ସକାଳେ ସ୍ପାଏ କ୍ୟାମେରା, ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌, ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ,୨୭ା୮(ଅଜିତ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍‌ରେ ଡ୍ରୋନ୍‌ ଉଡ଼ିଥିବା…

ସେପ୍ଟେମ୍ବର ପହିଲାରୁ ଝଟ୍‌କା! ଲାଗୁ ହେବ ନୂଆ ନିୟମ, ପକେଟ ହେବ ଖାଲି…

ନୂଆଦିଲ୍ଲୀ,୨୭।୮: ୨୦୨୫ ସେପ୍ଟେମ୍ବର ପହିଲାରୁ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ। ଏହା ମଧ୍ୟରେ ରୂପାରେ…

ଜୁନାଗଡ଼ରେ ଭାଜପା ରାଜ୍ୟ ସଭାପତି, କହିଲେ ଲୋକଙ୍କ ସରକାର, ସେହିମାନଙ୍କ ପାଇଁ…

ଭବାନୀପାଟଣା,୨୭ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ପ୍ରଥମ ଦିନରେ ସେ କେସିଙ୍ଗା ଓ ଭବାନୀପାଟଣା…

ବାପାଙ୍କ ମୃତ୍ୟୁ ପରେ ବି ପୈତୃକ ସମ୍ପତ୍ତିରେ ଝିଅଙ୍କ ଅଧିକାର ରୁହେ କି ନାହିଁ, ଜାଣନ୍ତୁ କ’ଣ କହେ ଆଇନ?

ନୂଆଦିଲ୍ଲୀ,୨୭।୮: ଭାରତୀୟ ସମାଜରେ ଦୀର୍ଘ ଦିନ ଧରି ପୈତୃକ ସମ୍ପତ୍ତି ଉପରେ କେବଳ ପୁଅମାନଙ୍କର ଅଧିକାର ଥାଏ ବୋଲି ବିଚାର କରାଯାଉଥିଲା। କିନ୍ତୁ ସମୟ ସହ ଆଇନରେ…

ଥାନାଧିକାରିଣୀ ଭାବେ ଦାୟିତ୍ୱ ନେଲେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି

ଛତ୍ରପୁର,୨୭ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ଚମାଖଣ୍ଡି ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଞ୍ଜାମ ପୋଲିସ…

ଓଡ଼ିଶା: ଆଜିର ଫଟୋ ( ୨୭ ଅଗଷ୍ଟ, ୨୦୨୫ )

ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ଗଣେଶ ପୂଜା ପାଳନ       କଟକର ବିଭିର୍ନ ସ୍ଥାନରେ ଗଣେଶ ପୂଜା

କୋରାପୁଟରେ ଦିନକରେ ୧୬୧୮ ମିମି ବର୍ଷା, ବୈପାରୀଗୁଡ଼ାରେ ସର୍ବାଧିକ

କୋରାପୁଟ,୨୭ା୮(ଅମିତାଭ ବେହେରା): ବୁଧବାର କୋରାପୁଟ ଜିଲାରେ ଦିନକରେ ପ୍ରଥମ କରି ୧୬୧୮ ମିମି ବର୍ଷା ହୋଇଥିବାବେଳେ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୩୦୬ ମିମି ବର୍ଷା ହୋଇଥିବା…

ସାଉଥରେ ଡେବ୍ୟୁ କରିବେ ମହାକୁମ୍ଭର ମୋନାଲିସା

ଚେନ୍ନାଇ: ମହାକୁମ୍ଭରୁ ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି କହିଲେ ଚଳେ। ବଲିଉଡ ଫିଲ୍ମ ସାଇନ କରିବା ପରେ, ସେ ଏବେ ଏକ ଦକ୍ଷିଣ…

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ବିଡ଼କୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୮: ମଙ୍ଗଳବାର, ଅଗଷ୍ଟ ୨୭ରେ କେନ୍ଦ୍ରୀୟ କ୍ୟାବିନେଟ୍‌ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ସିଡବ୍ଲ୍ୟୁଜି) ଆୟୋଜନ ପାଇଁ ଭାରତର ବିଡ଼କୁ ମଞ୍ଜୁରୀ ଦେଇଛି। ଏହା ଭାରତର ବଡ଼ ଆନ୍ତର୍ଜାତୀୟ…

ଯୁବତୀଙ୍କୁ ବେଶ୍ୟା କହୁଥିବା କଥାବାଚକ ଅନିରୁଦ୍ଧାଚାର୍ଯ୍ୟଙ୍କ ଉପରେ ବର୍ଷିଲେ ବାବା ରାମଦେବ

ନୂଆଦିଲ୍ଲୀ,୨୭।୮: କାହାଣୀକାର ଅନିରୁଦ୍ଧାଚାର୍ଯ୍ୟଙ୍କ ବିବାଦୀୟ ବୟାନରେ ବାବା ରାମଦେବ କ୍ରୋଧିତ ହୋଇଗଲେ। ସେ କହିଥିଲେ ଯେ ମୁଁ ନାମ ବିନା କହୁଛି, ସନାତନ ଧର୍ମର ଗୁରୁ କିମ୍ବା…