ସୋମବାର ଏସବୁ ଅଞ୍ଚଳରେ ପାଣି ବନ୍ଦ, ଛଟପଟ ହେବେ ରାଜଧାନୀବାସୀ!

ନୂଆଦିଲ୍ଲୀ,୧୭।୪: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆଗାମୀ ସୋମବାର ଆପଣଙ୍କୁ ପାଣି ଅଭାବର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆମେ ଏହା କହୁନାହୁଁ, ବରଂ ଏହି ସୂଚନା…

ଦୁଗ୍ଧର ଉଚିତ ଦାମ୍‌ ଦିଆଯାଉ

ବୌଦ୍ଧ,୧୭।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଦୁଗ୍ଧ ସମିତିରେ ଚାଷୀଙ୍କଠାରୁ କମ୍‌ ଦାମ୍‌ରେ କ୍ଷୀର କିଣାଯାଉଛି। ଏ ନେଇ ଚାଷୀମାନେ ଗୁରୁବାର ଜିଲାପାଳଙ୍କ…

ବିଧାୟକଙ୍କ ଦ୍ବାରା ନଦୀଜଳ ସଂରକ୍ଷଣ ପ୍ରକଳ୍ପ ଉଦଘାଟିତ

ଦିଗପହଣ୍ଡି,୧୭।୪,(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମ ରାମନଦୀରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୫୯.୯୦ କୋଟି ଟଙ୍କା ବ୍ୟୟ ଅଟକଳରେ…

CBI ଚଢାଉ ପରେ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ, AAPର ଅନେକ ନେତା ଭାଜପା ସମ୍ପର୍କରେ

ନୂଆଦିଲ୍ଲୀ,୧୭।୪: ବିଧାନସଭା ନିର୍ବାଚନ ଶେଷ ହେବା ପରେ ମଧ୍ୟ, ଦିଲ୍ଲୀ ରାଜନୀତିରେ ପରିବର୍ତ୍ତନ ଏବଂ ଅନ୍ୟମାନଙ୍କ ବିଶ୍ୱାସ ପରିବର୍ତ୍ତନ କରିବାର ପ୍ରୟାସ ଜାରି ରହିଛି। ଆମ ଆଦମୀ…

ଫ୍ରେଞ୍ଚ ଓପନରେ ସମ୍ମାନିତ ହେବେ ନାଡାଲ

ପ୍ୟାରିସ,୧୭ା୪: ଆସନ୍ତା ମେ’ ୨୫ ତାରିଖରେ ଫ୍ରେଞ୍ଚ ଓପନ ତଥା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଆରମ୍ଭ ହେବ। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଦିନ ଅବସରପ୍ରାପ୍ତ ୧୪…

ବିଜୁବାବୁଙ୍କର ଶ୍ରାଦ୍ଧବାର୍ଷିକୀରେ ତିଳତର୍ପଣ: ସାମିଲ ହେଲେ ଶତାଧିକ ବିଜୁପ୍ରେମୀ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ଭେଡେନ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବାବା ଜଳେଶର ମହାଦେବଙ୍କ ପବିତ୍ରସ୍ଥଳୀ କୁଦପାଲି ଜୀରା…

ପରୀକ୍ଷା କେନ୍ଦ୍ରରୁ ନବବିବାହିତା ନିଖୋଜ: ଥାନାରେ ଗୁରୁତର ଅଭିଯୋଗ ଆଣିଲେ ସ୍ବାମୀ

ଦିଗପହଣ୍ଡି,୧୭୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ କଲେଜରେ ପରୀକ୍ଷା ଦେବା ପରେ ଜଣେ ନବବିବାହିତା ପରୀକ୍ଷା କେନ୍ଦ୍ରରୁ ନିଖୋଜ ଥିବା ଜଣାପଡିଛି।ଏନେଇ…

ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌ଙ୍କୁ ଜରିମାନା

ନୂଆଦିଲ୍ଲୀ,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ…

ହାତୀ ଗୋବରର ମିଠେଇ, ଦୁର୍ଗନ୍ଧ ଯୁକ୍ତ ଫୁଲର ବ୍ୟଞ୍ଜନ, China Restaurantରେ ମିଳୁଛି ଅଜବ ଆଇଟମ

ବେଜିଂ,୧୭।୪: ଚାଇନାର ଅଜବ ଖାଦ୍ୟ ଅଭ୍ୟାସ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ। କିନ୍ତୁ ସଦ୍ୟତମ ମାମଲାଟି ଏପରି ଯେ ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।…

‘ୟୁପିରେ ମସଜିଦ ଭାଙ୍ଗି ଦିଆଯାଉଛି, ଭାଜପା କହୁଛି ମୁସଲମାନଙ୍କ ଉନ୍ନତିର କଥା’, Mehbooba Mufti

ଶ୍ରୀନଗର,୧୭।୪: ପିଡିପି ଅଧ୍ୟକ୍ଷା Mehbooba Mufti ଗୁରୁବାର ଭାଜପା ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଗୋଟିଏ ପଟେ ଏହା ମସଜିଦ ଭାଙ୍ଗି ଦେଉଛି ଏବଂ ଅନ୍ୟପଟେ…