ୟେମେନ୍‌ ରାଜଧାନୀରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

କାଇରୋ,୨୫ା୮: ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀଙ୍କ ମିଶାଇଲ୍‌ ଆକ୍ରମଣ ଜବାବରେ ଇସ୍ରାଏଲୀ ସେନା ରବିବାର ଅପରାହ୍ନରେ ୟେମେନ୍‌ ରାଜଧାନୀ ସାନା ଉପରେ ଜୋର୍‌ଦାର ବୋମାମାଡ଼ କରିଛି।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ ୫୦ରୁ ଅଧିକ ଆହତ

ବୁଲନ୍ଦସହର,୨୫।୮: ଉତ୍ତରପ୍ରଦେଶ ବୁଲନ୍ଦସହରର ଖୁର୍ଜାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। NH ୩୪ରେ ଆର୍ନିଆ ଅଞ୍ଚଳର ଘାଟଲ ଗାଁ ନିକଟରେ ଶ୍ରଦ୍ଧାଳମାନଙ୍କୁ ନେଇ ଯାଉଥିବା ଏକ…

ନୂଆପଡ଼ା ଜିଲାରେ ବାଘ ଆତଙ୍କ: ୨ଟି ଛେଳିକୁ ମାରି ଖାଇଲା

ନୂଆପଡ଼ା,୨୫।୮(ମକାରୁ ବେମାଲ): ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟରେ କିଛି ମାସ ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ବାଘ ୨ଟି ଛେଳିକୁ ଖାଇଥିବାବେଳେ ଲୋକେ ଭୟଭୀତ…

ଗୁଜରାଟ ସୀମାରୁ ୧୫ ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ

ଅହମଦାବାଦ,୨୪ା୮: ଗୁଜରାଟର କଚ୍ଛ ଜିଲା ଅନ୍ତର୍ଗତ ଭାରତ-ପାକ୍‌ ସୀମା ନିକଟରୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଶନିବାର ଏକ ଇଞ୍ଜିନ୍‌ ଚାଳିତ ବୋଟ୍‌ ଜବତ କରିବା ସହ…

ଭାରତ ଉପରେ ଅତିରିକ୍ତ ଟାରିଫ୍ ଲଗାଇ ରୁଷକୁ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରିବାକୁ ଆମେରିକାର ରଣନୀତି

ନୂଆଦିଲ୍ଲୀ,୨୪।୮: ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଟାରିଫ୍ ଲଗାଇ ରୁଷିଆର…

ଏହି ଜିଲାରେ ବନ୍ୟା ସ୍ଥିତି: ୨ ଦିନ ପାଇଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ

ଭଦ୍ରକ,୨୪।୮: ଲଗାଣ ବର୍ଷା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଭଦ୍ରକ ଜିଲାର ଧାମନଗର ବ୍ଲକରେ ସୃଷ୍ଟି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଏହି ସ୍ଥିତିକୁ…

ଆଖିବୁଜିଲା ଅସୁସ୍ଥ ଓଟ

କୁତ୍ରା,୨୪ା୮(ଦେବାଶିଷ ସାହୁ): ବହୁ ବର୍ଷ ଧରି ମାଲିକଙ୍କୁ ରୋଜଗାର ଯୋଗାଉଥିଲା ଓଟ। ଯେତେବେଳେ ଓଟ ଅସୁସ୍ଥ ହେଲା ସେତେବେଳେ ମାଲିକ ତାକୁ ଛାଡ଼ିଦେଇ ଚାଲିଗଲେ। ବର୍ଷାରେ ଭିଜି…

ଆୟୁଷ୍ମାନ ଭାରତ ସେବା ବନ୍ଦ, ବକେୟା ପେମେଣ୍ଟ ନ ମିଳିବା ଯାଏ ଡାକ୍ତରଙ୍କ ଧର୍ମଘଟ ଧମକ

ନୂଆଦିଲ୍ଲୀ,୨୪।୮: ହରିୟାଣାର ଘରୋଇ ହସ୍ପିଟାଲଗୁଡ଼ିକ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଚିକିତ୍ସା ସେବା ଅଗଷ୍ଟ ୭ରୁ ବନ୍ଦ ରଖିଛନ୍ତି ଏବଂ ସରକାର ସମସ୍ତ ବକେୟା ଅର୍ଥ ପରିଶୋଧ…

ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଲେ ସ୍ବାମୀ

ହାଇଦ୍ରାବାଦ,୨୪ା୮: ପୁଣି ଏକ ବର୍ବର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଜଣେ ୨୭ ବର୍ଷୀୟ ଟ୍ୟାକ୍ସି ଡ୍ରାଇଭର ତାଙ୍କ ୨୧ ବର୍ଷୀୟା ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କରିବା…

ଟ୍ରେନ୍‌ ଚକା ତଳୁ ଯୁବକଙ୍କୁ ବଞ୍ଚାଇଲେ ହେଡ୍‌ କନଷ୍ଟେବଳ, ଜାଣନ୍ତୁ ପୁରା ଘଟଣା…

ରାୟଗଡ଼ା,୧୪।୮(ଆଶିଷରଞ୍ଜନ ପଣ୍ଡା)- ମୋବାଇଲ ତଳେ ପଡିଯିବାରୁ ଚଳନ୍ତା ଟ୍ରେନରୁ ଓହ୍ଲାଇ ମୋବାଇଲ କାଡିବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ମରଣ ମୁହଁରୁ ବଞ୍ଚାଇଛନ୍ତି ଆର୍‌ପିଏଫ୍‌ ହେଡ୍‌ କନଷ୍ଟେବଳ…