ଓଡ଼ିଶା: ଆଜିର ଫଟୋ ( ୨୪ ଅଗଷ୍ଟ , ୨୦୨୫ )

ରବିବାର ଦିନ ଭୁବନେଶ୍ୱରରେ କଳାକାରମାନେ ଗଣେଶ ମୂର୍ତ୍ତିରେ ଶେଷ ରଙ୍ଗ ଲଗାଉଛନ୍ତି

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା, ମୃତଦେହକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ସ୍ୱାମୀ ଗିରଫ

ହାଇଦ୍ରାବାଦ,୨୪।୮: ତେଲଙ୍ଗାନାରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ଧରାପଡ଼ିବା ଘଟଣା ଆତଙ୍କ ଓ ଆକ୍ରୋଶ ସୃଷ୍ଟି…

ଏସିଆ କପ୍‌ କ୍ରିକେଟ୍‌: ରଶିଦଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳରେ ୫ ସ୍ପିନର

କାବୁଲ, ୨୪ା୮: ସେପ୍ଟେମ୍ବର ୯ରୁ ୟୁଏଇରେ ଖେଳାଯିବାକୁଥିବା ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଲାଗି ଘୋଷଣା କରାଯାଇଥିବା ଆଫଗାନିସ୍ତାନ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ରଶିଦ ଖାନ୍‌।…

ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବଲାଙ୍ଗୀର, ୨୪।୮: (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା-କୁଟାସିଂହା ରାସ୍ତାରୁ ୨ କୁଇଣ୍ଟାଲ ୧୪ କେଜି ଗଞ୍ଜେଇ ଜବତ କରାଯାଇଛି। ଅନ୍ୟପକ୍ଷ…

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ

ଭୁବନେଶ୍ୱର,୨୪।୮: ନନ୍ଦନକାନନ ପ୍ରାଣୀଉଦ୍ୟାନ (ଏନଜେଡପି)ରେ ଏକ ଧଳା ବାଘ ଶାବକର ମୃତ୍ୟୁ ହୋଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ରବିବାର ସୂଚନା ଦେଇଛନ୍ତି। ଏହି ଶାବକ ଜୁନ ୭…

ଦମ୍ପତ୍ତିଙ୍କୁ ଆକ୍ରମଣ: ଜେଲଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଝରିପଦର ଗ୍ରାମରେ ଏକ ଅଭାବାନୀୟ ଘଟଣା ସାମ୍ନାକୁ ଆସିଛି। ପୈତୃକ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି…

୨୭ ଅଗଷ୍ଟ ବନ୍ଦ ରହିବ ଷ୍ଟକ୍‌ ମାର୍କେଟ, ଟ୍ରେଡିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୪।୮: ଆଗାମୀ ସପ୍ତାହରେ ନିବେଶକମାନଙ୍କ ପାଇଁ ଶେୟାର ବଜାରରେ ମାତ୍ର ୪ ଦିନ ଟ୍ରେଡିଂ ହେବ। ଗଣେଶ ଚତୁର୍ଥୀ ଅବସରରେ ବୁଧବାର, ୨୭ ଅଗଷ୍ଟରେ ବମ୍ବେ ଷ୍ଟକ…

ୟୁକ୍ରେନ ସ୍ୱାଧୀନତା ଦିବସରେ ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ରରେ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ,୨୪।୮: ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ…

ବଜାରକୁ ଯାଉଥିଲେ ୩ ସାଙ୍ଗ: ବାଟରେ…

ଝରିଗାଁ,୨୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଧୀନ କନ୍ଧଗୁଡା ଗ୍ରାମ ନିକଟରେ ରବିବାର ବାଇକରୁ ଖସି ପଡି ଜଣେ ନାବାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ…

SIP, SSY ନା PPF: ଦୀର୍ଘମିଆଦୀ ନିବେଶରେ କେଉଁଟି ଦେବ ସର୍ବାଧିକ ଲାଭ? ହିସାବ ବୁଝନ୍ତୁ…

ନୂଆଦିଲ୍ଲୀ,୨୪।୮: ବର୍ତ୍ତମାନ ସମୟରେ ଦୀର୍ଘମିଆଦୀ ନିବେଶ କଥା ଆସିଲେ ଲୋକଙ୍କ ସାମ୍ନାରେ ଅନେକ ବିକଳ୍ପ ରହିଛି। ଏଥିମଧ୍ୟରୁ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP), ସୁକନ୍ୟା ସମୃଦ୍ଧି ଯୋଜନା…