OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି, ୭ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ଭୁବନେଶ୍ୱର,୧।୮: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET-2025) ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି ପ୍ରମାଣିତ ହୋଇଛି। କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ, ଏହି…

Rohit Sharma Net Worth: ରୋହିତ ଶର୍ମାଙ୍କ ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍‌

ମୁମ୍ବାଇ,୧।୮: କ୍ରିକେଟର ରୋହିତ ଶର୍ମା କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୫ରେ ‘ହିଟମ୍ୟାନ’ଙ୍କ ମୋଟ ସମ୍ପତ୍ତି ୨୧୮ କୋଟିରୁ ୨୮୦ କୋଟି ଟଙ୍କା…

ମାଧ୍ୟମିକ ଶିକ୍ଷକ ବଦଳିରେ ବିଳମ୍ବ, ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର,୧।୮: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷକ ବଦଳି ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମାଧ୍ୟମିକ ନିର୍ଦ୍ଦେଶାଳୟର ନିୟମାନୁସାରେ, ଜୁନ୍ ୨୬ରୁ…

ସରକାରଙ୍କ ବଡ଼ ଘୋଷଣା, ଦୁଇଗୁଣା ହେଲା ରୋଷେୟା, ରାତ୍ରୀ ଜଗୁଆଳିଙ୍କ ଦରମା

ପାଟନା,୧।୮: ବିହାରରେ ବିଧାନସଭା ନିର୍ବାଚନ ଆସୁଛି। ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ…

ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଗାମୀ ଖରିଫ୍‌ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ନ…

ଯୁଜବେନ୍ଦ୍ର ଚହଲ କ’ଣ RJ ମହବଶଙ୍କୁ ଡେଟ୍‌ କରୁଛନ୍ତି? ଖୋଲିଲେ ମୁହଁ

ମୁମ୍ବାଇ: ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିଚ୍ଛେଦ ସମୟରେ ଚହଲଙ୍କୁ RJ ମହବଶଙ୍କ ସହ ଦେଖାଯିବା…

ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଘଟଣା: RWSS ଅଫିସର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଅଭିଯୋଗ ଘଟଣାରେ RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ…

ପାକିସ୍ତାନ ସୀମାରୁ ନିଖୋଜ ହେଲେ BSF ଯବାନ, ସର୍ଚ୍ଚ ଅପରେଶନ ଆରମ୍ଭ

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ କାର୍ଯ୍ୟରତ ଜଣେ BSF ଯବାନ ଗୁରୁବାର, ଜୁଲାଇ ୩୧ ରାତିରେ ପନ୍ଥାଚୌକସ୍ଥିତ ୬୦ ନମ୍ବର ବାଟାଲିୟନ ମୁଖ୍ୟାଳୟରୁ ନିଖୋଜ ହୋଇଛନ୍ତି।…

ଦାରିଙ୍ଗବାଡ଼ି ବଜାରରେ ବୁଲୁଛନ୍ତି ରକ୍ତାକ୍ତ ବ୍ୟକ୍ତି, ମଦ ବୋତଲରେ ୨ ପୁତୁରା ଆକ୍ରମଣ କରି…

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଚାରିଛକରେ ଜଣେ ରକ୍ତାକ୍ତ ବ୍ୟକ୍ତି ଘୂରି ବୁଲୁଥିବା ଜଣାପଡ଼ିଛି। ତାଙ୍କ ଘର ଉକ୍ତ ଥାନା ତେରବାଡ଼ି ଅଞ୍ଚଳର ହୋଇଥିବାବେଳେ ବ୍ୟକ୍ତି…

ଏହି ଯୁବ ବିଡ଼ିଓଙ୍କୁ ନେଇ ବଢୁଛି ଚର୍ଚ୍ଚା: ଜନଜାତିଙ୍କ ଘରେ ଘରେ ପହଞ୍ଚି ବୁଝୁଛନ୍ତି ସମସ୍ୟା

ଦାରିଙ୍ଗବାଡି,୧।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଯୁବ ପ୍ରଶାସକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ତାଙ୍କ କାର୍ଯ୍ୟଧାରକୁ…