ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍‌ ଓଭରଟେକ୍‌…

ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ ଆଚାର୍ଯ୍ୟ…

ନାବାଳିକା ବଳାତ୍କାର ମାମଲା ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର, ୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକସ ଅଦାଲତ ବିଚାରପତି ପ୍ରଣତି ପଟ୍ଟନାୟକ ଶନିବାର ଏକ ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ…