ପୁଣି ରାଜ୍ୟକୁ ଫେରିଲାଣି କରୋନା: ଆଜି ଜଣେ କି ଦୁଇ ଜଣ ନୁହନ୍ତି ଏକାବେଳକେ ୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୮।୫: ପୁଣି ଚିନ୍ତା ବଢ଼ାଇଲାଣି କରୋନା। ରାଜ୍ୟରେ ଚିହ୍ନଟ ହେଲେ ୫ କୋଭିଡ ପଜିଟିଭ୍‌। ଭୁବନେଶ୍ବରରୁ ୪ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଛନ୍ତି।…

ବଡ଼ ଘୋଷଣା କଲେ ସିଦ୍ଧୁ ମୁସେୱାଲାଙ୍କ ପିତା, ପଞ୍ଜାବର ଏହି ବିଧାନସଭା ଆସନରୁ…

ମାନସା,୨୮।୫: ପଞ୍ଜାବୀ ଗାୟକ ସ୍ବର୍ଗତ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂହ ୨୦୨୭ରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର…

ମେ ୩୧ରେ ଶେଷ ହେବ ପିଏମ୍‌ଏଓ୍ବାଇ ଆବେଦନ: ତୁରନ୍ତ ସାରିଦିଅନ୍ତୁ କାମ

ଭୁବନେଶ୍ୱର, ୨୮ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ଏପରି ପରିବାର ରହିଛନ୍ତି ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ। ସେଥିଲାଗି ସେମାନେ ଆଉ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ପାଇବାକୁ…

ଓ୍ବାଟ୍‌କୋ-କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଘେରାଉ

ବାରିପଦା,୨୮ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ବିଶୁଦ୍ଧ ପାନୀୟ ଜଳଯୋଗାଣକୁ ନେଇ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବୁଧବାର ଓ୍ବାଟ୍‌କୋ ଓ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ…

ସକାଳୁ ସକାଳୁ ୨ ଥର ଭୂକମ୍ପ: ଭୟରେ ଲୋକେ ଦୌଡିଲେ

ଇମ୍ଫାଲ,୨୮।୫: ମଣିପୁରରେ ବୁଧବାର ସକାଳୁ ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୫ ଏବଂ ୫.୨ ମାପ କରାଯାଇଥିଲା। ଭୂକମ୍ପ ଅନୁଭବ କରିବା…

ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ଘଟଣାରେ ଆସିଲା ବଡ଼ ରାୟ: ପୁଞ୍ଜିଲାଲଙ୍କୁ ଏହି ଦଣ୍ଡ ଶୁଣାଇଲେ କୋର୍ଟ  

ବଲାଙ୍ଗୀର/ପାଟଣାଗଡ଼,୨୮ା୫(ସୁନିଲ କୁମାର ମହାନ୍ତି/ ସଚ୍ଚିଦାନନ୍ଦ ମହାକୁର): ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ…

ବୁଲିଲା ବୁଲ୍‌ଡୋଜର, ପାଲବଣିରୁ ମେଡିକାଲ କଲେଜ ରାସ୍ତା ଉଚ୍ଛେଦ

ବାରିପଦା,୨୮ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପ୍ରଶାସନ ଓ ବାରିପଦା ପୌରପରିଷଦ ପକ୍ଷରୁ ସରକାରୀ ଜମି ଉପରେ ବୁଲଡୋଜର ବୁଲୁଛି। ପାଲବଣିରୁ ପିଆରଏମ ମେଡିକାଲ କଲେଜକୁ ସଂଯୋଗ…

ଭାରତ ସହିତ ଉତ୍ତେଜନା ମଧ୍ୟରେ ଶେହବାଜଙ୍କ ଟେନ୍‌ସନ ବଢାଇଲେ ଇମ୍ରାନ: କହିଲେ, ମୁଁ ଶପଥ ନେଉଛି…

ଇସଲାମାବାଦ୍‌,୨୮।୫: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ୍‌ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ସ୍ବେଚ୍ଛାଚାର ଏବଂ ଦମନର ଶିକାର ହେବା ଅପେକ୍ଷା ତାଙ୍କ…

ପୁଣି ଆକାଶରେ ଡ୍ରୋନ୍‌: ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ , ଏବେ ସବୁ ଛାନିଆ

କଟକ,୨୮।୫: ପୁଣି ଆକାଶରେ ଡ୍ରୋନ୍‌। ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ ଡ୍ରୋନ୍‌। ଯାହାକୁ ଦେଖି ଲୋକେ ଛାନିଆ। ଏଭଳି ଘଟଣା ଦେଖିବାକୁ ମିଳିଛି…

ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ: ଜାଣନ୍ତୁ କେତେ ହେଲା

ଭୁବନେଶ୍ୱର,୨୮।୫: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଏକ ନୋଟିସ୍‌…