ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଗିରଫ! ନିଯୁକ୍ତ ହୋଇପାରନ୍ତି ନୂଆ ମୁଖିଆ

ନୂଆଦିଲ୍ଲୀ,୮।୫: ପାକିସ୍ତାନର ସାମରିକ ପ୍ରତିଷ୍ଠାନ ମଧ୍ୟରେ ଏକ ଅସାଧାରଣ ଘଟଣାରେ, ଜଏଣ୍ଟ ଚୀଫ ଅଫ ଷ୍ଟାଫ କମିଟି (CJCSC) ଅଧ୍ୟକ୍ଷ ଜେନେରାଲ ଶାହିର ଶମଶାଦ ମିର୍ଜା ସେନା…

ଆଇପିଏଲ୍‌ ବାତିଲ ଉପରେ ଆଶଙ୍କାର ବାଦଲ

ନୂଆଦିଲ୍ଲୀ,୮ା୫: ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ ଅଧାରୁ ବାତିଲ ହେବା ପରେ ଚଳିତ ଲିଗ୍‌ ଉପରେ ଆଶଙ୍କାର ବାଦଲ ଛାୟୀ…

“ଆମର ବୀର ସୈନିକମାନେ ପାକିସ୍ତାନକୁ ବିଶ୍ୱ ମାନଚିତ୍ରରୁ ଲିଭାଇ ଦେବେ”: ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ, ୮।୫: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଭାରତୀୟ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଗୁରୁବାର ହାଇଦ୍ରାବାଦରେ ଆୟୋଜିତ…

ଆତଙ୍କବାଦ କ୍ଷେତ୍ରରେ ଭାରତ କଦାପି ନୀରବ ରହିବ ନାହିଁ: ଅମ୍ବାନୀ

ମୁମ୍ବାଇ, ୮।୫-‘ଅପରେଶନ ସିନ୍ଦୂର’ ଲାଗି ଆମେ ଭାରତୀୟ ସଶସ୍ତ୍ର ସେନା ପାଇଁ ଗର୍ବ ଅନୁଭବ କରୁଛୁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ…

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ପାକିସ୍ତାନକୁ ଚେତାବନୀ: ‘ଆଉ ଛାଡ଼ିବୁ ନାହିଁ’

ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି। ଆଜି, ଅର୍ଥାତ୍ ଗୁରୁବାର, ମେ ୮ ତାରିଖରେ ପାକିସ୍ତାନ ଭାରତ ଆଡ଼କୁ ଅନେକ ମିସାଇଲ…

ଭାରତୀୟ ନୌସେନା କରାଚୀ ବନ୍ଦରକୁ ଧ୍ୱଂସ କଲା, ୧୯୭୧ ପରେ ପାକ୍ ଉପରେ ପ୍ରଥମ ସାମୁଦ୍ରିକ ଆକ୍ରମଣ

ଇସଲାମାବାଦ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏକ ଐତିହାସିକ ମୋଡ଼ ନେଇଛି, କାରଣ ଭାରତୀୟ ନୌସେନା ପାକିସ୍ତାନର ପ୍ରମୁଖ ବାଣିଜ୍ୟ ଓ ସାମରିକ କେନ୍ଦ୍ର କରାଚୀ ବନ୍ଦର…

ହଟିବେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ହେଲା ବିଦ୍ରୋହ

ଇସଲାମାବାଦ,୮।୫: ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କୁ ଶୀଘ୍ର ଅପସାରଣ କରାଯାଇପାରେ। ପାକିସ୍ତାନ ସେନାରେ ଥିବା ସୂତ୍ର…

ଅତ୍ୟାବଶକ ଜିନିଷ ଗଚ୍ଛିତ କରନ୍ତୁ ନାହିଁ: ଖାଦ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ କୌଣସି ଗୁଜବରେ ବିଶ୍ୱାସ କରି ଅତ୍ୟାବଶ୍ୟକ ଜିନିଷ ଆଣି ଘରେ ଗଚ୍ଛିତ କରି ନ ରଖିବାକୁ…

୮ ହଜାର ଆକାଉଣ୍ଟ ବ୍ଲକ୍‌ କଲା ଏକ୍ସ’

ନୂଆଦିଲ୍ଲୀ, ୮।୫: ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଭାରତରେ ୮ ହଜାର ଆକାଉଣ୍ଟକୁ ବ୍ଲକ୍‌ କରାଯାଇଥିବା ନେଇ ଗୁରୁବାର ଏକ୍ସ’ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ସମର୍ଥିତ…

ଭାରତର ଘନଘନ ଆକ୍ରମଣ ଦେଖି ବଙ୍କରରେ ଲୁଚିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୮।୫: ଅପରେସନ ସିନ୍ଦୂର ଅଧୀନରେ ଭାରତର ସଠିକ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ, ରିପୋର୍ଟ ଅନୁସାରେ ପାକିସ୍ତାନ…