ଅନିଲ ଅମ୍ବାନୀଙ୍କୁ ସମନ ଜାରି କଲା ED

ନୂଆଦିଲ୍ଲୀ,୧ା୮: ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ଅଗଷ୍ଟ ୫ରେ ଜେରା ପାଇଁ ହାଜର ହେବାକୁ ଇଡି ଏହି ସମନ ଜାରି କରିଛି।…

ଭାରତ ସମେତ ୯୬ ଦେଶ ଉପରୁ ଟଳିଲା ଟାରିଫ୍‌ ବିପଦ, ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ, ଯାହା ୧ ଅଗଷ୍ଟରୁ ଲାଗୁ ହେବାର ଥିଲା, କିନ୍ତୁ…

ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା: ବନ୍ଧାହେଲେ ପିଅନ

ଆର୍‌.ଉଦୟଗିରି,୧।୮: RWSS ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ସମ୍ପୃକ୍ତ ପିଅନଙ୍କୁ ଆର୍‌. ଉଦୟଗିରି ଥାନା ପୋଲିସ ଶୁକ୍ରବାର ଗିରଫ କରିଛି। ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା…

ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତି ଅଭିଯୋଗ

ଭବନୀପାଟଣା,୧।୮(ଉତ୍ତମ କୁମାର ଦାଶ):ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି। ସେଥିମଧ୍ୟରୁ କଳାହାଣ୍ଡିରୁ ଜଣେ…

ବନ୍ଦ ହେବାକୁ ଯାଉଛି WhatsApp! ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ,୧।୮: ଯଦି ଆପଣ ନେଟିଭ ଆପ ମାଧ୍ୟମରେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମେଟା ଏହାର ସଦ୍ୟତମ…

ଭିତ୍ତିଭୂମି ନାହିଁ, ୟୁଏଏସ ନାହିଁ: ବିଇଓ ଅଫିସ ଆଗରେ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ଥୁଆମୂଳ ରାମପୁର,୧।୮(ଦୁର୍ଗା କୀର୍ତ୍ତି): ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ୟୁ.ଏ.ଏସ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟି ଅଭାବ ବୋଲି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ…

“ଆମ ସମ୍ପର୍କରେ ବିରକ୍ତିର ବିଷୟ”: ରୁଷିଆଠୁ ତେଲ କିଣିବା ନେଇ ଭାରତକୁ ଆମେରିକାର ଅଭିଯୋଗ

ଓ୍ବାଶିଂଟନ୍‌,୧।୮: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଗୁରୁବାର କହିଛନ୍ତି ଯେ, ଭାରତର ରୁଷିଆଠାରୁ ତୈଳ କ୍ରୟ ନେଇ ନୂଆଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ସମ୍ପର୍କରେ “ବିରକ୍ତିର…

‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ଏବଂ ନିଜର ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ…

ସ୍ତ୍ରୀଙ୍କ ଶରୀରରେ କିରୋସିନ ଢାଳି ହତ୍ୟା କଲେ ନିଷ୍ଠୁର ସ୍ବାମୀ

ଦେବଗଡ,୧।୮(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳି ଗ୍ରାମରେ ସ୍ତ୍ରୀ ଶରୀରରେ କିରୋସିନ ଢାଳି ନିଆଁ ଲଗାଇବା ସହ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।…

UPI ୟୁଜର୍ସଙ୍କୁ ଝଟକା: ଆଜିଠୁ ହେଲା ନୂଆ ନିୟମ, ଚେକ୍‌ କରିନିଅନ୍ତୁ

ନୂଆଦିଲ୍ଲୀ,୧।୮: ଆଜିଠାରୁ ଏକ ନୂତନ ମାସ ଆରମ୍ଭ ହୋଇଛି। ଏହି ନୂତନ ମାସ କିଛି ପରିବର୍ତ୍ତନ ଆଣିଛି। ଯଦି ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ଜୀବନ ସହିତ…