‘କିମ ଜୋଙ୍ଗ କାହିଁକି ପୁଟିନ ବି ଲାଜେଇ ଯିବେ’, ଟ୍ରମ୍ପଙ୍କ କ୍ୟାବିନେଟ ବୈଠକରେ ଏମିତି କ’ଣ ହେଲା ଯେ…

ଓ୍ବାଶିଂଟନ,୩୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ଖୁବ ଚର୍ଚ୍ଚାରେ ରହିଛି। ଏହି ବୈଠକ ତିନି ଘଣ୍ଟାରୁ ଅଧିକ ସମୟ…

”ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନକୁ ଲାଇଭ୍ ଅପଡେଟ୍ ଦେଇଥିଲା ଚାଇନା”, ସବୁ ଭୁଲି ହାତ ମିଶାଇଲେ ମୋଦି

ନୂଆଦିଲ୍ଲୀ,୩୧।୮: କଂଗ୍ରେସ୍‌ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ ଉପରେ କଟାକ୍ଷ କରିଛି, ଭାରତ ବିରୋଧୀ ଚାଇନା ଆଗରେ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ହେତୁ ସ୍ବାସ୍ଥ୍ୟହାନି କିମ୍ବା ମତପାର୍ଥକ୍ୟଜନିତ ଅଶାନ୍ତିକର ବାତାବରଣ ସୃଷ୍ଟି ହେବ। ବିଳାସକାରକ ଶୁକ୍ର କେନ୍ଦ୍ରସ୍ଥ ଯୋଗୁ ବିଳାସପ୍ରିୟ ହେବେ ଏବଂ ମନୋରଞ୍ଜନ କାର୍ଯ୍ୟରେ…

ଭାରତ ଉପରେ କଟକଣା ବଢାଇବେ ଟ୍ରମ୍ପ, ୟୁରୋପୀୟ ଦେଶ ଉପରେ ପକାଉଛନ୍ତି ଚାପ

ନୂଆଦିଲ୍ଲୀ,୩୧।୮: ଯୁକ୍ରେନ୍‌ ଯୁଦ୍ଧ ପୃଷ୍ଠଭୂମିରେ ଅମେରିକାର ଟ୍ରମ୍ପ ପ୍ରଶାସନ ଭାରତକୁ ରୁଷୀୟ ତେଲ କିଣିବାରୁ ରୁଷିଆକୁ ଯୁଦ୍ଧ ଯନ୍ତ୍ରରେ "ଇନ୍ଧନ" ଯୋଗାଉଥିବା ଅଭିଯୋଗ କରିଛି। ସୂତ୍ର ଅନୁଯାୟୀ,…

ଦୀର୍ଘ ୫୨ ବର୍ଷପରେ ପୁରୁଷୋତ୍ତମପୁର ଏନଏସି ପାଳିଲା ସ୍ବାୟତ୍ତ ଶାସନ ଦିବସ

ପୁରୁଷୋତ୍ତମପୁର,୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏନଏସିରେ ସ୍ବାୟତ୍ତ ଶାସନ ଦିବସ ନିର୍ବାହୀଅଧିକାରୀ ଗୋବିନ୍ଦ ଡନସେନାଙ୍କ ସଂଯୋଜନାରେ ଓ  ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ରବିବାର ଇନଡୋର ଷ୍ଟାଡିୟମ…

୨୭ ତାରିଖରୁ ନିଖୋଜ ଥିଲେ ମହିଳା, କ୍ୟାବିନ୍‌ରୁ ଦୁର୍ଗନ୍ଧ ଆସିବାରୁ ସାମ୍ନାକୁ ଆସିଲା ସତ

ପଟ୍ଟାମୁଣ୍ଡାଇ,୩୧ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ଏଲ୍‌ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲିଟି ଭେଣ୍ଡିଂଜୋନ୍‌ କ୍ୟାବିନ୍‌ରୁ ରବିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ…

ରୋହିତ-ବିରାଟ କ୍ରେଜ, ୫୦ ଦିନ ପୂର୍ବରୁ ଫ୍ୟାନ ଜୋନର ସବୁ ଟିକେଟ ବିକ୍ରି

ନୂଆଦିଲ୍ଲୀ,୩୧।୮: କ୍ରିକେଟ ଅଷ୍ଟ୍ରେଲିଆ ରିପୋର୍ଟ କରିଛି ଯେ ଭାରତ ବିପକ୍ଷରେ ଆଗାମୀ ସୀମିତ ଓଭର ସିରିଜ ପାଇଁ ସମସ୍ତ ଆଠଟି ସ୍ଥାନରେ ସମର୍ପିତ ଭାରତୀୟ ପ୍ରଶଂସକ ଜୋନ…

ଜୟପାଟଣା-ନର୍ଲାକୁ ନୂଆ ଏନ୍‌ଏସି ମାନ୍ୟତା, ବାଦ୍‌ ପଡ଼ିଲା ଏମ୍‌.ରାମପୁର

ଭବାନୀପାଟଣା,୩୧ା୮(ଉତ୍ତମ କୁମାର ଦାଶ): ରାଜ୍ୟ ସରକାର ରବିବାର ସ୍ବାୟତ୍ତ୍ୱ ଶାସନ ଦିବସ ଅବସରେ ରାଜ୍ୟରେ ୧୬ ଟି ନୂଆ ଏନ୍‌ଏସି ଓ ମ୍ୟୁନିସିପାଲିଟିର ନାମ ଘୋଷଣା କରିଛନ୍ତି।…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

କଟକ,୩୧।୮: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ ହୋଇ କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି…