ଓଡ଼ିଶା ସରକାରଙ୍କ ତାଗିଦ: କର୍ମଚାରୀଙ୍କ ବାୟୋମେଟ୍ରିକ ହାଜିରା ବାଧ୍ୟତାମୂଳକ, ସନ୍ଧ୍ୟା ୫:୩୦ ପୂର୍ବରୁ ଅଫିସ ଛାଡ଼ିବା ମନା

ଭୁବନେଶ୍ୱର,୨୪ା୫: ଓଡ଼ିଶା ଗ୍ରାମୀଣ ଉନ୍ନୟନ ବିଭାଗ କର୍ମଚାରୀଙ୍କ ହାଜିରା ରେକର୍ଡ ବାୟୋମେଟ୍ରିକ ମେସିନ ଜରିଆରେ ବାଧ୍ୟତାମୂଳକ କରିଛି ଏବଂ ସମସ୍ତ କର୍ମଚାରୀଙ୍କୁ ସନ୍ଧ୍ୟା ୫:୩୦ ପୂର୍ବରୁ ଅଫିସ…

ଓଟିଇଟି ପରୀକ୍ଷା ପ୍ରତ୍ୟାହାର ନେଇ ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ମୁଖ୍ୟମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା…

ସରକାରୀ ମେଡିକାଲ କଲେଜରେ ଗ୍ୟାସ୍‌ ଲିକ୍‌, ନିଃଶ୍ୱାସ ନେଇ ନ ପାରି ରୋଗୀ…

ଲକ୍ଷ୍ନୌ,୨୫ା୫: ଉତ୍ତରପ୍ରଦେଶର ଶାହଜାହାନପୁରର ସରକାରୀ ମେଡିକାଲ କଲେଜରେ ଗ୍ୟାସ୍‌ ଲିକ୍‌ ଯୋଗୁ ରୋଗୀମାନଙ୍କୁ ତୁରନ୍ତ ଓ୍ବାର୍ଡରୁ ବାହାରକୁ ନିଆଯାଇଥିଲା। ସୂଚନା ଅନୁଯାୟୀ, ଗ୍ୟାସ ଲିକ୍‌ ଯୋଗୁ ଲୋକମାନେ…

ପାକିସ୍ତାନ ଜିନ୍ଦାବାଦ କହି ବନ୍ଧା ହେଲେ ୨ ଓଡ଼ିଆ ଯୁବକ

କଟକ,୨୫ା୫: ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଦୁଇ ଓଡ଼ିଆ ଯୁବକ ଗିରଫ ହୋଇଛନ୍ତି। ଏହି ଦୁଇ ଯୁବକ ହେଲେ କଟକ ଚାଉଳିଆଗଞ୍ଜ ପୋଲିସ ମହାନଦୀ ବିହାର ଅଞ୍ଚଳର…

ଭାଜପା ନେତାଙ୍କୁ ମୋଦିଙ୍କ ତାଗିଦ୍‌, ‘ଅପରେଶନ ସିନ୍ଦୂର’ ଉପରେ ବୟାନ ଦେଲେ ହେବ…

ନୂଆଦିଲ୍ଲୀ,୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅପରେଶନ ସିନ୍ଦୂର’ ଉପରେ ଅନାବଶ୍ୟକ ବୟାନ ଦେଇ ଭାଜପାର ଭାବମୂର୍ତ୍ତି ନଷ୍ଟ କରୁଥିବା ନେତାମାନଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ…

ଓଡ଼ିଶାରେ ମାତ୍ର ୨.୭% ଲୋକଙ୍କ ପାଖରେ ଅଛି କାର, ୫୦%ରୁ କମ୍ ପାଖରେ ବାଇକ: ସର୍ଭେ

ଭୁବନେଶ୍ୱର,୨୪ା୫: ଏକ ଜାତୀୟ ସ୍ତରୀୟ ଗାଡ଼ି ମାଲିକାନା ସର୍ଭେରେ ଓଡ଼ିଶା ତଳେ ରହିଛି, ଯେଉଁଥିରେ ମାତ୍ର ୨.୭% ପରିବାରରେ କାର ଅଛି, ଯାହା ଜାତୀୟ ହାର ୭.୫%…

ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି ପାକିସ୍ତାନ, ଭାରତକୁ ଅସ୍ତିତ୍ୱର ବିପଦ ଭାବରେ ଦେଖୁଛି: ଆମେରିକା ରିପୋର୍ଟ

ନୂଆଦିଲ୍ଲୀ,୨୪ା୫: ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି (DIA) ର ଏକ ସାମ୍ପ୍ରତିକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ନିଜର ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି ଏବଂ ଭାରତକୁ…

ମହିଳାଙ୍କ ଘରକୁ ଯାଇ ଆତ୍ମହତ୍ୟା କଲେ ଯୁବକ, ଭାଇ ଆଣିଲେ ହତ୍ୟା ଅଭିଯୋଗ

ଧରାକୋଟ,୨୫ା୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ପଙ୍କଜ ପ୍ରଧାନ ନାମକ ଜଣେ ମହିଳାଙ୍କ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ…

ପୋଲସରାରୁ ଚୋରି ଟ୍ରାକ୍ଟର ପିପିଲିରୁ ଜବତ

ପୁରୁଷୋତ୍ତମପୁର,୨୫ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୋଲସରା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଯାହାକି ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମରୁ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ…

Video: ହିମାଚଳ ପ୍ରଦେଶର ସିମଲାରେ ବାଦଲଫଟା ବର୍ଷା, ବନ୍ୟାରେ ଭାସିଗଲା କାର

ସିମଲା, ୨୫ା୫: ହିମାଚଳ ପ୍ରଦେଶର ସିମଲାରେ ଶନିବାର ସନ୍ଧ୍ୟାରେ ଏବଂ ରାମପୁର ଅଞ୍ଚଳରେ ରାତିରେ ବାଦଲଫଟା ବର୍ଷା ହୋଇଛି। ଏହି ବାଦଲଫଟା ବର୍ଷା ଯୋଗୁଁ ଅଞ୍ଚଳରେ ଆକସ୍ମିକ…